ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ୁଛି। ବର୍ତ୍ତମାନ ସୁଦ୍ଧା କରୋନା ପାଇଁ କିଛି ଔଷଧ ବାହାରିନି। କେବଳ ସଚେତନ ହେବା ଦ୍ୱାରା ହିଁ ଏହାକୁ ରୋକା ଯାଇପାରିବ। ଏବେ ଆସନ୍ତୁ ଜାଣିବା କରୋନା ପାଇଁ ଆମେ କ’ଣ କରିବା କ’ଣ କରିବା ନାହିଁ?

’ଣ କରିବେ?

  • ଦିନକୁ ନିୟମିତ ବ୍ୟବଧାନରେ ଅତିକମରେ୨୦ ସେକେଣ୍ଡ ପାଇଁ ହାତ ଧୁଅନ୍ତୁ। ହାତ ପରିଷ୍କାର ଦେଖାଯାଉଥିଲେ ବି ବାରମ୍ବାର ହାତ ଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ।
  • ହାତ ଧୋଇଲା ବେଳେ ଆଲକହଲଯୁକ୍ତ ସାବୁନ ବ୍ୟବହାର କରନ୍ତୁ।
  • କାଶିଲା, ଛିଙ୍କିଲା ବେଳେ ମୁହଁକୁ କପଡ଼ାରେ ଧୋଇ ଦିଅନ୍ତୁ।
  • ଲକ୍ଷଣକୁ ଚିହ୍ନନ୍ତୁ
  • ଜ୍ୱର, କାଶ କିମ୍ବା ସର୍ଦ୍ଦି ଥିଲେ ଘରେ ଅଲଗା ରୁହନ୍ତୁ।

କରିବେ ନାହଁ?

  • ଆପଣଙ୍କ ଆଖି, ନାକ ଏବଂ ପାଟି ସ୍ପର୍ଶ କରନ୍ତୁ ନାହିଁ। କାରଣ ଏହି ବାଟ ଦେଇ ଆପଣଙ୍କ ଶରୀରକୁ ଭୂତାଣୁ ପ୍ରବେଶ କରିପାରେ।
  • ସାମାଜିକ ଜନସମାଗମରେ ଯୋଗ ଦିଅନ୍ତୁ ନାହିଁ।
  • ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ।

Comment