ଓଡ଼ିଶାଲାଇଭ୍ ବ୍ୟୁରୋ
୧୮ ଡିସେମ୍ବର ୨୦୨୦
- ଶୁକ୍ରବାର ଦିନ ଓଡ଼ିଶାରେ ଆଉ ୪ କରୋନା ରୋଗୀଙ୍କ ମୃତ୍ୟୁ, ଜଣେ ଭୁବନେଶ୍ୱରର। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି।
- ପରୀ ହତ୍ୟା ମାମଲାରେ ଏସଆଇଟି ଜରିଆରେ ଓଡ଼ିଶା ସରକାର ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ବିଜେପିର ଅଭିଯୋଗ।
- ଘରୋଇ ହିଂସା ମାମଲାରେ କଟକ ଏସଡିଜେଏମ କୋର୍ଟରେ ହାଜର ହେଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି।
- କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦାବିକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
- ଚଳିତ ୨୩ରେ ଶ୍ରୀମନ୍ଦିର ଖୋଲିବ,କେବଳ ପୁରୀ ବାସିନ୍ଦା ହିଁ ଠାକୁର ଦର୍ଶନ କରି ପାରିବେ।
- ମହିଳା କନଷ୍ଟେବଳଙ୍କୁ ଠକିଥିବା ଅଭିଯୋଗରେ ମାଲକାନଗିରିର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଅଟକ।
- କୋଭିଡ ପରିଚାଳନାରେ ଦେଶରେ ଓଡ଼ିଶାର ସ୍ଥାନ ଚତୁର୍ଥ କହିଲା ଷ୍ଟେଟ ବ୍ୟାଙ୍କ ଗବେଷଣା ଶାଖା।
- ଲଭ ଜିହାଦ – ମାଜିଷ୍ଟ୍ରେଟଙ୍କ ନିକଟରେ ଧର୍ମଶାଳାର ଉଦ୍ଧାର ହୋଇଥିବା ଯୁବତୀଙ୍କ ବୟାନ ରେକର୍ଡ।
- ବର୍ଷର ପ୍ରଥାମର୍ଦ୍ଧରେ ଓଡ଼ିଶାରେ ଦୁଷ୍କର୍ମ ଘଟଣା ସାଙ୍ଘାତିକ ଭାବେ ବଢ଼ିଥିବା ପୋଲିସ ରେକର୍ଡରୁ ଜଣାପଡିଛି।
- ‘ମୋ ପରିବାର’ ପକ୍ଷରୁ ଜନୈକ ଗୁରୁତର ଅସୁସ୍ଥ ଦିନ ମଜୁରିଆଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର।