ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ମଣିଷ ଜୀବନ ଏକ ଦୁର୍ଲଭ ଜୀବନ। ଏଥିରେ ଦୁଃଖ, ସୁଖ, ସଂଘର୍ଷ, ସମସ୍ୟା ଓ ବିଭିନ୍ନ ବାଧାବିଘ୍ନ ଥାଏ। କେତେକ ଲୋକ ଏହି ସମସ୍ୟାକୁ ଅତିକ୍ରମ କରି ଜୀବନର ଚଲାପଥରେ ଆଗେଇଚାଲନ୍ତି, ତ କେତେକ ଲୋକ ଏହି ପରିସ୍ଥିତିରେ ହାର ମାନି ଆତ୍ମହତ୍ୟାର ରାସ୍ତା ଆପଣେଇ ଥାଆନ୍ତି।

ତେବେ ଆତ୍ମହତ୍ୟା କ’ଣ ଶେଷ ରାସ୍ତା? ଏହି ଚିନ୍ତାଧାରାକୁ ରୋକିବେ କିପରି? ଏନେଇ ବରିଷ୍ଠ ମନସ୍ତତ୍ୱବିତ୍‌ ଗୀତା ଦାସଙ୍କ କ’ଣ କହୁଛନ୍ତି ଜାଣନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #AmaSwasthyaAmaJibana #HealthForAll #Suicide Prevention #Healthylife #OdiaHealthTips

 

Comment