ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଧୂଳି, ଧୂଆଁ, ଗୃହପାଳିତ ପଶୁ କିମ୍ବା କୌଣସି ଖାଦ୍ୟ ପଦାର୍ଥ ପ୍ରତି ଆଲର୍ଜି ଥିବା ବ୍ୟକ୍ତିଙ୍କୁ ଆସ୍ଥମା ଆଟାକ୍ ହେବାର ଆଶଙ୍କା ଅଧିକ ରହିଥାଏ ବୋଲି କୁହନ୍ତି ଡାକ୍ତର ଶ୍ରୀକାନ୍ତ କୁମାର ଧର।

ବିଶେଷ କରି ପ୍ରଦୂଷଣ ବଢ଼ିଲେ, ଶୀତ ଋତୁରେ ଅନେକ ବ୍ୟକ୍ତି ଆସ୍ଥମା ରୋଗରେ ପୀଡ଼ିତ ହୁଅନ୍ତି। ବେଳେ ବେଳେ ରୋଗୀ ଆସ୍ଥମା ଆଟାକର ଶିକାର ମଧ୍ୟ ହୋଇଥାନ୍ତି।

ତେବେ କାହିଁକି ହୁଏ ଆସ୍ଥମା ଆଟାକ୍? ଆସ୍ଥମା ରୋଗକୁ କେମିତି ଚିହ୍ନିବା? ଏହାକୁ ରୋକିବା ପାଇଁ କ’ଣ କରିବାର ଆବଶ୍ୟକତା ରହିଛି? ସେ ନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldAsthmaDay #AsthmaCareForAll #AsthmaAttack #SymptomsOfAsthma #Treatment #OdiaHealthTips

Comment