ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମସ୍ତିଷ୍କର ଯେକୌଣସି ଭାଗରେ ଯଦି ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୁଏ, ତେବେ ତାହା ଟ୍ୟୁମରର ରୂପ ନେଇଥାଏ। ମସ୍ତିଷ୍କରେ ଟ୍ୟୁମର ହେଲେ ଭୀଷଣ ମୁଣ୍ଡବ୍ୟଥା, ବାତ ମାରିବା, ଶରୀରର ସନ୍ତୁଳନ ହରାଇ ବସିବା ଭଳି ଲକ୍ଷଣ ଦେଖାଯାଏ ବୋଲି ଡାକ୍ତର କୁହନ୍ତି।

ତେବେ ମସ୍ତିଷ୍କରେ ଟ୍ୟୁମର ବା ବ୍ରେନ୍ ଟ୍ୟୁମର କାହିଁକି ହୁଏ? କ’ଣ ରହିଛି ଏହାର କାରଣ ଏବଂ ଲକ୍ଷଣ? କିପରି ଏହାକୁ ଚିକିତ୍ସା କରିହେବ? ସେ ନେଇ ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ଦୀପକ ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldBrainTumorDay #ProtectYourselfKeepAawayFromStress #OdiaHealthTips #HealthyLife

Comment