ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। କାନ୍ଧ ଯନ୍ତ୍ରଣାରୁ ଉପଶମ ପାଇଁ କେମିତି କରିବେ ଫିଜିଓଥେରାପି ଏକ୍ସରସାଇଜ? ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ…

କାନ୍ଧରେ ଯନ୍ତ୍ରଣା ହେବା କାନ୍ଧ ଷ୍ଟିଫ୍‌ ହୋଇଯିବାର ପ୍ରମୁଖ କାରଣ ହେଉଛି ଫ୍ରୋଜନ୍ ସୋଲଡର। ଫ୍ରୋଜନ୍ ସୋଲଡର ସମସ୍ୟାକୁ ସାଧାରଣରେ ବୁଝିବାକୁ ଗଲେ, କାନ୍ଧ ଖଞ୍ଜାର ମାଂସପେଶୀ ଏକପ୍ରକାରର ଜମାଟ ବାନ୍ଧିଯାଏ। ଫଳରେ ହାତ ଚାଳନାରେ ଅସୁବିଧା ସହିତ କଷ୍ଟ ଅନୁଭବ ହୁଏ। ତେବେ ଫ୍ରୋଜନ୍‌ ସୋଲଡର ହୋଇଥିଲେ ଫିଜିଓଥେରାପି କରି ଏଥିରୁ ଉପଶମ ମିଳିପାରିବ। ତେବେ କେଉଁଭଳି ଏକ୍ସରସାଇଜ କରିବେ? ଏନେଇ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

(ସୌଜନ୍ୟ: ସ୍ଵାସ୍ଥ୍ୟପ୍ଲସ)

Tags: #WorldPhysiotherapyDay #ShoulderPain #Physiotherapy #Exercise #Tratment #HealthyLife #OdiaHealthTips

Comment