ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। ଅଣ୍ଟା ବିନ୍ଧାରୁ ମୁକ୍ତି ପାଇଁ କେମିତି କରିବେ ଫିଜିଓଥେରାପି? ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

ଆଜିକାଲି ଅଣ୍ଟା ବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏବେ କମ୍ ବୟସରୁ ଅଣ୍ଟା ବିନ୍ଧା ସମସ୍ୟା ଦେଖିବାକୁ ମିଳୁଛି। ଏହାର କାରଣ ଆଧୁନିକ ଜୀବନଶୈଳୀ ବୋଲି ଡାକ୍ତର କୁହନ୍ତି।

ସବୁ ଅଣ୍ଟା ବିନ୍ଧାର କାରଣ ସମାନ ନୁହେଁ କିମ୍ବା ଲକ୍ଷଣ ସମାନ ନୁହେଁ। ସେହିପରି ଚିକିତ୍ସା ମଧ୍ୟ ସମାନ ନୁହେଁ। ଅଣ୍ଟା ବିନ୍ଧାର କାରଣ ଓ ଲକ୍ଷଣକୁ ଦେଖି ଫିଜିଓଥେରାପି ଏକ୍ସରସାଇଜ କରିବା ଦ୍ଵାରା ଏଥିରୁ ଉପଶମ ମିଳିଥାଏ ବୋଲି କୁହନ୍ତି ଫିଜିଓଥେରାପିଷ୍ଟ ଡାକ୍ତର ଆଖଣ୍ଡଳ ପ୍ରସାଦ ଆଚାର୍ଯ୍ୟ।

(ସୌଜନ୍ୟ: ସ୍ଵାସ୍ଥ୍ୟପ୍ଲସ)

Tags: #WorldPhysiotherapyDay #BackPain #Physiotherapy #Exercise #Treatment #HealthyLife #OdiaHealthTips

Comment