ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବାଙ୍ଗରାପଣ ବା ଗେଡ଼ାପଣ ହେଉଛି ଏକ ଅବସ୍ଥା। ଯଦି ଜଣେ ଶିଶୁର ବୟସ ଅନୁପାତରେ ଉଚ୍ଚତା ଠିକ୍ ନଥାଏ ବା ବଢ଼ୁ ନଥାଏ, ତେବେ ଏହାକୁ ବାଙ୍ଗରାପଣ କୁହାଯାଏ।

ତେବେ ଗେଡ଼ାପଣର କାରଣ କ’ଣ, ଏହାକୁ ପ୍ରାଥମିକ ଅବସ୍ଥାରୁ କେମିତି ଚିହ୍ନିବା ଏବଂ ଏହାର ଚିକିତ୍ସା ସମ୍ଭବ କି? ସେନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମନୋରଞ୍ଜନ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #shortstature #treatment #causeofshortstature #odiahealthtips #doctorsadvice

Comment