ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀରରେ କ୍ୟାଲସିୟମ୍‌ ଅଭାବ ହେଲେ ବିଭିନ୍ନ ସମସ୍ୟା ହୋଇଥାଏ। କ୍ୟାଲସିୟମ୍‌ ଅଭାବ ହେଲେ ଆଣ୍ଠୁଗଣ୍ଠି ସମସ୍ୟା, ଅଷ୍ଟିଓପୋରସିସ୍‌ ଆଦି ଦେଖାଦିଏ ବୋଲି ଡାକ୍ତର କୁହନ୍ତି।

ତେବେ କେମିତି ଦୂର ହୋଇପାରିବ କ୍ୟାଲସିୟମ୍‌ ଅଭାବ? ସେ ନେଇ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଶୁଧାଂଶୁ ଶେଖର ସେଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Calciumdeficiency #treatment # Symptoms #odiahealthtips #doctorsadvice

Comment