ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ବର୍ତ୍ତମାନ ସମୟରେ ବଢ଼ିବାରେ ଲାଗିଛି। କେବଳ ବୟସ୍କ ନୁହଁନ୍ତି ସବୁ ବୟସର ବ୍ୟକ୍ତିଙ୍କୁ ଆର୍ଥ୍ରାଇଟିସ୍ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି ରୋଗକୁ ନେଇ ଆଜି ବି ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି।

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ବା ପ୍ରତିବର୍ଷ ଅକ୍ଟୋବର ମାସ  ୧୨ ତାରିଖକୁ ବିଶ୍ଵ ଆର୍ଥ୍ରାଇଟିସ୍ ଦିବସ ଭାବେ ପାଳନ କରାଯାଏ।

ବର୍ତ୍ତମାନ ଆର୍ଥାଇଟିସ୍ ରୋଗ କାହିଁକି ବଢ଼ୁଛି ଏବଂ କିପରି ଏହାର ଚିକିତ୍ସା କରିହେବ? ସେ ସମ୍ପର୍କରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର କ’ଣ କହୁଛନ୍ତି ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।  

Tags: #Arthritis #healthylife #Doctorsadvice #OdiaHealthTips #symptoms #treatment

Comment