ପୋଷ୍ଟପେଡ ପ୍ଲାନରେ ସମସ୍ତଙ୍କୁ ପଛରେ ପକାଇଲା ଜିଓ: ଜାଣନ୍ତୁ କ’ଣ ରହିଛି ନୂଆ ଅଫର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରିପେଡ୍ ପରେ ପୋଷ୍ଟପେଡରେ ଜିଓ ନିଜ ଗ୍ରାହକଙ୍କୁ ମନଲୋଭ ଅଫର୍‌ ଦେଉଛି। ଜିଓର ପୋଷ୍ଟପେଡ଼ ଗ୍ରାହକମାନେ ମିନିଟ୍‌ ପିଛା କେବଳ ୫୦ ପଇସାରେ ଅର୍ନ୍ତଜାତୀୟ କଲ୍‌ କରିପାରିବେ। ଗ୍ରାହକଙ୍କ ଆକୃଷ୍ଟ କରିବା ପାଇଁ ଟେଲିକମ...

ଫ୍ଲିପକାର୍ଟ-ୱାଲମାର୍ଟ ଚୁକ୍ତିରେ ଫାଇଦା ନେବ ଭାରତ: ୧କୋଟି ଭାରତୀୟଙ୍କୁ ମିଳିବ ଚାକିରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କମ୍ପାନି ଫ୍ଲିପକାର୍ଟ ଓ ୱାଲମାର୍ଟ ମଧ୍ୟରେ ହୋଇଥିବା ଚୁକ୍ତି ଫଳରେ ଭାରତୀୟଙ୍କୁ ଫାଇଦା ମିଳିବ। ପ୍ରାୟ ୧କୋଟି ଭାରତୀୟଙ୍କୁ ଏହାଦ୍ଵାରା ଚାକିରି ମିଳିବାର ସମ୍ଭାବନା ସୃଷ୍ଟି ହେବ। ଫ୍ଲିପକାର୍ଟର ଅର୍ଦ୍ଧାଧିକ ଅଂଶ...

ଫ୍ଲିପକାର୍ଟର ୭୭ ପ୍ରତିଶତ ସେୟାର କିଣିଲା ୱାଲମାର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫ୍ଲିପକାର୍ଟର ୭୭ ପ୍ରତିଶତ ସେୟାର କିଣିଛି ୱାଲମାର୍ଟ। ଏନେଇ ଫ୍ଲିପକାର୍ଟ ଏବଂ ୱାଲମାର୍ଟ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ଭାରତୀୟ ଇ-ରିଟେଲ ଜଗତର ବାଦଶାହ ଫ୍ଲିପ୍‌କାର୍ଟକୁ ବିଶ୍ୱର ସବୁଠୁ ବଡ଼ କମ୍ପାନି...

ବିନା ହ୍ୱାଟସଆପ ଆପ୍‌ରେ ବି ଚାଟ୍‌ କରିପାରିବେ: ଆସିଲା ନୂଆ ଫିଚର

ଓଡ଼ିଶାଲାଇଭ୍‌ ବ୍ୟୁରୋ ହ୍ୱାଟସଆପ ଏକ ନୂଆ ଫିଚର ଲଞ୍ଚ କରିଛି। ଏହି ଫିଚର ବ୍ୟବହାର କରି ହ୍ୱାଟସଆପ ଆପ୍ ନଖୋଲି ମଧ୍ୟ ନିଜ ବନ୍ଧୁଙ୍କୁ ମେସେଜ ପଠାଇ ପାରିବେ। ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପ...

ବିକ୍ରି ହେବ ଫ୍ଲିପ୍‌କାର୍ଟ: ୧୫୦୦କୋଟିରେ କିଣିବ ଓ୍ୱାଲମାର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାତର ପ୍ରମୁଖ ଇକମର୍ସ କମ୍ପାନି ଫ୍ଲିପ୍‌କାର୍ଟ ବିକ୍ରି ହେବାକୁ ଯାଉଛି। ଏହାକୁ କିଣିବ ଆମେରିକାର ସବୁଠୁ ବଡ଼ ରିଟେଲ୍‌ ଚେନ୍‌ କମ୍ପାନି ଓ୍ୱାଲମାର୍ଟ। ଭାରତର ପ୍ରମୁଖ ଅନଲାଇନ୍‌ କମ୍ପାନୀ ଫିଲ୍ପକାର୍ଟର ବିକ୍ରି ହେବାର...

ଭୁବନେଶ୍ୱରରେ ଖୋଲିଲା ଟାଇଟାନ ୱାର୍ଲ୍ଡର ଇଣ୍ଟିଗ୍ରେଟେଡ ଷ୍ଟୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ଖୋଲିଲା ଟାଇଟାନ କମ୍ପାନିର ପ୍ରଥମ ଇଣ୍ଟିଗ୍ରେଟେଡ ଷ୍ଟୋର। ପଟିଆ କିଟ୍ ରୋଡର ଓବିୟୁ ହାଉସରେ ଖୋଲିଥିବା ଏହି ଷ୍ଟୋରକୁ ଟାଇଟାନ କମ୍ପାନି ଲିମିଟେଡର ୱାଚେସ ଆଣ୍ଡ ଆସେସରିଜ୍ ବିଭାଗର ମୁଖ୍ୟ...

ଗତ ତିନିବର୍ଷରେ ଭାରତୀୟଙ୍କ ଆୟ ବଢ଼ିଛି କିନ୍ତୁ ସୁଖ କମିଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଦେଶରେ ସାମାଜିକ ଓ ଆର୍ଥିକ ସୁବିଧା ସତ୍ତ୍ୱେ ଭାରତୀୟମାନେ ଦୁଃଖୀ ବୋଲି ୨୦୧୮ ୱାର୍ଲ୍ଡ ହାପିନେସ୍‌ ରିପୋର୍ଟରେ ଦର୍ଶାଯାଇଛି। ଗତ ତିନିବର୍ଷ ଭିତରେ ଭାରତୀୟଙ୍କ ମଧ୍ୟରେ ଖୁସି କୁଆଡ଼େ ଉଭେଇ ଯାଇଛି। ସଂଯୁକ୍ତ...

ଫେସବୁକରେ ମିଳିବ ଡେଟିଂର ମଜା: ଆସିବ ନୂଆ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବଶିଘ୍ର ଫେସବୁକରେ ଡେଟିଂ ସର୍ଭିସ ଆରମ୍ଭ ହେବାକୁ ଯାଉଛି। ଏନେଇ ଘୋଷଣା କରିଛନ୍ତି ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ। ଫେସବୁକ୍‌ ଏବେ ଦୀର୍ଘସୁତ୍ରୀ ସମ୍ପର୍କ ଯୋଡ଼ିବା ପାଇଁ ଡେଟିଙ୍ଗ୍‌ ସୁବିଧା ଆରମ୍ଭ କରିବାକୁ...

ମୋବାଇଲ ସିମ୍‌ କିଣିବା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋବାଇଲ୍‌ ସିମ୍‌ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ। ଗ୍ରାହକମାନେ ଦେଉଥିବା ଅନ୍ୟ ପରିଚୟପତ୍ର ଯଥା ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ ଓ ଭୋଟର ପରିଚୟପତ୍ରକୁ ଗ୍ରହଣ କରି ସିମ୍‌ ପ୍ରଦାନ କରିବାକୁ ଟେଲିକମ କମ୍ପାନିଗୁଡ଼ିକୁ...

ସ୍ମାର୍ଟ ସେଲଫି ପାଇଁ ବଜାରକୁ ଆସିଲା ଓପୋର ଅପଗ୍ରେଡେଡ୍‌ ମଡେଲ ଏ-୮୩: କମ୍ ଟଙ୍କାରେ ପାଇବେ ଅଧିକ ଫିଚର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋବାଇଲ କମ୍ପାନି ଓପୋ ପକ୍ଷରୁ ଏ-୮୩ ୨୦୧୮ସ୍ମାର୍ଟଫୋନ୍‌ର ଅପଗ୍ରେଡେଡ୍‌ ମଡେଲ ଭାରତରେ ଲଞ୍ଚ ହୋଇଛି। ମୁଖ୍ୟତଃ ସାମସଙ୍ଗ ଅନ୍-୭ ପ୍ରାଇମ୍‌, ରେଡମି ନୋଟ୍‌-୫ ଓ ଭିଭୋ ଭି୭ ସହ ଓପୋ ଏ-୮୩ର ପ୍ରତିଯୋଗିତା ହେବ...