ଫୋର୍ବ୍ସ ଇଣ୍ଡିଆ ତାଲିକାରେ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଫୋର୍ବ୍ସ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଭାରତର ସବୁଠାରୁ ଧନୀ ତାଲିକାରେ ପୁଣିଥରେ ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ଆଗରେ। ଏହାସହ ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହେବାର ଗୌରବ...

ଭାରତରେ ଲଞ୍ଚ୍‌ ହେଲା ସାମସଙ୍ଗର ସ୍ମାର୍ଟୱାଚ୍ Galaxy Watch Active LTE ଏବଂ Active 2

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାମସଙ୍ଗ ଭାରତରେ ଲଞ୍ଚ୍‌ କରିଛି ଦୁଇଟି ସ୍ମାର୍ଟୱାଚ୍। Galaxy Watch Active LTE ଏବଂ Galaxy Watch Active 2. ଗାଲାକ୍ସି ୱାଚ୍ ଆକ୍ଟିଭ ଏଲ୍‌ଟିଇରେ...

‘ଜିଓ’ର ଏହି ଗ୍ରାହକଙ୍କୁ ମିଳିବ ମାଗଣା କଲିଂ ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଜିଓ ତା'ର ଗ୍ରାହକଙ୍କ ପାଇଁ ମାଗଣା କଲିଂ ସେବା ବନ୍ଦ କରିଦେଇଛି। ଏଣିକି ଅଣ-ଜିଓ ନମ୍ବରକୁ କଲ୍‌ କଲେ ମିନିଟ୍‌ ପିଛା ୬ ପଇସା ଲେଖାଏଁ କଟିବ। ତେବେ ବର୍ତ୍ତମାନ...

୬୪ ମେଗାପିକ୍ସେଲ କ୍ୟାମେରା ସହିତ ଲଞ୍ଚ୍ ହେଲା Oppo K5

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ କମ୍ପାନି 'ଓପୋ' ଲଞ୍ଚ କରିଛି 'ଓପୋ କେ୫' ସ୍ମାର୍ଟଫୋନ। ଗୁରୁବାର 'ଓପୋ କେ୫' ସ୍ମାର୍ଟଫୋନକୁ ଚୀନରେ ଲଞ୍ଚ କରାଯାଇଛି। ଏଥିରେ କ୍ୱାଡ୍ କ୍ୟାମେରା ସେଟ୍‌-ଅପ୍‌, ୱାଟର ଡ୍ରପ୍‌ ଷ୍ଟାଇଲ...

ଜାଣନ୍ତୁ, Jio କାହିଁକି ବନ୍ଦ କଲା ଫ୍ରି କଲିଂ ସେବା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି 'ଜିଓ' ଉପଭୋକ୍ତାଙ୍କୁ ମାଗଣାରେ ମିଳିବନି କଲିଂ ସେବା। ଏନେଇ ବୁଧବାର ରିଲାଏନ୍ସ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି। ଜିଓରୁ ଜିଓ ନେଟ୍‌ୱର୍କକୁ କଲିଂ ଫ୍ରି ରହିବ। ତେବେ ଜିଓରୁ ଅନ୍ୟ...

ଭାରତରେ ଲଞ୍ଚ୍‌ ହେଲା Redmi 8, ଜାଣନ୍ତୁ କ’ଣ ରହିଛି ଫିଚର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ବୁଧବାର ଭାରତରେ ଲଞ୍ଚ୍‌ କରିଛି ରେଡ୍‌ମି ୮ ସ୍ମାର୍ଟଫୋନ। ଭାରତରେ ଏହି ସ୍ମାର୍ଟଫୋନର ମୂଲ୍ୟ ହେଉଛି ୮,୯୯୯ଟଙ୍କା। ଏହା ଏକ ବଜେଟ୍‌ ସ୍ମାର୍ଟଫୋନ୍‌ ହୋଇଥିଲେ...

ଲଞ୍ଚ୍ ହେଲା ଟାଟାର ଇଲେକ୍ଟ୍ରିକ୍‌ କାର୍‌ ‘ଟିଗୋର ଇଭି’, ୯.୪୪ ଲକ୍ଷରୁ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ନାମୀ ଅଟୋମୋବାଲ କମ୍ପାନି ଟାଟା ମୋଟର୍ସ ଟିଗୋର କାର୍‌ର ଏକ ନୂଆ ଭାରିଏଣ୍ଟ ବଜାରକୁ ଛାଡ଼ିଛି। ଏହା ହେଉଛି ଟାଟାର ନୂଆ ଇଲେକ୍ଟ୍ରିକ୍‌ କାର୍‌। ଯାହାର ନାଁ ରହିଛି 'ଟିଗୋର...

ଜିଓ ଦେଲା ଝଟକା – ଆଉ ମିଳିବନି ମାଗଣା ଅଫର, ମିନିଟ୍‌କୁ କଟିବ ୬ ପଇସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଓରୁ ଅନ୍ୟ ନେଟୱର୍କକୁ କଲ୍‌ କଲେ ୬ ପଇସା କଟିବ ପୂର୍ବ ପରି ଜିଓରୁ ଜିଓ ମାଗଣା ଜିଓରୁ ଲ୍ୟାଣ୍ଡଲାଇନ୍‌ ମାଗଣା ରହିବ ଗୁରୁବାରଠାରୁ ନୂଆ ନିୟମ ଲାଗୁ ଏଣିକି 'ଜିଓ'...

ଅକ୍ଟୋବର ୧୬ରେ ଭାରତରେ ଲଞ୍ଚ ହେବ Redmi Note 8 Pro

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ 'ରେଡ୍‌ମି ନୋଟ୍‌ ୮ ପ୍ରୋ' ଆସନ୍ତା ଅକ୍ଟୋବର ୧୬ ତାରିଖରେ ଭାରତରେ ଲଞ୍ଚ ହେବ। ଏନେଇ ସାଓମି କମ୍ପାନି ପକ୍ଷରୁ ଏକ ହିଣ୍ଟ୍‌ ଦିଆଯାଇଛି। ବୁଧବାର ସାଓମି...

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିପାବଳୀ ଭେଟି – ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିପାବଳୀ ଭେଟି। ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା। ବୁଧବାର ରାଜଧାନୀ ଦିଲ୍ଲୀରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କେନ୍ଦ୍ର ସୂଚନା ଓ...