ସଫଳତା ପାଇବାକୁ ହେଲେ ରିସ୍କ ନେବାକୁ ପଡ଼ିବ – ତପତି ରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=GEJCHzJ0DBU] ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ଚେଷ୍ଟାରେ ଦଶମ ରାଙ୍କରେ ରହିଛନ୍ତି କଟକ ନିଆଳିର ତପତି ରାଜ। ଓସିଏସ ପରୀକ୍ଷା ପ୍ରସ୍ତୁତି ପାଇଁ ଭଲ ଦରମାରେ ଚାକିରି କରୁଥିବା ତପତିଙ୍କୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିୟମିତ ହେବେ ୫୭ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତିର ଘୋଷଣା ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବେ ୫୭ ହଜାର ଯୁକ୍ତିଭିତ୍ତିକ କର୍ମଚାରୀ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି ଖର୍ଚ୍ଚ ହେବ ୧୩୦୦...

ନିଷ୍ଠାର ସହ ଚେଷ୍ଟା କଲେ ସଫଳତା ନିଶ୍ଚୟ ମିଳିବ – ଶୁଭଙ୍କରୀ ସୁଦେଷ୍ଣା ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=KYQpcX-gacE] ବିଫଳତାରେ ଭାଙ୍ଗି ନପଡ଼ି ଧୈର୍ଯ୍ୟର ସହ ପରିସ୍ଥିତକୁ ସାମ୍ନା କରିବା ଏବଂ ସଫଳ ହେବା ପର୍ଯ୍ୟନ୍ତ ବାରମ୍ବାର ଚେଷ୍ଠା କରିବା। ନିଷ୍ଠାର ସହ ଚେଷ୍ଟା ଜାରି ରଖିଲେ ସଫଳତା ନିଶ୍ଚୟ...

ନିଯୁକ୍ତି ସୁଯୋଗ: ଓଡ଼ିଶାଲାଇଭ୍ ଡିଜିଟାଲ୍ ପ୍ଲାଟଫର୍ମରେ ‘ମ୍ୟାନେଜର୍ – ଆଡ୍‌ ସେଲ୍‌ସ’ ଓ ଅନ୍ୟାନ୍ୟ ପଦବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶାଲାଇଭ୍’ ପକ୍ଷରୁ ମ୍ୟାନେଜର୍ - ଆଡ୍‌ ସେଲ୍‌ସ ଏବଂ ଅନ୍ୟାନ୍ୟ ପଦବୀ ଲାଗି ଆବେଦନ ଆହ୍ୱାନ କରାଯାଉଛି। ‘ମ୍ୟାନେଜର୍ - ଆଡ୍ ସେଲ୍‌ସ’ ପଦବୀ ପାଇଁ ପ୍ରିଣ୍ଟ,...

ଏଏସ୍‌ବିଏମ୍‌ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କଲେ ସୁବ୍ରତ ବାଗଚି

ଓଡ଼ିଶାଲାଇଭ୍ ବ୍ୟୁରୋ ଏଏସ୍‌ବିଏମ୍ ବିଶ୍ଵବିଦ୍ୟାଳୟର ୧୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ...

ଅକ୍ଟୋବର ୧୬ରେ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପ୍ରିଲିମନାରି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)-୨୦୨୧ ପିଲିମନାରି ପରୀକ୍ଷା ତାରିଖ ଘୋଷଣା ହୋଇଛି। ଆସନ୍ତା ଅକ୍ଟୋବର ମାସ ୧୬ ତାରିଖରେ ଓସିଏସ୍ ପ୍ରିଲିମ ପରୀକ୍ଷା ହେବା ନେଇ ବୁଧବାର ଦିନ ଓଡ଼ିଶା ପବ୍ଲିକ...

ଭୁବନେଶ୍ୱରସ୍ଥିତ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ରେ ‘ବ୍ୟୁଟି ଥେରାପି ଏବଂ ହେୟାର ଡିଜାଇନିଂ’ ପାଠ୍ୟକ୍ରମ ପାଇଁ ନାମଲେଖା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vPW95G9Yd2E] ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନିଂ’ରେ କ୍ୟାରିୟର କରିବାକୁ ଚାହୁଁଥିବା ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ଏକ ସୁଯୋଗ। ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରରେ...

ସଡ଼କ ଦୁର୍ଘଟଣାର କାରଣ ବିଶ୍ଳେଷଣ କରିବେ ଅବସରପ୍ରାପ୍ତ ଇଞ୍ଜିନିୟର ଓ ପୋଲିସ୍ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଘଟୁଥିବା ପ୍ରତ୍ୟେକ ସଡ଼କ ଦୁର୍ଘଟଣାର ପ୍ରକୃତ କାରଣ ବିଶ୍ଳେଷଣ କରିବା ପାଇଁ ଅବସରପ୍ରାପ୍ତ ଇଞ୍ଜିନିୟର ଏବଂ ପୋଲିସ୍ ଅଧିକାରୀମାନଙ୍କୁ ନିଯୁକ୍ତ କରାଯିବ। ରାଜ୍ୟ ପରିବହନ ପ୍ରାଧିକରଣ ଅଧୀନରେ ଥିବା ଓଡିଶା...

ରାଉରକେଲା ଓ ବାରିପଦାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ, ୟୁଜିସି ଖପ୍ପା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଶୁକ୍ରବାର ଦିନ ଏକ ବିଜ୍ଞପ୍ତିରେ ଦେଶର ବିଭିନ୍ନ ସ୍ଥାନରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ପ୍ରକାଶ କରିଛି। ଏହି ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ରାଉରକେଲା...

‘ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ ରିପୋର୍ଟିଂ କରିବା’ ଶୀର୍ଷକ କର୍ମଶାଳା ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଣମାଧ୍ୟମରେ ଲିଙ୍ଗଗତ ସମାନତା ତଥା ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୟୁନିସେଫ୍‍ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକମାନଙ୍କ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ‘ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ...