ଆଜିର ଡିଜିଟାଲ ଯୁଗରେ ‘ଷ୍ଟ୍ରାଟେଜିକ୍ କମ୍ୟୁନିକେସନ’ର ଭୂମିକା ଗୁରୁତ୍ଵପୂର୍ଣ୍ଣ – ଡକ୍ଟର ମୋଖତାରୁଦ୍ଦିନ ଅହମ୍ମଦ

ଓଡ଼ିଶାଲାଇଭ୍ ବ୍ୟୁରୋ "ଆଜିର ଡିଜିଟାଲ ଯୁଗରେ ଗଣ ଯୋଗାଯୋଗର କ୍ଷେତ୍ର ଅନେକ ଦିଗକୁ ପ୍ରସାରିତ ହୋଇଛି। ଆଜିର ଯୋଗାଯୋଗ କ୍ଷେତ୍ରକୁ ଷ୍ଟ୍ରାଟେଜିକ୍ କମ୍ୟୁନିକେସନ ଓ ଡିଜିଟାଲ ମିଡିଆ ମ୍ୟାନେଜମେଣ୍ଟ ନୂଆ ଦିଗ ଦେଇଛି। ତେଣୁ...

ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ଏକ୍ସପୋଜ ପାଇଁ ୩ ଜଣ ଯୁବତୀ କରିଥିଲେ ହ୍ଵାଟସଆପ୍ ଗ୍ରୁପ!

ଓଡ଼ିଶାଲାଇଭ୍ ବ୍ୟୁରୋ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାକୁ ନେଇ ସବୁ ଦିନ ନୂଆ ନୂଆ ତଥ୍ୟ ଆସିବାକୁ ଲାଗିଛି। ଶୁକ୍ରବାର ଦିନ ପୁଣି ଏକ ରୋଚକ କଥା ଶୁଣିବାକୁ ମିଳୁଛି। ଡିଜେ ଆଜେକ୍ସଙ୍କୁ ଏକ୍ସପୋଜ...

ଡିଜେ ଆଜେକ୍ସ ମୃତ୍ୟୁ ପୂର୍ବରୁ ଭଉଣୀଙ୍କୁ ଦେଇଥିଲେ ମୋବାଇଲ ଏବଂ ଏଟିଏମ ପାସଓ୍ଵାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ଚାଲିଛି ପୋଲିସର ତନାଘନା। ଦିନକୁ ଦିନ ଆଜେକ୍ସ ମୃତ୍ୟୁ ଘଟଣାରେ ନୂଆ ନୂଆ କଥା ସାମ୍ମାକୁ ଆସୁଛି। ମୃତ୍ୟୁ...

ଓଡ଼ିଶା ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଗୁରୁବାର ତାଙ୍କର ଓଡ଼ିଶା ଗସ୍ତର ଶେଷ ଦିନ। ଶେଷଦିନରେ ମମତା ବାନାର୍ଜୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର...

ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ମୃତ୍ୟୁ ପୂର୍ବରୁ ହୋଇଥିଲା ବ୍ରେକଅପ୍!

ଓଡ଼ିଶାଲାଇଭ୍ ବ୍ୟୁରୋ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ। ଏବେ ଏହି ଘଟଣାରେ ଆସିଛି ନୂଆ ମୋଡ଼। ଆଜେକ୍ସଙ୍କ ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ ଏବଂ...

ଡିଜେ ଆଜେକ୍ସଙ୍କର ସନ୍ଦେହଜନକ ମୃତ୍ୟୁ: ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହେବା ପରେ ଆସିଛି ବ୍ୟବଚ୍ଛେଦ ରିପୋର୍ଟ। ଶ୍ୱାସରୁଦ୍ଧ କାରଣରୁ ଆଜେକ୍ସଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିବା...

ରାଜ୍ୟରେ ୩ ବର୍ଷ ମଧ୍ୟରେ ନଦୀରେ ବୁଡ଼ି ୯୭୦ ଜଣ ପ୍ରାଣ ହରାଇଛନ୍ତି – ତୁଷାରକାନ୍ତି ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ନଦୀରେ ବୁଡ଼ି ୯୭୦ ଜଣଙ୍କର ମୃତ୍ୟୁ ହୋଇଥିବା ସୋମବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ଗତ ୩ ବର୍ଷ...

ନବ ଦାସ ହତ୍ୟା ମାମଲା: ବିଧାନସଭା ଘେରାଉ ବେଳେ ପୋଲିସ-ଛାତ୍ର କଂଗ୍ରେସ ଧସ୍ତାଧସ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ “ନବ ଦାସଙ୍କ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ” ପୋଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ବିଧାୟକ ସୁଶାନ୍ତ ସିଂଙ୍କ ଘର ଉପରକୁ ଟମାଟୋ ମାଡ଼ ବିଧାନସଭା...

ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବ, ପ୍ରବଳ ବର୍ଷା ଲାଗି ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ପଶ୍ଚିମା ଝଡ଼ର ପ୍ରଭାବ ଜାରି ରହିଛି। ଏଥିଲାଗି ଦୁଇ ଦିନ ହେଲା ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ଜୋରରେ ପବନ ହେବାର ଦେଖାଯାଇଛି।...

ଡିଜେ ଆଜେକ୍ସଙ୍କର ସନ୍ଦେହଜନକ ମୃତ୍ୟୁ: ପରିବାର ଲୋକଙ୍କ ଅଭିଯୋଗ ପରେ ଆରମ୍ଭ ହେଲା ପୋଲିସର ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ନାହାନ୍ତି ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା। ଭୁବନେଶ୍ୱର ଖାରବେଳନଗର ସ୍ଥିତ ଘରୁ ଅକ୍ଷୟଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ...