ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା, ବଢ଼ୁଛି ହୀରାକୁଦର ଜଳସ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ମୌସୁମୀ ପ୍ରଭାବରେ ଏବେ ରାଜ୍ୟରେ ଜାରି ରହିଥିବା ବର୍ଷା ପାଇଁ ବିଭିନ୍ନ ନଦୀର ପାଣି ବଢ଼ିବାରେ ଲାଗିଛି। ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି...

କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ପାଇଁ ୪୫ଟି ଅଗ୍ନିଶମ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ଟି ପ୍ରମୁଖ ମେଡିକାଲ କଲେଜର ଅଗ୍ନିଶମ ବିଭାଗରେ ୪୫ଟି ନୂତନ ପଦବୀ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଉକ୍ତ...

ମହାନଦୀ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତ: ସମ୍ବଲପୁରରୁ ଆରମ୍ଭ ହେଲା କ୍ଷେତ୍ର ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ୯ ଦିନିଆ ଓଡ଼ିଶା ଗସ୍ତ। ଶନିବାର ଦିନ ଟ୍ରିବ୍ୟୁନାଲର ସଦସ୍ୟମାନେ ସମ୍ବଲପୁର ସ୍ଥିତ ହୀରାକୁଦ ଡ୍ୟାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ଉଭୟ...

ସମ୍ବଲପୁରରେ ଶନିବାର ସନ୍ଧ୍ୟାରୁ ଆରମ୍ଭ ହେବ ମୋବାଇଲ ଇଣ୍ଟରନେଟ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ଶନିବାର ସନ୍ଧ୍ୟା ୬ଟାରୁ ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ହେବ। ସହରରେ ୯ ଦିନ ପରେ ପୁଣି ମୋବାଇଲ ଇଣ୍ଟରନେଟ ଚଳାଚଳ ସ୍ଵାଭାବିକ ହେବ। ଅନ୍ୟପଟେ ସୋସିଆଲ ମିଡିଆ ଉପରେ...

ସମ୍ବଲପୁର ହିଂସା: ଆଉ ୪୮ ଘଣ୍ଟା ଯାଏଁ ସହରରେ ମୋବାଇଲ ଇଣ୍ଟରନେଟ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ମୋବାଇଲ ଇଣ୍ଟରନେଟ ଉପରେ କଟକଣାକୁ ଆଉ ୪୮ ଘଣ୍ଟା ଯାଏଁ ବଢ଼ାଯାଇଛି। ଏଥିସହ ସୋସିଆଲ ମିଡିଆ ଉପରେ ମଧ୍ୟ ରୋକ ଜାରି ରହିବ। ଏପ୍ରିଲ ୨୨ ତାରିଖ ସକାଳ ୧୦ଟା...

ସମ୍ବଲପୁର ହିଂସାକାଣ୍ଡ : ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୪ ଜିଲ୍ଲାରେ ଅଖଚକ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡକୁ ନେଇ ଏବେ ଜୋର ଧରିଛି ପଶ୍ଚିମ ଓଡ଼ିଶାର ରାଜନୀତି। ଏହି ହିଂସାକାଣ୍ଡର ପ୍ରତିବାଦରେ ବୁଧବାର ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବିଶ୍ଵ...

ସମ୍ବଲପୁର ଆସୁଥିବା ଓଡ଼ିଶା ବିଜେପିର ପ୍ରତିନିଧି ଦଳକୁ ଅଟକ ରଖିଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ଯାଉଥିବା ଓଡ଼ିଶା ବିଜେପିର ପ୍ରତିନିଧି ଦଳକୁ ପୋଲିସ ପକ୍ଷରୁ ଅଟକ ରଖାଯାଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଯିବାବେଳେ ଶ୍ରୀପୁରା ଛକରେ ବିଜେପି ଟିମକୁ ପୋଲିସ ଅଟକାଇ ଥିଲା। ଏହାପରେ ସେମାନଙ୍କୁ ଠେଲକୁଲି...

ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି – ସମ୍ବଲପୁର ଏସପି

ଓଡ଼ିଶାଲାଇଭ୍ ବ୍ୟୁରୋ ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି...

ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ପ୍ରୀତିମାନ ଓ ମାନସ ଟୁଡୁଙ୍କର ଚାଲିଛି ଲାଇ ଡିଟେକ୍ସନ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲାକୁ ଚାରିଦିନ ବିତିଥିବାବେଳେ ଏଯାଏଁ ମୃତ୍ୟୁ ରହସ୍ୟ ଉପରୁ ହଟି ପାରିନି ପରଦା। ଏହି ଘଟଣା ଉପରୁ ପରଦା ହଟାଇବାକୁ ପ୍ରୟାସ ଚଳାଇଛି...

ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସ୍‌ପେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିବାବେଳେ ତଦନ୍ତ ପାଇଁ ଗଠନ ହୋଇଛି ଟିମ୍। ଭିସୁଟ ଛାତ୍ରୀ ଚିନ୍ମୟୀ...