ଜଗନ୍ନାଥ ମନ୍ଦିର ବେଢ଼ାରୁ ଚନ୍ଦନ ଗଛ ଚୋରି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା : ମେଘନାଦ ପାଚେରୀ ଘେରା ମନ୍ଦିର ବେଢା ମଧ୍ୟରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ ଚୋରି ହେବା ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ରାଜନଗର ଥାନା କେରେଡାଗଡର...
ବାରିପଦାରୁ ବ୍ରାଉନ୍ସୁଗାର ଜବତ, ୧ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦାରେ ବ୍ରାଉନ ସୁଗାର ଜବତ। ମଙ୍ଗଳବାର ବାରିପଦା ସହର ଜୁବୁଲି ପାର୍କ ନିକଟରେ ଜଣେ ଯୁବକ ନିକଟରୁ ୮ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ପୋଲିସ୍...
ମାଲକାନଗିରିରୁ ୨୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ପୋଲସ୍କୁ ମିଳିଛି ବଡ଼ ସଫଳତା। ରବିବାର ମାଲକାନଗରି ଓରକେଲ-ଚିତ୍ରକୋଣ୍ଡା ରାସ୍ତାରେ ଟ୍ରକ୍ରୁ ଜବତ ହେଲା ୨୧ କୁଇଣ୍ଟାଲ ଗଞ୍ଜେଇ। ଯାହାର ଅନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବା ମାଲକାନଗିରି...
ମହଙ୍ଗା ପଡ଼ିଲା ସିକ୍ୟୁରିଟି ଗାର୍ଡକୁ ଗାଳି, ଭୁବନେଶ୍ୱର ଆପାର୍ଟମେଣ୍ଟର ୨ କାର୍ ଓ ୪ ବାଇକ ପୋଡ଼ି ପାଉଁଶ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=j_yGHWeoy6g]
ରାଜଧାନୀରେ ଚାଞ୍ଚଲ୍ୟ
ସାମାନ୍ୟ କଥାରୁ ସିକ୍ୟୁରିଟି ଗାର୍ଡ ଲଗାଇଦେଲା ନିଆଁ
ଜଳିଗଲା ୬ଟି ଗାଡ଼ି
ନିଆଁ ଲଗାଇ ସିକ୍ୟୁରିଟି ଫେରାର
ନିଆଁ ଲିଭାଇଲା ଦମକଳ ଗାଡ଼ି, ପୋଲିସର ତନାଘନା
ସିକ୍ୟୁରିଟି...
ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ଜେଲ୍, ତଦନ୍ତକାରୀ ଅଧିକାରୀଙ୍କୁ ଭର୍ତ୍ସନା କଲେ କୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୨ରେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ଓରଫ୍ ସୁନୀଲଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ବ୍ରହ୍ମପୁରର ଅତିରିକ୍ତ ଜିଲ୍ଲା ଓ ଦୌରା...
ବେଗୁନିଆ ପୋଲିସ୍ର ଏନ୍କାଉଣ୍ଟର, ୨ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ୍ର ଏନ୍କାଉଣ୍ଟରରେ ୨ ଅପରାଧୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏନ୍କାଉଣ୍ଟର ହୋଇଥିବା ୨ ଅପରାଧୀଙ୍କ ନାଁ ହେଉଛି ପିଣ୍ଟୁ ମାଝୀ ଏବଂ ଉମେଶ ସାହୁ। ଦୁହିଁଙ୍କ...
ଭିଣୋଇକୁ ହତ୍ୟା ଅଭିଯୋଗରେ ଶଳାକୁ ଆଜୀବନ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଣୋଇକୁ ହତ୍ୟା କରିବା ଅଭିଯୋଗରେ ଶଳାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ। ଏହାସହ ୧୦ ହଜାର ଟଙ୍କାର ଜରିମାନା ଆଦେଶ ମଧ୍ୟ...
ସବାଧାନ! ଅନଲାଇନ ସପିଂ କରୁଛନ୍ତି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାହକଙ୍କୁ ଠକେଇ ଅଭିଯୋଗରେ ଡେଲିଭରି ଭ୍ୟାନ ଡ୍ରାଇଭର ଓ ଏଜେଣ୍ଟ ଗିରଫ।
(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର ) : ଏବେ ଫ୍ୟାସନ ହୋଇଗଲାଣି ଅନଲାଇନ୍ ସପିଂ। ମୁଖ୍ୟତଃ ଆଣ୍ଡରଏଡ୍ ମୋବାଇଲ୍ ଆସିବା ପରେ...
ଖଲ୍ଲିକୋଟରେ ଏନ୍କାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ପୋଲିସ ଓ ଅପରାଧୀ ମଧ୍ୟରେ ଗୁଳିବିନିମୟ। ଏହି ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଭାବେ ଆହତ ହୋଇଛି। ମନୋଜର ବାମ ଗୋଡ଼ରେ ଗୁଳି ବାଜିଥିବା...
ନ୍ୟାୟ ପାଇବା ଆଗରୁ ଆଖି ବୁଜିଲେ ଗୋବିନ୍ଦପାଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତା
ଓଡ଼ିଶାଲାଇଭ ବ୍ୟୁରୋ
ଜୀବନ ଯୁଦ୍ଧରେ ହାରିଗଲେ ଗୋବିନ୍ଦପାଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତା।
ନ୍ୟାୟକୁ ଚାହିଁ ଚାହିଁ ଶେଷରେ ଆଖି ବୁଜିଲେ ଗୋବିନ୍ଦପାଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତା। ଗତ ଏପ୍ରିଲ ୧୩ ତାରିଖରୁ ଭୁବନେଶ୍ୱର ଏମ୍ସର ଆଇସିୟୁରେ ଚିକିତ୍ସାଧିନ ଥିଲେ ପୀଡ଼ିତା।...




















