କେନ୍ଦ୍ରାପଡ଼ାରେ ବଢ଼ୁଛି ବାଇକ୍‌ ଲୁଟେରାଙ୍କ ରାଜ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ସକ୍ରିୟ ହେଉଛନ୍ତି ବାଇକ ଲୁଟେରା। ୩ ଦିନରେ ୭ ବାଇକ ଲୁଟେରା ଗିରଫ ଓ ୧୩ଟି ଚୋରା ବାଇକ ଜବତ କରିଛି କେନ୍ଦ୍ରାପଡ଼ା ପୋଲିସ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପୋଲିସ...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ, ଫାଇନାଲ ଚାର୍ଜସିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲକୁ ଫାଇନାଲ ଚାର୍ଜସିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରଙ୍କ ବିରୋଧରେ ଫାଇନାଲ ଚାର୍ଜସିଟ୍‌ ଦାଖଲ କଲା...

ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ ଭୁଜାଲିରେ ଆକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ଥମିବାର ନାଁ ଧରୁନି। କେଉଁଠି ସାମ୍ବାଦିକଙ୍କୁ ହତ୍ୟା ତ କେଉଁଠି ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଆସୁଛି। ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଏମିତି...

ଶଳାକୁ ହତ୍ୟା ଅଭିଯୋଗରେ ଭିଣୋଇକୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସରକାରୀ ଜାଗାକୁ ଜବରଦଖଲ କରିବା ନେଇ ଶ୍ୱଶୁର ଘର ସହିତ ହୋଇଥିଲା କଳି। ସେହି ସରକାରୀ ଜମିରେ ଥିବା ଏକ ଘରେ ରାତିରେ ଶୋଇକକୁ ଆସୁଥିବା  ଶଳାକୁ...

କୋଇଡ଼ା ଗଣହତ୍ୟା – ଆଉ ଜଣେ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇଙ୍ଗ ଇନ୍ଦୁପୁର ଗାଁରେ ଘଟିଥିବା ଗଣହତ୍ୟା ଉପରୁ ପରଦା ହଟାଇଛି ପୋଲିସ। ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା...

ବଲାଙ୍ଗିରରେ ‘ସମାଜ’ କର୍ମଚାରୀଙ୍କୁ ଛୁରି ଭୁସି ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଓଡ଼ିଆ ଦୈନିକ ଖବରକାଗଜ ‘ସମାଜ’ର ପ୍ରସାର ନିର୍ବାହ ଅଧିକାରୀ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ କିଛି ଦୁର୍ବୃତ୍ତ ଛୁରି ଭୁସି ହତ୍ୟା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ବଲାଙ୍ଗିର ରେଳ ଷ୍ଟେସନ ଠାରୁ...

କୋଇଡ଼ା ଗଣହତ୍ୟା ଉପରୁ ହଟିଲା ପରଦା! ଗୁଣି ସନ୍ଦେହରେ ୫ ଜଣଙ୍କୁ ନିର୍ମମ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା। ୬ ଜଣଙ୍କୁ ଗିରଫ କଲା ପୋଲିସ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବଡ଼ଇନ୍ଦୁପୁର ଗଣହତ୍ୟା ଉପରୁ ପରଦା ହଟିଛି। ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର...

କୂଅରୁ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ, ପୋଲିସର ଛାନ୍‌ଭିନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଏକାସାଙ୍ଗେ କୂଅ ଭିତରୁ ମିଳିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।...

କେନ୍ଦ୍ରାପଡ଼ାରେ ଫେରିବ ଶାନ୍ତି, ଶୁକ୍ରବାର ସକାଳେ ଉଠିବ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହରରେ ହେବ ସର୍ବଦଳୀୟ ଶାନ୍ତି ଶୋଭାଯାତ୍ରା ସାମିଲ ହେବେ ପ୍ରଶାସନିକ ଅଧିକାରୀ, ରାଜନେତା ହାଇସ୍କୁଲ ପଡ଼ିଆରେ ହେବ ସୀମା ନିର୍ଦ୍ଧାରଣ କେନ୍ଦ୍ରାପଡ଼ାରେ ଫେରିବ ଶାନ୍ତି। ସକାଳ ୮ଟା ପରେ କର୍ଫ୍ୟୁ ଉଠାଇବ...

ଜେଲରୁ ଖସି ପଳାଇବାକୁ ଷଡ଼ଜନ୍ତ୍ର ରଚୁଛି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଜେଲରୁ ଖସି ପଳାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ପୁଞ୍ଜିଲାଲ୍ ପାଟଣାଗଡ଼ ଜେଲରେ ରହୁଥିବା ୭ ଜଣ ଡକାୟତଙ୍କ...