ବିଧବା ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ମାମଲା – ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍
ଓଡ଼ିଶାଲାଇଭ ବ୍ୟୁରୋ
ଗଞ୍ଜାମ ତାରାତାରିଣୀ ମନ୍ଦିର ନିକଟରେ ବିଧବା ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ମାମଲାର ରାୟ ୨୦ବର୍ଷ ପରେ ପ୍ରକାଶ ପାଇଛି। ୪ ଜଣ ଅଭିଯୁକ୍ତ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଛତ୍ରପୁର ଅତିରିକ୍ତ...
ଠାକୁରମୁଣ୍ଡା ନାବାଳିକା ଦୁଷ୍କର୍ମ ମାମଲା – ମୁଖ୍ୟ ଅଭିଯୁକ୍ତକୁ ୨୦ବର୍ଷ ଜେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୫ରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାରେ ନାବାଳିକା ଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିଛନ୍ତି ପୋକ୍ସୋ କୋର୍ଟ। ଜଷ୍ଟିସ୍ ଭି.ସୁଜାତା ଆଜି ଏହି ମାମଲାର ଶୁଣାଣି କରିଛନ୍ତି।
କୋର୍ଟ ମାମଲାର ଶୁଣାଣି କରି ମୁଖ୍ୟ...
ଆଇପିଏଲ୍ ବେଟିଂ ରାକେଟ୍ର ପର୍ଦ୍ଦାଫାସ୍, ୭ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରଳାଖେମୁଣ୍ଡିରେ ପର୍ଦ୍ଦାଫାସ୍ ହେଲା ଆଇପିଏଲ୍ ବେଟିଂ ରାକେଟ୍। ଟ୍ରେଜରୀ ଅଫିସ୍ ନିକଟବର୍ତ୍ତୀ ଓଏସ୍ଆର୍ଟିସି ଗାରେଜ୍ରୁ ପାରଳାଖେମୁଣ୍ଡି ମଡେଲ ପୋଲିସ୍ ଏହି ଆଇପିଏଲ୍ ବେଟିଂ ରାକେଟ୍କୁ ଠାବ କରିଛି। ଏହି ଘଟଣାରେ ପୋଲିସ୍...
ଯାଜପୁରରୁ ବ୍ରାଉନ୍ସୁଗାର ଜବତ, ଜଣେ ମହିଳାଙ୍କ ସହ ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ରୋଡ୍ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚୁନ ଭାଟି ନିକଟରୁ ୩ ଜଣେ ବ୍ରାଉନ୍ସୁଗାର ବେପାରୀଙ୍କୁ ଗିରଫ କରିଛି ଯାଜପୁର ରୋଡ୍ ପୋଲିସ।
ଏମାନଙ୍କ ପାଖରୁ ୩୨ ଗ୍ରାମ୍ ବାଉନ୍ସୁଗାର...
ବଦଳିଲା ‘ଟିଟୋ’ର ଠିକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରପଡ଼ା ଜେଲକୁ ଗ୍ୟାଙ୍ଗଷ୍ଟର ଟିଟୋକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଟିଟୋକୁ କେନ୍ଦ୍ରାପଡ଼ା ଜେଲରେ ରଖାଯାଇଥିଲା।
ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିଲା ଟିଟୋ। କ୍ରାଇମବ୍ରାଞ୍ଚ ଏସଟିଏଫ ଟିଟୋକୁ ଗିରଫ କରିଥିଲା।
୧୯୮୯ କେନ୍ଦ୍ରାପଡ଼ା ହାଇସ୍କୁଲ...
କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ମାଲକାନଗିରି ଗୋବିନ୍ଦପାଲ୍ଲୀର ଗଣଦୁଷ୍କର୍ମ ପୀଡ଼ିତା?
ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି
[youtube https://www.youtube.com/watch?v=WIR6MdLhdbY]
ଜଣେ ନାବାଳିକା ଯେତେବେଳେ ତା’ର ନିଜ ଶିକ୍ଷକ ଏବଂ ଅନ୍ୟ ଅପରାଧୀମାନଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୁଏ ଏବଂ ତା’କୁ ଠିକ୍ ସମୟରେ ନ୍ୟାୟ ମିଳେନାହିଁ ତେବେ...
ଭୋଟ ପୂର୍ବରୁ ଅଘଟଣ : ଫୁଲବାଣୀରେ ପୋଲିଂ କର୍ମଚାରୀଙ୍କୁ ଗୁଳି, କନ୍ଧମାଳରେ ଜାଳିଦେଲେ ଗାଡ଼ି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଘଟିଛି ବଡ଼ ଧରଣର ଅଘଟଣ। କନ୍ଧମାଳରେ ପୋଲିଂ ପାର୍ଟି...
ବିଜେପି ନେତାଙ୍କୁ ହତ୍ୟା ଘଟଣା – ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାର ତଦାରଖ କରିବେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାର ତଦନ୍ତ କେନ୍ଦ୍ରାଞ୍ଚଳ ଆଇଜି କରିବେ...
ବିଜେପି ନେତାଙ୍କୁ ହତ୍ୟା ଘଟଣା – ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ପ୍ରତିବାଦ କରି ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି। ଏହି ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ...
ରାଷ୍ଟ୍ରପତି ଭବନ ଷ୍ଟାଫ କ୍ୱାର୍ଟର୍ସରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ଭବନ ପରିସରରେ ଥିବା ଷ୍ଟାଫ କ୍ୱାର୍ଟର୍ସରେ ଦିଲ୍ଲୀର ଜଣେ ଏମଏସସି ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ଅଭିଯୋଗରୁ ଜଣାପଡ଼ିଛି ଯେ...





















