ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏଏସ୍ଆଇ ସସ୍ପେଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସ୍ଆଇ ବନମାଳି କୁଅଁରଙ୍କୁ ସସପେଣ୍ଡ କରାଯାଇଛି। ରବିବାର ନାବାଳିକାଙ୍କ ମା' ସୋହେଲା ଥାନା ଏଏସ୍ଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ...
ପୋଲିସ ହାତରେ ଆନ୍ତଃରାଜ୍ୟ କାର୍ ଲୁଟେରା
ଓଡ଼ିଶାଲାଇଭ୍ ବ୍ୟୁରୋ
(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ଆନ୍ତଃରାଜ୍ୟ ଗାଡ଼ିଚୋର ରାକେଟ୍ର ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୋଲିସ। ସମ୍ବଲପୁରର ବିଭିନ୍ନ ଥାନା ଅଞ୍ଚଳରୁ କାର୍, ପିକ୍ଅପ୍ ଭ୍ୟାନ୍ ଚୋରି କରି ବିହାରର ଗୟା ଜିଲ୍ଲାରେ ବିକ୍ରି...
ରାଉରକେଲାରୁ ନିଖୋଜ ନାବାଳିକା ରାଜସ୍ଥାନରୁ ଉଦ୍ଧାର – ନାବାଳିକାକୁ ସାବାଳିକା କରିଦେଲେ ପୋଲିସ ବାବୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ବର୍ଷ ତଳେ ରାଉରକେଲାରୁ ନିଖୋଜ ହୋଇଥିଲେ ନାବାଳିକା
ଲାଠିକଟା ଥାନାରେ ହୋଇଥିଲା ଏତଲା
ନାବାଳିକାକୁ ସାବାଳିକା କରିଦେଲେ ଥାନା ବାବୁ
ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ନାବାଳିକା...
ଭୁବନେଶ୍ୱରରୁ ୫ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ମହିଳା ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ବାରି ଅଞ୍ଚଳରୁ ଗୁରୁବାର ୫ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯାଇଛି। ଅବକାରୀ ବିଭାଗ ଗୁରୁବାର ଚଢ଼ାଉ କରି ଏହି ବ୍ରାଇନ୍ ସୁଗାର ଜବତ କରିଛି।
ଏହି...
ସୀତାକୁଣ୍ଡରେ ଅଘଟଣ – ପାଣିରେ ବୁଡ଼ିଯାଇ ଯୁବକ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦା ସଦର ଥାନା ଅନ୍ତର୍ଗତ ସୀତାକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ଅଘଟଣ। ନଦୀରେ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାରିପଦା...
ପାଳଗଦାରୁ ଯୁବକର ମୃତଦେହ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡିହି ଫାଣ୍ଡିର ବୁରୁଡୁଙ୍ଗୁରି ନିକଟରେ ଏକ ପାଳଗଦା ମଧ୍ୟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମହୁଲଡୁମା ଗ୍ରାମର...
ଭିଜିଲାନ୍ସ ହାତରେ ସିନାପାଲି ଏଏସ୍ଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ା ଜିଲ୍ଲା ସିନାପାଲି ଥାନାର ଜଣେ କାର୍ଯ୍ୟରତ ଏଏସ୍ଆଇ ଲାଞ୍ଚ ନେବା ଅଭିଯୋଗରେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସିନାପାଲି ଥାନାରେ କାର୍ଯ୍ୟରତ ଏଏସ୍ଆଇ କୃଷ୍ଣ ବଲ୍ଲଭ ଶବର ଭରୁଆମୁଣ୍ଡା ପଞ୍ଚାୟତର ବରପଦର ଗାଁର...
କେନ୍ଦ୍ରାପଡ଼ାରେ ବଢ଼ୁଛି ବାଇକ୍ ଲୁଟେରାଙ୍କ ରାଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ ସକ୍ରିୟ ହେଉଛନ୍ତି ବାଇକ ଲୁଟେରା। ୩ ଦିନରେ ୭ ବାଇକ ଲୁଟେରା ଗିରଫ ଓ ୧୩ଟି ଚୋରା ବାଇକ ଜବତ କରିଛି କେନ୍ଦ୍ରାପଡ଼ା ପୋଲିସ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପୋଲିସ...
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ, ଫାଇନାଲ ଚାର୍ଜସିଟ୍ ଦାଖଲ କଲା କ୍ରାଇମ୍ବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲକୁ ଫାଇନାଲ ଚାର୍ଜସିଟ୍ ଦାଖଲ କଲା କ୍ରାଇମ୍ବ୍ରାଞ୍ଚ।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ବିରୋଧରେ ଫାଇନାଲ ଚାର୍ଜସିଟ୍ ଦାଖଲ କଲା...
ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ ଭୁଜାଲିରେ ଆକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ଥମିବାର ନାଁ ଧରୁନି। କେଉଁଠି ସାମ୍ବାଦିକଙ୍କୁ ହତ୍ୟା ତ କେଉଁଠି ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଆସୁଛି। ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରରେ ଏମିତି...





















