ଶଳାକୁ ହତ୍ୟା ଅଭିଯୋଗରେ ଭିଣୋଇକୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସରକାରୀ ଜାଗାକୁ ଜବରଦଖଲ କରିବା ନେଇ ଶ୍ୱଶୁର ଘର ସହିତ ହୋଇଥିଲା କଳି। ସେହି ସରକାରୀ ଜମିରେ ଥିବା ଏକ ଘରେ ରାତିରେ ଶୋଇକକୁ ଆସୁଥିବା  ଶଳାକୁ...

କୋଇଡ଼ା ଗଣହତ୍ୟା – ଆଉ ଜଣେ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇଙ୍ଗ ଇନ୍ଦୁପୁର ଗାଁରେ ଘଟିଥିବା ଗଣହତ୍ୟା ଉପରୁ ପରଦା ହଟାଇଛି ପୋଲିସ। ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା...

ବଲାଙ୍ଗିରରେ ‘ସମାଜ’ କର୍ମଚାରୀଙ୍କୁ ଛୁରି ଭୁସି ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଓଡ଼ିଆ ଦୈନିକ ଖବରକାଗଜ ‘ସମାଜ’ର ପ୍ରସାର ନିର୍ବାହ ଅଧିକାରୀ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ କିଛି ଦୁର୍ବୃତ୍ତ ଛୁରି ଭୁସି ହତ୍ୟା କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ବଲାଙ୍ଗିର ରେଳ ଷ୍ଟେସନ ଠାରୁ...

କୋଇଡ଼ା ଗଣହତ୍ୟା ଉପରୁ ହଟିଲା ପରଦା! ଗୁଣି ସନ୍ଦେହରେ ୫ ଜଣଙ୍କୁ ନିର୍ମମ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା। ୬ ଜଣଙ୍କୁ ଗିରଫ କଲା ପୋଲିସ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବଡ଼ଇନ୍ଦୁପୁର ଗଣହତ୍ୟା ଉପରୁ ପରଦା ହଟିଛି। ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର...

କୂଅରୁ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ, ପୋଲିସର ଛାନ୍‌ଭିନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଏକାସାଙ୍ଗେ କୂଅ ଭିତରୁ ମିଳିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।...

କେନ୍ଦ୍ରାପଡ଼ାରେ ଫେରିବ ଶାନ୍ତି, ଶୁକ୍ରବାର ସକାଳେ ଉଠିବ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହରରେ ହେବ ସର୍ବଦଳୀୟ ଶାନ୍ତି ଶୋଭାଯାତ୍ରା ସାମିଲ ହେବେ ପ୍ରଶାସନିକ ଅଧିକାରୀ, ରାଜନେତା ହାଇସ୍କୁଲ ପଡ଼ିଆରେ ହେବ ସୀମା ନିର୍ଦ୍ଧାରଣ କେନ୍ଦ୍ରାପଡ଼ାରେ ଫେରିବ ଶାନ୍ତି। ସକାଳ ୮ଟା ପରେ କର୍ଫ୍ୟୁ ଉଠାଇବ...

ଜେଲରୁ ଖସି ପଳାଇବାକୁ ଷଡ଼ଜନ୍ତ୍ର ରଚୁଛି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଜେଲରୁ ଖସି ପଳାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ପୁଞ୍ଜିଲାଲ୍ ପାଟଣାଗଡ଼ ଜେଲରେ ରହୁଥିବା ୭ ଜଣ ଡକାୟତଙ୍କ...

ଏନକାଉଣ୍ଟର କଲା ରାଜନଗର ପୋଲିସ: ସାପ ଗ୍ରୁପ୍‌ର ସାର୍ପ ସୁଟର ବାବୁ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବିଶ୍ୱାଳ ଓରଫ୍ ବାବୁ ଗୁରୁତର ଆହତ ହୋଇଛି। ମଙ୍ଗଳବାର ପ୍ରାୟ ଭୋର ୪ଟା ସମୟରେ ପୋଲିସ ଓ ଅପରାଧୀଙ୍କ...

ପରକୀୟାପ୍ରୀତି! ନବରଙ୍ଗପୁରରେ ସ୍ୱାମୀର ଯୌନାଙ୍ଗ କାଟିଲା ସ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଳାର ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ୱାମୀର ଯୌନାଙ୍ଗକୁ କାଟି ଦେଇଛି ସ୍ତ୍ରୀ। ଗୁରୁତର ଅବସ୍ଥାରେ ସ୍ୱାମୀ ମେଡିକାଲରେ ଭର୍ତ୍ତି ହୋଇଛି। ତେନ୍ତୁଳିଖୁଣ୍ଟି ପଞ୍ଚାୟତର...

ଗାଁ ଦାଣ୍ଡରେ ଗୁଳିମାଡ଼, ଜଣେ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାରେ ଆତତାୟୀଙ୍କ ଗୁଳିରେ ଜଣେ ମୃତ। ଦୁଇଟି ବନ୍ଧୁକ ସହ ଜଣେ ଅପରାଧି ଗିରଫ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା କଣ୍ଡିରା ଗାଁରେ ଗୁଳିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ...