‘ପରୀ’ ମୃତ୍ୟୁକୁ ନେଇ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା – ସିବିଆଇ ତଦନ୍ତ, କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ପରୀ ମୃତ୍ୟୁକୁ ନେଇ ବିଜେପି ମହିଳା ମୋର୍ଚ୍ଚାର ହୋ ହଲ୍ଲା। ନୟାଗଡ଼ ‘ପରୀ’ ମୃତ୍ୟୁକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଗର୍ଜିଛି ବିଜେପି ମହିଳା ମୋର୍ଚ୍ଚା। ଶହ ଶହ ମହିଳା...

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚୁରା ପାଇଁ ଉଠାଇନେଇଛି କ୍ରାଇମବ୍ରାଞ୍ଚ। ସାଇବର ଥାନା କେସ୍ ନମ୍ବର ୨୬/୨୦୨୦ରେ ତାଙ୍କୁ ବର୍ତ୍ତମାନ ପଚରାଉଚୁରା କରାଯାଉଥିବା ନେଇ କ୍ରାଇମବ୍ରାଞ୍ଚ ଟୁଇଟ୍ କରି ସୂଚନା ଦେଇଛି। ପ୍ରଦୀପ...

କେନ୍ଦ୍ରାପଡ଼ାରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୮୫ ବର୍ଷୀୟ ବୃଦ୍ଧ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୂଇଁପୁର, ବନ୍ଧସାହି ଗ୍ରାମର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣାରେ ୮୫ ବର୍ଷୀୟ ଜଣେ...

ରାୟଗଡ଼ା: ୨୫ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଗୁଟ୍‌ଖା ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ରାୟଗଡ଼ା ସହରର ସାଇପ୍ରିୟା ନଗର ଅଞ୍ଚଳରେ ତିନୋଟି ସ୍ଥାନରେ ଚଢ଼ାଉ କରି ପୋଲିସ ବିପୁଳ...

ରାୟଗଡ଼ା: କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୪ ସଦସ୍ୟ ଗିରଫ     

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରରେ ଦାଦାବଟି ଆଦାୟ କରୁଥିବା ଡକାୟତ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଳା...

ଥମୁନି ‘ପରୀ’ ଝଡ଼ – ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କ ଦାବି ସିବିଆଇ ତଦନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ର କୁନି ଝିଅ 'ପରୀ'ର ମୃତ୍ୟୁକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି। ନୟାଗଡ଼ ପରୀ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ଉଠିଥିବା ଝଡ଼ ଏବେ ଥମିବାର ନା ନେଉନି। ମୁଖ୍ୟମନ୍ତ୍ରୀ ଏନେଇ...

ଆଇଆଇଏଫ୍‌ଏଲ୍ ଡକାୟତି ଘଟଣା – ଜବତ ହେଲାଣି ୧୦ କିଲୋ ସୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ଲୁଟ୍‌ର ଡେମୋ ଦେଖାଇଲେ ଅଭିଯୁକ୍ତ ଅନ୍ୟ ଏକ ଫାଇନାନ୍ସ ସଂସ୍ଥାର ମ୍ୟାନେଜର୍ ଗିରଫ କଟକ: ଆଇଆଇଏଫ୍‌ଏଲ୍ ଡକାୟତି ଘଟଣାରେ ଏବେ ସୁଦ୍ଧା ୧୦ କିଲୋଗ୍ରାମ ସୁନା ଜବତ ହେଲାଣି। ଅନ୍ୟପଟେ ଏହି...

କୋରାପୁଟ: ସୁନାବେଡ଼ା ଅଞ୍ଚଳରୁ ୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ସୁନାବେଡ଼ା ଅଞ୍ଚଳରୁ ୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହି ଘଟଣାରେ ସୁନାବେଡ଼ା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ଲେକ୍‌ଡ଼ିଗୁଡ଼ାର...

ଆଇଆଇଏଫ୍‌ଏଲ୍ ଡକାୟତି ଘଟଣା – ମହିଳା କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଯାବତ୍ ମିଳିଛି ୩ କେଜି ସୁନା ଓ ୫ ଲକ୍ଷ ଟଙ୍କା ଜବତ ହୋଇଛି ଅଡି କାର କଟକ: କଟକ ନୟାସଡ଼କସ୍ଥିତ ଫାଇନାନ୍ସ ସଂସ୍ଥା ଆଇଆଇଏଫ୍‌ଏଲ୍ (ଇଣ୍ଡିଆନ୍ ଇନ୍‌ଫୋଲାଇନ୍ ଲିମିଟେଡ୍‌) ଡକାୟତି...

ନୟାଗଡ଼ ‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ବୁଧବାର ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ମଙ୍ଗଳବାର ନୟାଗଡ଼ର ଅଶୋକ କୁମାର ସାହୁ ଓ ତାଙ୍କ...