ଭୁବନେଶ୍ଵରରୁ ୧ କୋଟିର ବ୍ରାଉନ ସୁଗାର ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ମଧ୍ୟରେ ରାଜଧାନୀ ଭୁବନେଶ୍ଵରରେ ନିଶା କାରବାର। ଖଣ୍ଡଗିରିରୁ ବ୍ରାଉନ ସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଏଥିରେ ଗୋଟିଏ ବାଇକ ସହ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଖଣ୍ଡଗିରିରେ ବ୍ରାଉନ...

କେନ୍ଦ୍ରାପଡ଼ାରେ ବଡ଼ ଡକାୟତି: ଘରେ ପଶି ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା...

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଦୀର୍ଘ ଦିନର ନୀରବତା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାତିଲେ ଦୁର୍ବୃତ୍ତ। ନିଛାଟିଆ ଅଞ୍ଚଳରେ ଥିବା ଗୋଟିଏ ଘରର ଝରକା ତାଡ଼ି ବନ୍ଧୁକ ଓ ଭୁଜାଲି ଦେଖାଇ ନଗଦ ୧ ଲକ୍ଷ...

ରାଜଧାନୀରେ ଚାଲିଥିଲା ହାଇପ୍ରୋଫାଇଲ ଜୁଆ ଆଡ୍ଡା, ୯ ଜଣଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଚାଲିଥିଲା ହାଇପ୍ରୋଫାଇଲ ଜୁଆ ଆଡ୍ଡା। ଆଇଆରସି ଭିଲେଜ ଭିଆଇପି କଲୋନୀର ଏ ହୋଟେଲରୁ ଏହି ଜୁଆ ଆଡ୍ଡା ଠାବ କରିଛି ପୋଲିସ। ଶୁକ୍ରବାର ବିଳମ୍ଵିତ ରାତିରେ ପୋଲିସ ଚଢ଼ାଉ...

ପଟ୍ଟାମୁଣ୍ଡାଇ ହତ୍ୟା ଘଟଣା – ୫ ଜଣଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ସିମିଳିଆ ଗାଁ ହତ୍ୟାକାଣ୍ଡ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପଟ୍ଟାମୁଣ୍ଡାଇ ପୋଲିସ। ଏହାସହ ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ୨ଟି ଧାରୁଆ କଟୁରୀ ଜବତ କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ବିରୋଧରେ...

ଜମିବାଡ଼ି ବିବାଦରୁ ବିଭତ୍ସ ହତ୍ୟାକାଣ୍ଡ – ଗୋଟିଏ ପରିବାର ୩ଜଣଙ୍କୁ ଗୋଡ଼ାଇ ହାଣିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଅନ୍ୟ ପରିବାର ଲୋକ। ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...

ଭୁବନେଶ୍ଵରରେ ଘର ଭିତରୁ ଉଦ୍ଧାର ହେଲା ନବ ଦମ୍ପତ୍ତିଙ୍କ ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘର ସଂସାର ଆରମ୍ଭ ନହେଉଣୁ ସବୁ କିଛି ହୋଇଗଲା ଛାରଖାର। ରାଜଧାନୀର ଏକ ଘର ଭିତରୁ ମିଳିଲା ନବ ଦମ୍ପତ୍ତିଙ୍କ ମୃତଦେହ। ଭୁବନେଶ୍ଵର ଲିଙ୍ଗରାଜ ଥାନା କେଉଟ ସାହିରେ ଏଭଳି ଅଭାବନୀୟ...

ପିଶାଚ ପାଲଟିଲା ବାପା – ପୁଅକୁ ମାରି ବାଡ଼ି ପଛ ପଟେ ପୋତିଦେଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଅକୁ ହତ୍ୟା କରି ବାଡ଼ି ପଛ ପଟେ ମୃତଦେହକୁ ପୋତି ଦେଇଛି ବାପା। ଏଭଳି ଏକ ଅମାନବୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଗୁରୁଡିଝାଟିଆ ଅନ୍ତର୍ଗତ ଗୋବରା ଗାଁରେ। ଗତ...

କରୋନା ପାଇଁ ନରବଳି ଦେଲା ମନ୍ଦିର ପୂଜକ!

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ରୋକିବାକୁ ନରବଳି ଦେଲେ ମନ୍ଦିର ପୂଜକ। କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ମାଆ ବ୍ରାହ୍ମଣୀ ଦେଇ ମନ୍ଦିରରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ। କରୋନାକୁ ରୋକିବା ପାଇଁ ମନ୍ଦିରର ପୂଜକ...

ନିୟମ ମାନିବାକୁ ଅପିଲ୍‌ କଲେ ପୋଲିସ କମିସନର – ‘‘ଲକ୍‌ଡାଉନ୍‌ କୋହଳ ହୋଇଛି, କରୋନା ଯାଇନି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ଏବେ ବି ସକ୍ରିୟ ଅଛି। ସତର୍କ ରହିବାକୁ ଲୋକଙ୍କୁ ଅପିଲ କଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ‘‘ଲକ୍‌ଡାଉନ୍‌ ନିୟମ କୋହଳ ହୋଇଥିବାରୁ ଲୋକେ ଭାବୁଛନ୍ତି କରୋନା ଭାଇରସ୍‌...

ଖୋର୍ଦ୍ଧାରେ ବୋମା ମାଡ଼ – ଗୋଟିଏ ପରିବାରର ୩ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡା ଗାଁରେ ବୋମା ମାଡ଼। ଗୋଟିଏ ପରିବାର ଉପରକୁ ଏହି ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଗୋଟିଏ ପରିବାରର ୩...