ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବେ ଦୁଇ ଜଣ ଘାତକ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇବେ ଦୁଇ ଜଣ ଘାତକ। ତିହାର ଜେଲ୍ ପ୍ରଶାସନ ଏନେଇ ଉତ୍ତର ପ୍ରଦେଶ ଜେଲ୍ ଡିଜିଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି। ନିର୍ଭୟା ଗଣଦୁଷ୍କର୍ମର ଚାରି ଜଣ...

୨୦୦୪ରୁ ୨୦୧୯ – ଭାରତରେ ଏହିମାନେ ପାଇଛନ୍ତି ଫାଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୦୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୪ଜଣଙ୍କୁ ଫାଶୀ ଦିଆଯାଇଛି। ଏବେ ପୁଣି ୨୦୨୦ରେ ନିର୍ଭୟା ଦେଷୀଙ୍କୁ ଫାଶୀ ଦିଆଯିବ। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଦିଆଯିବ ଫାଶୀ। ଏନେଇ ତାରିଖ ଘୋଷଣା...

ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ ଘଟଣା – ଗିରଫ ହେଲେ ଶିକ୍ଷକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ ଘଟଣା। ଦୁଇ ଦିନ ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ। ଶିକ୍ଷକ ଜଣକ ହେଉଛନ୍ତି ବିଶ୍ଵଜିତ ନାଥ। ତାଙ୍କୁ...

ପୋଲିସ ଉପରେ ଦୁଷ୍କର୍ମ ଅଭିଯୋଗ – ନିଲମ୍ବନ ହେଲେ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଲମ୍ବନ ହେଲେ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶ। ଶନିବାର ଏନେଇ ପୁରୀ ଜିଲ୍ଲା ଅତିରିକ୍ତ ଏସପି ଅରୁଣ କୁମାର ଜେନା ସୂଚନା ଦେଇଛନ୍ତି । ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ...

ଚାଷୀଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ନବରଙ୍ଗପୁର ଲାମ୍ପ୍‌ସ ଏମ୍‌ଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର: ଭିଜିଲାନ୍ସ ହାତରେ ନବରଙ୍ଗପୁର ଲାମ୍ପ୍‌ସ ଏମ୍‌ଡି ବାନାମ୍ବର ପଟ୍ଟନାୟକ। ଧାନ ମଣ୍ଡିରେ ଚାଷୀ ମତିରାମ ଭତରାଙ୍କୁ ଟୋକନ ଦେବା ପାଇଁ ବାନାମ୍ବର ଜଣେ ଚାଷୀଙ୍କୁ ୨ ଟଙ୍କା ମାଗିଥିଲେ। ହେଲେ...

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବଳଙ୍ଗା ଥାନା ଏଏସ୍‌ଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗିରଫ ହେଲେ ପୁରୀ ବଳଙ୍ଗା ଥାନା ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶ। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ଜଣେ ମହିଳା ବଳଙ୍ଗା ଥାନା ଏଏସ୍‌ଆଇଙ୍କ ନାଁରେ ପିପିଲି ଏସ୍‌ଡିପିଓଙ୍କ...

ଖୋର୍ଦ୍ଧା ଗୁଳିକାଣ୍ଡ – ସନ୍ଦିଗ୍ଧ ଅଭିଯୁକ୍ତର ଫଟୋ ଜାରି, ସୂଚନା ଦେଲେ ମିଳିବ ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧାରେ କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା। ଅଭିଯୁକ୍ତର ଫଟୋ ଜାରି କରିଛନ୍ତି ଖୋର୍ଦ୍ଧା ଏସ୍‌ପି। ଅଭିଯୁକ୍ତ ବିଷୟରେ ସୂଚନା ଦେଲେ ସୂଚନାଦାତାଙ୍କ ନାଁ ଗୋପନ ରଖାଯିବା ସହ ପୁରସ୍କୃତ...

ପୋଲିସ ଉପରେ ଜନସାଧାରଣଙ୍କ ଆସ୍ଥା ବଢ଼ିଛି – ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=skB3ZFDLWfw ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍‌ର ୧୨ତମ ପ୍ରତିଷ୍ଠା ଦିବସ ପୂର୍ବରୁ ଓଡ଼ିଶାଲାଇଭ୍‌କୁ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ୱତନ୍ତ୍ର ସାକ୍ଷତକାର। ‘‘ଆଗ ଅପେକ୍ଷା ଏବେ ପୋଲିସ ଉପରେ ଜନସାଧାରଣଙ୍କ ଆସ୍ଥା ବଢ଼ିଛି। ଯଦିଓ...

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା – ଫିଲ୍ମ ଷ୍ଟାଇଲରେ ଚାପ୍ଟର କ୍ଲୋଜ କରିଥିଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ରେ ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, କେମିତି ଘଟିଥିଲା ପୂରା ଘଟଣା। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ। କିଛି ଘଣ୍ଟାରେ ୨୦୧୯କୁ...

ଆସିଲା କୋଷାଗୁମୁଡ଼ା ପୋଷ୍ଟମର୍ଟମ ରିପୋର୍ଟ – ‘‘ଦୁଷ୍କର୍ମର କୌଣସି ପ୍ରମାଣ ନାହିଁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଆସିଛି ନୂଆ ଟୁଇଷ୍ଟ। ପ୍ରାୟ ୧୫ ଦିନ ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଏହି ପୋଷ୍ଟମର୍ଟମ ରିପୋର୍ଟରେ ଯେଉଁ ତଥ୍ୟ ଆସିଛି...