ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ – ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଯଦି କୌଣସି ବ୍ୟକ୍ତି ବିବାହର ପ୍ରଲୋଭନ ଦେଖାଇ କାହା ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ଏକ ଜାମିନ୍ ଆବେଦନର ଶୁଣାଣି କରି ଏଭଳି ରାୟ...

କାଜୁ ଜଙ୍ଗଲରେ ବୋମା ମାଡ଼, ୨ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ ): ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ଅର୍ଜୁନପୁର ଗ୍ରାମ ନିକଟ କାଜୁ ଜଙ୍ଗଲରେ ଗତକାଲି କେତେକ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାଯାଇଛି। ବୋମାମାଡରେ ୨ କାଜୁ ବଗିଚା ଜଗୁଆଳି ଗୁରୁତର...

ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଅପପ୍ରଚାର କରି ଯୁବକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକରି ବନ୍ଧା ହେଲେ ଜଣେ ଯୁବକ। କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ...

ପଞ୍ଜାବରେ ଲକଡାଉନ୍ ନିୟମ ଭାଙ୍ଗିଲେ ଲୋକ, ପୋଲିସ ଏଏସଆଇଙ୍କ ହାତ କାଟିଦେଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍ ନିୟମ ପାଳନ ନକରି ପୋଲିସ ଉପରକୁ ଆକ୍ରମଣ କଲେ କିଛି ଶିଖ୍ ଲୋକ। ପଞ୍ଜାବରେ ଲକଡାଉନ୍ ନିୟମ ଭାଙ୍ଗିଲେ ଲୋକେ। କେବଳ ସେତିକି ନୁହେଁ ପୋଲିସ୍ କର୍ମୀମାନେ ଏଥିପାଇଁ ସେମାନଙ୍କୁ ବାରଣ...

କାକଟପୁର: ଦୋକାନ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପୋଲିସର ଛାନଭିନ୍ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଦୋକାନ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ। ପୁରୀ ଜିଲ୍ଲା କାକଟପୁର ଥାନ ଅନ୍ତର୍ଗତ ନାସିକେଶ୍ୱର ଗାଁ’ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଗାଁ’ର ରାଜେଶ କୁମାର...

କୁନ୍ଦୁରା ଡକାୟତି ମାମଲା, ୫ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର: କୁନ୍ଦୁରା ଥାନା ବୁଦାଗୁଡା ଗ୍ରାମରେ ହୋଇଥିବା ଡକାୟତି ମାମଲାରେ ପୋଲିସ ୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ  କ୍ରିଷ୍ଣା ପ୍ରସାଦ ଗୁପ୍ତାଙ୍କ ଘର କବାଟ ଭାଙ୍ଗି ତାଙ୍କ ପୁଅକୁ...

୪ କୁଖ୍ୟାତ ଡକାୟତ ଗିରଫ  

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମର କୋଦଳା ଅଞ୍ଚଳରୁ ଗିରଫ ହେଲେ ୪ କୁଖ୍ୟାତ ଡକାୟତ। ସେମାନେ ଏକ ନୂଆ ଡକାୟତି ଯୋଜନା ଚଳାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ...

ନିର୍ଭୟା ଚାରି ଦୋଷୀ ଜେଲରେ ରୋଜଗାର କରିଛନ୍ତି ୧ ଲକ୍ଷ ୩୭ ହଜାର ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଭୟାର ଚାରିଦୋଷୀ ନିଜର ବନ୍ଦୀ ଜୀବନ ମଧ୍ୟରେ ୧ ଲକ୍ଷ ୩୭ ହଜାର ଟଙ୍କା ରୋଜଗାର କରିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରିଦୋଷୀଙ୍କୁ ଫାଶୀ ହେବା ପରେ ଏନେଇ ସୂଚନା ଦେଇଛନ୍ତି...

ନିର୍ଭୟା ଦୋଷୀଙ୍କୁ ଫାଶୀ – ପୋଷ୍ଟମର୍ଟମ ପାଇଁ ଦୀନଦୟାଲ ହସ୍ପିଟାଲ ଗଲା ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ଦୀନଦୟାଲ ହସ୍ପିଟାଲକୁ ଆସିଲା ଚାରି ନିର୍ଭୟା ଦୋଷୀଙ୍କ ମୃତଦେହ। ଶୁକ୍ରବାର ଭୋରରେ ଦୋଷୀମାନଙ୍କୁ ଫାଶୀ ଦେବା ପରେ ଏବେ ପୋଷ୍ଟମର୍ଟମ କରିବା ପାଇଁ ମୃତଦେହକୁ ହସ୍ପିଟାଲ ଅଣାଯାଇଛି। ଦୁଇଟି ଆମ୍ବୁଲାନ୍ସରେ ଚାରୋଟି...

ଆଜିର ଦିନ ଦେଶର ସମସ୍ତଙ୍କ ଝିଅଙ୍କୁ ସମର୍ପିତ – ନିର୍ଭୟାଙ୍କ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ “ଆଜିର ଦିନ ଦେଶର ସମସ୍ତଙ୍କ ଝିଅ ଓ ମହିଳାମାନଙ୍କୁ ସମର୍ପିତ। କାରଣ ଆଜିର ଦିନରେ ନିର୍ଭୟାଙ୍କୁ ଉଚିତ୍ ନ୍ୟାୟ ମିଳିଛି। ଦୀର୍ଘ ୭ ବର୍ଷ ପରେ ହେଲେ ମଧ୍ୟ ଚାରି ଦୋଷୀ...