କୁନ୍ଦୁଲି ପୀଡ଼ିତାଙ୍କ ମା’ କହିଲେ – ‘‘ନ୍ୟାୟ ନମିଳିଲେ ଝିଅ ଭଳି ମୁଁ ବି ଜୀବନ ହାରିଦେବି’’
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଏସ୍ଆଇଟି ତଦନ୍ତ ଆରମ୍ଭ।
‘‘ମୁଁ ଚାହୁଁଛି ମତେ ନ୍ୟାୟ ମିଳୁ। ମୋ’ ଝିଅ ନ୍ୟାୟକୁ ଚାହିଁ ଚାହିଁ ଜୀବନ ହାରିଦେଲା। ମୁଁ ଏବେ ନ୍ୟାୟ ଚାହୁଁଛି। ନ୍ୟାୟ ନମିଳିଲେ...
ସାବାସ ପୋଲିସ ବାବୁ! ଦୁଷ୍କର୍ମ ପୀଡ଼ିତା ମଲା ପରେ ନିଦ ଭାଙ୍ଗିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଞ୍ଚିଥିବା ବେଳେ ଅଧ୍ୟାପିକାଙ୍କୁ ନ୍ୟାୟ ଦେଇ ପାରିଲାନି ପୋଲିସ।
ପୋଲିସ ଶୁଣିଲାନି। ନ୍ୟାୟକୁ ଚାହିଁ ଚାହିଁ ଶେଷରେ ଜୀବନ ହାରିଦେଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା।...
ଲଭ୍, ସେକ୍ସ, ଧୋକା – ବିବାହ ମଣ୍ଡପରେ ଅପେକ୍ଷା କରିଥିଲେ କନ୍ୟା, ଆସିଲେନି ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ହାତରେ ମେହେନ୍ଦୀ ଲଗାଇ, ଲାଲ ଶାଢ଼ି ପିନ୍ଧି ସଜେଇ ହୋଇ ବିବାହ ମଣ୍ଡପରେ ବସିଥିଲେ ଯୁବତୀ, ହେଲେ ନା ଆସିଲା ବର ନା ଆସିଲେ ବରଯାତ୍ରୀ। ମଣ୍ଡପରେ ବରଙ୍କ ଅପେକ୍ଷା କରି...
ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ୩ ପୋଲିସ ସସ୍ପେଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦରେ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଏତଲା ପଞ୍ଜିକରଣରେ ବିଳମ୍ଵ ଯୋଗୁଁ ୩ ପୋଲିସ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ସାଇବରାବାଦ...
ସୁରତରେ ଓଡ଼ିଆ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟର ସୁରତରେ ଜଣେ ଓଡ଼ିଆ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନୂଆଗଡ଼ ଗ୍ରାମର ଭଞ୍ଜକିଶୋର ରାଉତ। ଦୁର୍ବୃତ୍ତମାନେ ଶନିବାର ରାତି...
ସୁନା ଦୋକାନ ଉପରେ ସରକାରଙ୍କ ନଜର, ଅସାଧୁ ବ୍ୟବସାୟୀଙ୍କ ଉପରେ ହେଉଛି ଚଢ଼ାଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନା ଦୋକାନ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର। ଯେଉଁ ଅସାଧୁ ସୁନା ଦୋକାନୀମାନେ ଲୋକଙ୍କୁ ଠକୁଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରୁଛି ସମବାୟ ବିଭାଗ।
“ରାଜ୍ୟରେ ଅନେକ ସୁନା ଦୋକାନୀ ସୁନା...
ହାଇଦ୍ରାବାଦ ଗଣଦୁଷ୍କର୍ମ: ସଂସଦ ସାମ୍ନାରେ ଧାରଣାରେ ବସିଲେ ଅନୁ, କହିଲେ ‘‘ମୁଁ ବି ଜଳିବି ହେଲେ ମୁଁ ଲଢ଼ିବି’’
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଛି। ଏହି ଘଟଣା ପୁଣି ଥରେ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ କଥା ମନେ ପକାଇ ଦେଇଛି। ସାରାଦେଶରେ...
କେମିତି ଘଟିଥିଲା ହାଇଦ୍ରାବାଦର ସେ ଛାତିଥରା ଗଣଦୁଷ୍କର୍ମ? ଜାଣନ୍ତୁ, ପୂରା ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦ୍ରେ ଛାତିଥରା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ। ୪ ଅଭିଯୁକ୍ତ ଗିରଫ। ଏମିତି ଥିଲା ସେହି କାଳ ରାତ୍ରୀ।
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ନିର୍ଭୟା ପରେ ପୁଣି ଘଟି ଗଲା ଆଉ ଏକ...
ଶୁନ୍ଶାନ ରାସ୍ତାରେ ପଞ୍ଚର୍ ହେଲା ମହିଳାଙ୍କ ସ୍କୁଟି – ସକାଳେ ମିଳିଲା ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲେଙ୍ଗାନାରେ ଏକ ମହିଳା ଡାକ୍ତର ସକାଳୁ ଡ୍ୟୁଟିରେ ଡାକ୍ତରଖାନାକୁ ବାହାରିଥିଲେ। ଫେରିବା ସମୟରେ ରାସ୍ତାରେ ମହିଳାଙ୍କ ସ୍କୁଟି ପଞ୍ଚର୍ ହୋଇଗଲା। ଏବିଷୟରେ ମହିଳାଜଣକ ନିଜ ଭଉଣୀଙ୍କୁ ଫୋନ କରି ଜଣାଇ କହିଥିଲେ...
ମୟୂରଭଞ୍ଜ: କୋଦାଳରେ ଛେଚି ଶ୍ରମିକଙ୍କୁ ଜଘନ୍ୟ ଭାବେ ହତ୍ୟା କଲା ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): କୋଦାଳରେ ଛେଚି ଶ୍ରମିକଙ୍କୁ ହତ୍ୟା ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା କୈଳାସଚନ୍ଦ୍ରପୁରରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।
କୈଳାସଚନ୍ଦ୍ରପୁରରେ ଥିବା ମନରେଗା ଯୋଜନାରେ ୨୨ ଜଣ ଚାଷୀ...




















