ଦୁବାଇରେ ହେବ ସବୁଠୁ ବଡ଼ ନୂଆଖାଇ ଭେଟଘାଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ନୂଆଖାଇ ଭେଟଘାଟ। ୟୁନାଇଟେଡ଼ ଆରବ ଏମିରେଟ୍ସର ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ଏହା ଆୟୋଜିତ ହେବ। ଦୁବାଇରେ ଥିବା ଭାରତୀୟ...

ରାଜ୍ୟରେ ଦାରିଦ୍ର୍ୟ ହାର ୨୫ ପ୍ରତିଶତ କମିଛି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଦାରିଦ୍ର୍ୟର ହାର କମୁଛି। ସରକାରଙ୍କର ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଯୋଗୁଁ ଗରିବୀ ୨୫ ପ୍ରତିଶତ କମିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ୭୧ତମ ସ୍ୱାଧୀନତା ଦିବସ ପାଳନ...

ସ୍ଵାଧୀନତା ଦିବସ ପ୍ୟାରେଡ୍ ବେଳେ ଅସୁସ୍ଥ ହୋଇପଡ଼ିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ୍‌ରେ ଭାଷଣ ଦେଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ସେ ତାଙ୍କ ଭାଷଣ ସମ୍ପୂର୍ଣ୍ଣ କରିପାରିନଥିଲେ।...

ଲାଲକିଲ୍ଲାରୁ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭୧ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଛୋଟ ଭାଷଣରେ ୧୧ଟି ବଡ଼ କଥା କହିଥିଲେ। ୪ ବର୍ଷ ମଧ୍ୟରେ ମୋଦିଙ୍କ ଏହା ହେଉଛି ଅଳ୍ପ ସମୟର ଭାଷଣ।...

ଓଡ଼ିଶାର ବୟନ ଓ ହସ୍ତତନ୍ତ ଆଭିଜାତ୍ୟପୂର୍ଣ୍ଣ କୌଳିକ ବୃତ୍ତି

ପ୍ରାଚୀତାରା ଭାରତର ସମୃଦ୍ଧ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ତଥା ବିକାଶରେ ଦେଶର ଲକ୍ଷ ଲକ୍ଷ ବୁଣାକାରଙ୍କ ସାମଗ୍ରିକ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ମସିହାରେ ଅଗଷ୍ଟ ମାସ...

Paika Bidroha (Paika Rebellion, Odisha) – Prof. Pritish Acharya, Historian – Talk

[youtube https://www.youtube.com/watch?v=PvC7epljpYU] Paika Rebellion, popularly known as ‘Paika Bidroha’ in Odia takes us to 1817 in the Indian history. This rebellion which started in the...

‘ଆକାଂକ୍ଷା ଯୋଜନା’ରେ ଭୁବନେଶ୍ୱର କଳିଙ୍ଗନଗରରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଙ୍କ ପାଇଁ ଖୋଲିଲା ଆଧୁନିକ ହଷ୍ଟେଲ୍‍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ରହି ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଆର୍ଥିକ ଅନଗ୍ରସରତା କାରଣରୁ ଘରୋ‍ଇ ହଷ୍ଟେଲରେ ରହି ପାଠପଢିବା ସମ୍ଭବପର ହୁଏ...

ସ୍ୱୟଂ ସହାୟକ ଗୋଷ୍ଠୀର ୨୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଦିଆଯିବ ଡିଜିଟାଲ୍ ମାର୍କେଟିଂ ତାଲିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ସୋସିଆଲ୍‌ ମିଡିଆର ଯୁଗ। ତେଣୁ କିପରି ଭାବରେ ମହିଳାମାନେ ଏଥିରେ ଯୋଡ଼ି ହୋଇ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ ସେ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଯାଇଛି ଫେସ୍‌ବୁକ୍ ଏବଂ ରାଜ୍ୟ...

ଚିଲିକାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବ ସ୍ୱସ୍ତି ଚିଲିକା ରିସର୍ଟ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ଆକର୍ଷଣ ହେଉଛି ଚିଲିକା। ତେବେ ଚିଲିକାର ଆଖପାଖ ଅଞ୍ଚଳରେ ଉଚ୍ଚମାନର କୌଣସି ହୋଟେଲ ନଥିବା କାରଣରୁ ଦେଶବିଦେଶର ଅନେକ ପର୍ଯ୍ୟଟକ ସେଠାରେ ରାତ୍ରିଯାପନ କରିପାରୁନଥିଲେ।...

ପାଇକ ବିଦ୍ରୋହର ୨ ଶହ ବର୍ଷ ପାଳନ, ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି

 ଓଡ଼ିଶାଲାଇଭ୍‌ ବ୍ୟୁରୋ “ଓଡ଼ିଶାର ପାଇକ ବିଦ୍ରୋହ ଭାରତ ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ହୋଇଥିଲା। ଏହାକୁ ପ୍ରଥମ ସଂଗ୍ରାମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଔପନିବେଶିକ ଶାସନର ଲେଖାଯାଇଥିବା ଇତିହାସ ସ୍ୱାଧୀନତା ସଂଗ୍ରାମର ପ୍ରକୃତ ଇତିହାସ...