ଅଧ୍ୟାପକଙ୍କୁ ଟାଇଟ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ – କଲେଜରେ ଲାଗିବ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ, ଏଣିକି ୭ ଘଣ୍ଟିଆ ଡ୍ୟୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ଉଚ୍ଚଶିକ୍ଷା ବିଭାଗର କଟକଣା
ଅଧ୍ୟାପକ ରହିବେ ୭ ଘଣ୍ଟା
ଅଧ ଘଣ୍ଟା ଲଞ୍ଚ ବ୍ରେକ୍
କଲେଜରେ ଲାଗିବ ବାୟୋମେଟ୍ରିକ ମେସିନ
ସରକାରୀ କଲେଜ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ...
ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞାପନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଜେଇଇ ପ୍ରବେଶିକା ପରୀକ୍ଷା ୨୦୧୯ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ପରୀକ୍ଷା କେବଳ ସ୍ଵତନ୍ତ୍ର ଓଜେଇଇ ବିଟେକ, ବିଟେକ ଲାଟେରାଲ ଏଣ୍ଟ୍ରି, ଏମବିଏ, ଏମସିଏ ଓ ଏମସିଏ ଲାଟେରାଲ ଏଣ୍ଟ୍ରି...
ଆଜିର ମୁଖ୍ୟ ଖବର @10PM (୨୮ ଜୁନ୍, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।
୨୦୧୯-୨୦ ବର୍ଷ ପାଇଁ ଆସିଲା ବଜେଟ – ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ?
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ...
ଏସବିଆଇ ଲାଇଫ ଇନ୍ସୁରାନ୍ସରେ ନିଯୁକ୍ତି ଲାଗି ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନିରେ ଡେଭଲପମେଣ୍ଟ ମ୍ୟାନେଜର ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ hhr_bhub@sbi-life.com ରେ ନିଜ ବାୟୋଡାଟା ପଠାଇ ପାରିବେ।
ବୟସ ସମୟ ସୀମା ୨୫ ରୁ ୩୫ ରହିଛି।
ଶିକ୍ଷାଗତ...
ସିଟିଟିସିରେ ବିଭିନ୍ନ କୋର୍ସ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଣ୍ଟରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଙ୍ଗ ସେଣ୍ଟର(ସିଟିଟିସି)ର ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏହିସବୁ କୋର୍ସ ପାଇଁ ଆବେଦନ କରିପାରିବେ।
୧- ପୋଷ୍ଟ ଡିପ୍ଲୋମା ଇନ ଟୁଲ ଆଣ୍ଡ ଡାଇ...
ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀ କରିବେ ୨୦୦ କିମି ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ମାଟ୍ରିକ ବ୍ୟାଚ ପରୀକ୍ଷା ଦେଇ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଦେବାକୁ ୨୦୦ କିଲୋମିଟର ଯିବାକୁ ହେବ। ଶିକ୍ଷା ବିଭାଗର ଏପରି ବିଚିତ୍ର ନିଷ୍ପତ୍ତି...
ଚିନ୍ତାରେ ଛାତ୍ରଛାତ୍ରୀ: ଗୋଟିଏ ଦିନରେ ଏକାଧିକ ବିଶ୍ଵବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଅଧିକାଂଶ ବିଶ୍ଵବିଦ୍ୟାଳୟରେ ଜୁଲାଇ ପ୍ରଥମ ସପ୍ତାହରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଦିନ ଓ ସମୟ ଧାର୍ଯ୍ୟ ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ...
ବିଜିୟୁରେ ସପ୍ତମ ବ୍ୟାଚ୍ ଏମ୍ବିଏ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ) ପକ୍ଷରୁ ଏହାର ସପ୍ତମ ବ୍ୟାଚ୍ ଏମ୍ବିଏ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କମେନ୍ସମେଣ୍ଟ ଡେ' ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଅଡିଟୋରିଅମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ...
ଜୁନ୍ ୨୭କୁ ବଢ଼ିଲା ଏମବିବିଏସ-ବିଡିଏସ ନାମ ରେଜିଷ୍ଟ୍ରେସନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି। ଓଜେଇଇ ପକ୍ଷରୁ ଜୁନ୍ ୨୫ରେ ଧାର୍ଯ୍ୟ କରାଯାଇଥିବା ରେଜିଷ୍ଟ୍ରେସନର ସମୟସୀମାକୁ ଜୁନ୍ ୨୭କୁ ବୃଦ୍ଧି...
ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟର ପ୍ରଥମ ଟପ୍ପର ସସ୍ମିତା
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=5QqFV0R65mY]
‘‘ପାଠ ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ। ଘରେ ବାପା ମା’ ଅର୍ଥାଭାବରୁ ପାଠ ପଢ଼ାଇ ପାରିଲେନି। ସେଥିଲାଗି ପିଉସାଙ୍କ ଘରେ ଆସି ପଢୁଥିଲି। କଠିନ ପରିଶ୍ରମ ଓ ସମସ୍ତଙ୍କ...





















