ଏକ୍ସଆଇଏମ୍ବିର ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ’ ଅନୁଷ୍ଠିତ – “ବ୍ରାଣ୍ଡ ଷ୍ଟୋରି ଟେଲିଙ୍ଗ୍” ଉପରେ ହେଲା ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଭିୟର୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର (ଏକ୍ସଆଇଏମ୍ବି)ର ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ’ ରବିବାର ଅନୁଷ୍ଠିତ ହୋଇଛି। ଅନଲାଇନ୍ ଜରିଆରେ ଏବର୍ଷ କନକ୍ଲେଭକୁ ଆୟୋଜନ କରାଯାଇଥିଲା ବେଳେ କାର୍ଯ୍ୟକ୍ରମରେ ବିଷୟ ରହିଥିଲା...
ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ
ରମାଦେବୀ ବିଶ୍ୱବିଦ୍ୟାଳୟ - ପ୍ରଫେସର ଅପରାଜିତା ଚୌଧୁରୀ
ଉତ୍କଳ ବିଶ୍ୱବିଦ୍ୟାଳୟ - ପ୍ରଫେସର ସବିତା ଆଚାର୍ଯ୍ୟ
ଫକିର ମୋହନ ବିଶ୍ୱବିଦ୍ୟାଳୟ - ପ୍ରଫେସର...
ସୈନିକ ସ୍କୁଲରେ ନାମ ଲେଖାଇବା ପାଇଁ ଡିସେମ୍ବର ୩ ସୁଦ୍ଧା କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=ke9iJpLjz84]
୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସୈନିକ ସ୍କୁଲରେ ନାମଲେଖା ସୁଯୋଗ
ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୩ ସୁଦ୍ଧା କରନ୍ତୁ ଆବେଦନ
ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ...
ଏଯାଏଁ ସରିନି ସିଲାବସ୍ – କେମିତି ହେବ ମାଟ୍ରିକ ପରୀକ୍ଷା?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଙ୍କଟ ମଧ୍ୟରେ ରାଜ୍ୟରେ ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଏପରି ସ୍ଥିତିରେ କିପରି ମାଟ୍ରିକ ପରୀକ୍ଷା ହେବ ତାକୁ ନେଇ ଦ୍ଵନ୍ଦ ଦେଖାଦେଲାଣି।
କରୋନା ପାଇଁ ଦୀର୍ଘ ୮ମାସ ହେଲା ରାଜ୍ୟରେ...
‘କରୋନା ସମୟରେ ମଧ୍ୟ ସ୍କୁଲର ଆହ୍ୱାନକୁ ଭୁଲି ନାହାନ୍ତି ପୁରାତନ ଛାତ୍ରଛାତ୍ରୀ’
ସତ୍ୟବ୍ରତ ସାହୁ
ମୋ ସ୍କୁଲ ଅଭିଯାନରେ ଏଯାବତ ୪୩ କୋଟି ଟଙ୍କା ସହଯୋଗ ରାଶି ଦେଲେଣି ପୁରାତନ ଛାତ୍ରଛାତ୍ରୀ।
‘ମୋ ସ୍କୁଲ’ ନାଁ ଶୁଣିଲେ ଦେହରେ ରୋମାଞ୍ଚ ଭରିଯାଏ। ମୁହୂର୍ତ୍ତକ ମଧ୍ୟରେ ଭାବନା ରାଜ୍ୟରେ ଟାଣିନିଏ...
୧୫ରୁ କମ୍ ପିଲା ଥିଲେ ସ୍କୁଲରେ ଝୁଲିବ ତାଲା, ବିଧାନସଭାରେ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷା ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ।
ରାଜ୍ୟରେ ସ୍କୁଲ୍ ବନ୍ଦ ଘଟଣାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତଫସିଲଭୁକ୍ତ...
ଶିକ୍ଷା ଓ ନୂତନ ଚିନ୍ତାଧାରା ହିଁ ଏକ ନୂତନ ବିଶ୍ୱ ଗଠନ କରିପାରିବ: ପ୍ରଫେସର ମହମ୍ମଦ ୟୁନୁସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କିଟ୍ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।
କିଟ୍ ବିଶ୍ଵଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଛି। କରୋନା ମହାମାରୀ ଦୃଷ୍ଟିରୁ ଚଳିତ ବର୍ଷ ସମାବର୍ତ୍ତନ ଉତ୍ସବକୁ ଭର୍ଚୁଆଲ୍ ମାଧ୍ୟମରେ କରାଯାଇଛି।...
ରାଜ୍ୟରେ ସ୍କୁଲ୍ ବନ୍ଦ ହେବା ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ୍ – ଆତ୍ମହତ୍ୟା ଧମକ ଦେଲେ ତାରାପ୍ରସାଦ ବାହିନୀପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ହୁଲସ୍ତୁଲ ହୋଇଛି ବିଧାନସଭା।
ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଆଜି ହୁଲସ୍ତୁଲ୍ ହୋଇଛି ବିଧାନସଭା। ବିରୋଧୀମାନେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ...
ଜେଏନୟୁ ନାଁ ବଦଳାଇବାକୁ ଦାବି କଲେ ବିଜେପି ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ନାଁ ବଦଳାଇବାକୁ ଦାବି କଲେ ବିଜେପି ନେତା ସି ଟି ରବି। ଏହି ବିଶ୍ୱବିଦ୍ୟାଳୟର ନାଁ ବଦଳାଇ ଏହାକୁ ସ୍ୱାମୀ ବିବେକାନନ୍ଦଙ୍କ ନାଁ’ରେ ନାମିତ କରିବାକୁ...
ଭବିଷ୍ୟତରେ ପୁଣି ମହାମାରୀ ହେଲେ ପିଲାମାନେ ହିଁ ପୃଥିବୀର ଦାୟିତ୍ୱ ନେବେ
ସୁସ୍ମିତା ବାଗ୍ଚୀ
ଛୋଟ ଗାଁର ଛୋଟିଆ ସ୍କୁଲଟିଏ। ବଗିଚାଟି କିନ୍ତୁ ଛୋଟ ନୁହଁ। ସୀମିତ ସମ୍ବଳ ଓ କାର୍ଯ୍ୟବ୍ୟସ୍ତତା ଭିତରେ ବଗିଚାର ଯତ୍ନ ନେବା ସ୍କୁଲ ପକ୍ଷରେ ଥିଲା କଷ୍ଟସାଧ୍ୟ। କିନ୍ତୁ ବଗିଚାର ଦାୟିତ୍ୱ...





















