ojee exam

ଓଜେଇଇ ପରୀକ୍ଷା କେନ୍ଦ୍ରରେ ସାମିଲ୍ ହେଲା ଆଉ ୫ଟି ନୂଆ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଜେଇଇ ପରୀକ୍ଷା ପାଇଁ ୫ଟି ନୂଆ ସହରକୁ ପରୀକ୍ଷା କେନ୍ଦ୍ର ଭାବେ ସାମିଲ୍ କରାଯାଇଛି। ଏହି ସହରଗୁଡ଼ିକ ହେଲା ଅନୁଗୁଳ, ବାରିପଦା, ବରଗଡ଼, ଜୟପୁର ଏବଂ...

ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ !

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁଲାଇ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ରେଜଲ୍ଟ ବାହାରିବା ତାରିଖ ଦିନେ ଦୁଇ ଦିନ...
UG-PG last semester

ୟୁଜି/ପିଜି ଶେଷ ସେମିଷ୍ଟାର ବାଧ୍ୟତାମୂଳକ ନକରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ଅରୁଣ ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ ୟୁଜି ପିଜିର ଶେଷ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ାଇଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ...

କରୋନା ପାଇଁ କମିବ ପାଠ୍ୟକ୍ରମ – ସମୀର ଦାଶ

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଚଳିତବର୍ଷ କରୋନା ଯୋଗୁଁ ପିଲାଙ୍କ ବାର୍ଷିକ ପାଠ୍ୟକ୍ରମ ହ୍ରାସ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ମିଳିଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ...

କେନ୍ଦୁଝର ଜିଲ୍ଲାରେ ଏଣିକି ନବମ-ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ, ମାଗଣାରେ ୟୁନିଫର୍ମ ଓ ପାଠ୍ୟପୁସ୍ତକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡୁଥିବା ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ପଦକ୍ଷେପ ନବମ ଓ ଦଶମ ଶ୍ରେଣୀରେ ଏଣିକି ମିଳିବ ମଧ୍ୟାହ୍ନ ଭୋଜନ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର...
odisha sasana

ରାଜ୍ୟର ସରକାରୀ ଓ ବେସରକାରୀ ଆଇ.ଟି.ଆଇଗୁଡ଼ିକରେ ନାମ ଲେଖା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକରୀ ଆଇ.ଟି.ଆଇଗୁଡ଼ିକରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଆଇ.ଟି.ଆଇ ତାଲିମ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଅନଲାଇନ ଆବେଦନ କରିପାରିବେ। ଷ୍ଟୁଡେଣ୍ଟ ଏକାଡେମୀ...

ସ୍କୁଲ ଖୋଲିବା ପ୍ରସଙ୍ଗ – ଅଭିଭାବକଙ୍କୁ ପଚାରିଲା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଶିକ୍ଷାନୁଷ୍ଠାନ କେବେ ଖୋଲିଲେ ଠିକ ହେବ ସେହି ବଲ୍‌ଟି ଏବେ ଅଭିଭାବକଙ୍କ କୋର୍ଟରେ। କୋଭିଡ ମହାମାରୀ ଯୋଗୁଁ ସ୍କୁଲ ସବୁ ବନ୍ଦ ହୋଇ ପଡ଼ିଥିବାରୁ କେନ୍ଦ୍ର ମାନବ ସମ୍ବଳ ବିକାଶ...

ଯୁକ୍ତ ୨ ପରୀକ୍ଷା ଫଳ କଥା କାହାର ମନେ ଅଛି?

ଓଡ଼ିଶାଲାଇଭ ବ୍ୟୁରୋ ସମଗ୍ର ଦେଶର ଯୁକ୍ତ ୨ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶ ପାଇସାରିଥିବା ବେଳେ ଓଡ଼ିଶାରେ ତାର ନାଁ ଗନ୍ଧ ବି ନାହିଁ। ଏବର୍ଷର +୨ ପରୀକ୍ଷା ଫଳ ବାହାରିବା କଥା କାହାର...

ସମସ୍ତଙ୍କ ପାଇଁ ଉଦାହରଣ – ଗୋଟିଏ ପରିବାରର ୪ ଭାଇ ଭଉଣୀ ଆଇଏଏସ୍, ଆଇପିଏସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ପରିବାରର ୪ ଭାଇ ଭଉଣୀ ଆଇଏଏସ ଓ ଆଇପିଏସ୍‌। ଗୋଟିଏ ସାଧାରଣ ପରିବାରରେ ଜନ୍ମ ହୋଇଥିବା ଏହି ୪ ଭାଇ ଭଉଣୀ ହେଲେ ଉତ୍ତରପ୍ରଦେଶର ପ୍ରତାପଗଡ଼ ବାସିନ୍ଦା। କଠିନ ଅଧ୍ୟବସାୟ...

କରୋନା ପ୍ରକୋପ – ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ପେଶାଲ ସ୍କୁଲ ଅଗଷ୍ଟ ୩୧ ଯାଏଁ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରାଦେଶରେ ଏବେ କରୋନା ମହାମାରୀ ସଂଘାତିକ ରୂପ ଧାରଣ କରିଛି। ଦିନକୁ ଦିନ କରୋନାର କାୟା ବିସ୍ତାର ହେଉଛି। ଏହାକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ ସ୍କୁଲକୁ ବନ୍ଦ...