Election Update @10PM (୧୨ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ବିଶ୍ୱଜିତ ମହାନ୍ତି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ବିଶ୍ୱଜିତ ମହାନ୍ତି। ବିଶ୍ୱଜିତ ମହାନ୍ତି ବିଜେପିର ମୁଖପାତ୍ର ଥିଲେ। ବାରବାଟୀ-କଟକ ବିଧାନସଭା ଆସନ...

ଜନ ପ୍ରତିନିଧି କେମିତି ହେବା ଦରକାର? ଭୋଟ ଦେଇ ନିଜର ମତ ଦେଲେ ବ୍ରହ୍ମପୁର ଭୋଟର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବ୍ରହ୍ମପୁର ଲୋକସଭା ଆସନରେ ଶେଷ ହୋଇଛି ଭୋଟ। ମତଦାନ କରିବା ପରେ ଓଡ଼ିଶାଲାଇଭ୍ ଟିମକୁ ମତଦାନ ସମ୍ପର୍କରେ ମତ ଦେଇଥିଲେ ଭୋଟର। ‘‘ମତେ କଷ୍ଟ ନିଶ୍ଚୟ ହେଉଛି, କିନ୍ତୁ ଭୋଟ ହେଉଛି...

ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ବିଶ୍ୱଜିତ ମହାନ୍ତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ବିଶ୍ୱଜିତ ମହାନ୍ତି। ବିଶ୍ୱଜିତ ମହାନ୍ତି ବିଜେପିର ମୁଖପାତ୍ର ଥିଲେ। ବାରବାଟୀ-କଟକ ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିଲେ। ବାରବାଟୀ-କଟକରୁ ବିଜେପି ପୂର୍ବତନ...
Election Update 7PM

Election Update @7PM (୧୨ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ହିଞ୍ଜିଳିରେ ପ୍ରଚାର କଲେ ନବୀନ, ହାଇଟେକ ବସରୁ ଦେଲେ ଉଦବୋଧନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ଏବଂ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ହାଇଟେକ...

ହିଞ୍ଜିଳିରେ ପ୍ରଚାର କଲେ ନବୀନ, ହାଇଟେକ ବସରୁ ଦେଲେ ଉଦବୋଧନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆସ୍କା ଲୋକସଭା ଏବଂ ହିଞ୍ଜିଳି ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନବୀନ। (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା...

କାହାର ହେବ କନ୍ଧମାଳ?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ସରିଛି ପ୍ରଥମ ପର୍ଯ୍ୟାୟ ଲାଗି ଭୋଟଗ୍ରହଣ। ୪ ଲୋକସଭା ସହ ୨୮ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଏବେ ସବୁ ରାଜନୈତିକ ଦଳଙ୍କ ଫୋକସରେ ଦ୍ୱିତୀୟ...

କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି ବୈଜୟନ୍ତ – ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଲା ସାଂଘାତିକ ଅଭିଯୋଗ। ବୈଜୟନ୍ତ ୨୦୧୪ ନିର୍ବାଚନ ସତ୍ୟପାଠରେ ଗୋଟିଏ ତଥ୍ୟ ଏବଂ ୨୦୧୯ ନିର୍ବାଚନ ସତ୍ୟପାଠରେ...

୭୩.୭୬ ପ୍ରତିଶତ ଭୋଟ କ’ଣ କହୁଛି?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୩.୭୬ ପ୍ରତିଶତ ଭୋଟ ହୋଇଛି। ଗୁରୁବାର ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ  ଭୋଟ ଗ୍ରହଣ କରାଯାଇଥିଲା। ନିର୍ବାଚନ ଅଧିକାରୀଙ୍କ...

ବାରବାଟୀ-କଟକ ବିଧାନସଭା ଆସନ: ତିନି ନେତାଙ୍କ ମଧ୍ୟରେ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ (କଟକରୁ ପ୍ରଣବ କୁମାର ନନ୍ଦୀ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ରହିଛି। ଏହି ନିର୍ବାଚନମଣ୍ଡଳୀରେ ଆସନ୍ତା ୨୩ ତାରିଖରେ ଭୋଟରମାନେ ସେମାନଙ୍କ...

ପ୍ରଥମ ପର୍ଯ୍ୟାୟରେ ୭୩.୭୬%ଭୋଟ, ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଶାନ୍ତି ଶୃଙ୍ଖଳାର ସହ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।  ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ଣ ୪ଟାରେ ମତଦାନ ଶେଷ ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ସନ୍ଧ୍ୟା ୬ଟାରେ...