ସୁରେଶ ପଣ୍ଡାଙ୍କ ଜୀବନ ଯାତ୍ରା – ଅଭିନୟ ପାଇଁ ମା’ ମୁହଁରେ ଦେଇପାରିନଥିଲେ ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ସୁରେଶ ପଣ୍ଡା ନିଜର ୩୨ ବର୍ଷର ଯାତ୍ରା କ୍ୟାରିୟର ବିଷୟରେ ବଖାଣିଛନ୍ତି। “ମୋ ବାପାଙ୍କ ଶେଷ ମୁହୂର୍ତ୍ତରେ ବି ମୁଁ ତାଙ୍କ ପାଖରେ ରହିପାରିନଥିଲି। ମୋ ମା’କୁ ମଧ୍ୟ ମୁଁ ମୁଖାଗ୍ନି...

ଆସୁଛି ଓଡ଼ିଆ ଓ୍ୱେବସିରିଜ୍‌ ‘ଚୁମ୍ବକ’ – ସମଲିଙ୍ଗୀ ଚରିତ୍ରରେ ଅଭିନୟ କରିବେ ଦିବ୍ୟା ଓ ତମନ୍ନା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଡ଼ିଆ ପରଦାରେ ଓଡ଼ିଆ ଦର୍ଶକଙ୍କ ପାଇଁ ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଓ୍ୱେବ ସିରିଜ୍ ଚୁମ୍ବକ। ସମଲିଙ୍ଗୀ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଛି ଏହି ଓ୍ୱେବ୍‌ ସିରିଜ। ଦୁଇ ଝିଅ...

ଭାଲେଣ୍ଟାଇନ୍ସ ଡେ’କୁ ସିଷ୍ଟର ଡେ’ ଭାବେ ପାଳୁଛି ଏହି ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ଭାଲେଣ୍ଟାଇନନ୍ସ ଡେ’। ଏହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ପ୍ରେମୀଯୁଗଳ। ଭାରତ ସମେତ ବିଭିନ୍ନ ଦେଶରେ ଯୁବପିଢ଼ି ଏହି ଦିନଟକୁ ବେଶ୍‌ ଉତ୍ସାହର ପାଳନ କରିଥାନ୍ତି। ଏମିତି ଏକ ଦେଶ...

ରଶ୍ମୀଙ୍କୁ ଛୁଇଁଲା ୩୪ – ଜନ୍ମଦିନରେ ଜାଣନ୍ତୁ ତାଙ୍କ ଫିଟନେସ୍ ସିକ୍ରେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିନ୍ଦୀ ସିରିଏଲ ଜଗତର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ରଶ୍ମୀ ଦେଶାଇ ଜଣେ। ରଶ୍ମୀ ଏବେ ବିଗ୍‌ ବସ୍‌ ପ୍ରତିଯୋଗୀ ଭାବେ ନଜର ଆସୁଛନ୍ତି। ଆଜି ଏହି ଚୁଲବୁଲି ନାୟିକା ନିଜର ୩୪...

‘ଅଂଗ୍ରେଜୀ ମିଡିୟମ’ରେ ଜବରଦସ୍ତ ଭୂମିକାରେ ପରଦାକୁ ଫେରିଲେ ଇରଫାନ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବହୁ ପ୍ରତୀକ୍ଷିତ ଫିଲ୍ମ ଅଂଗ୍ରେଜୀ ମିଡିୟମ ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏହି ଫିଲ୍ମ ଜରିଆରେ ପୁଣିଥରେ ବଡ଼ପରଦାକୁ ଫେରିଛନ୍ତି ଅଭିନେତା ଇରଫାନ୍‌ ଖାନ୍‌। କ୍ୟାନ୍ସରର ଚିକିତ୍ସା ପରେ ଏହି...

ପିଲାବେଳେ ଏମିତି ଦିଶୁଥିଲେ ସ୍ୱର ସାମ୍ରାଜ୍ଞୀ ଲତା – ବିଗ୍‌ ବି କଲେ ଟୁଇଟ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବିଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ପୋଷ୍ଟ କରନ୍ତି। ତାଙ୍କ ପୋଷ୍ଟକୁ ଲୋକେ ମଧ୍ୟ ପସନ୍ଦ କରନ୍ତି। ନିକଟରେ ଅମିତାଭ ସ୍ୱର ସାମ୍ରାଜ୍ଞୀ...

କାହିଁକି ପାଳନ ହୁଏ କିସ୍‌ ଡେ’ – ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ଭାଲେଣ୍ଟାଇନ୍‌ ୱିକ୍‌ର ସପ୍ତମ ଦିନ ଅର୍ଥାତ କିସ୍‌ ଡେ’। ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନ ବେଶ୍‌ ଖାସ। ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଏହି ଦିନ ପ୍ରେମଯୁଗଳ...

କୋରୋନା ଭାଇରସ ପାଇଁ ପରିଣିତିଙ୍କ ପରାମର୍ଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସରୁ ନିଜକୁ ଦୂରେଇ ରଖିବା ପାଇଁ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ପରାମର୍ଶ ଦେଇଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ପୋଷ୍ଟ କରି କୋରୋନାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବାକୁ...

ମାଷ୍ଟରସେଫ୍‌ ଇଣ୍ଡିଆ ଫାଇନାଲରେ ଓଡ଼ିଆ ପୁଅ ଅବିନାଶ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଡ଼ିଆ ଖାଦ୍ୟ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରାନ୍ଧି ଫାଇନାଲ ରାଉଣ୍ଡରେ ପହଞ୍ଚିଲେ ଅବିନାଶ ନାୟକ। ଷ୍ଟାରପ୍ଲସ୍‌ରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟରସେଫ୍‌ ଇଣ୍ଡିଆ’ର ସିଜନ୍‌ ୬ର ଫାଇନାଲରେ ନିଜ...

କେଜିଏଫ୍୨ରେ ପ୍ରଧାନମନ୍ତ୍ରୀ ଭୂମିକାରେ ଆସିବେ ରବିନା

ଓଡ଼ିଶାଲାଇଭ ବ୍ୟୁରୋ କେଜିଏଫ୍‌ ୧ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇବା ପରେ ଏବେ କେଜିଏଫ୍‌ ୨ ଧମାକା କରିବାକୁ ଯାଉଛି। ଦର୍ଶକ ଏହି ଫିଲ୍ମକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଫିଲ୍ମର ଷ୍ଟାର କାଷ୍ଟରେ...