ବଡ଼ ପରଦାରେ ନଜର ଆସିବେ କରଣ ଓ ରାଜକୁମାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କରଣ ଜୋହର ତାଙ୍କର ଆଗାମୀ ଫିଲ୍ମରେ ରାଜକୁମାର ରାଓଙ୍କୁ ନେବା ପାଇଁ ଚାହୁଁଛନ୍ତି।
ବଲିଉଡର ଚର୍ଚ୍ଚିତ ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ତାଙ୍କର ଆଗାମୀ ଫିଲ୍ମ ପାଇଁ ଖୁବ୍...
ପୁଣି ବର୍ଷିୟାନ୍ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବର୍ଷିୟାନ୍ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ବର୍ଷିୟାନ୍ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ପୁଣିଥରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ନିମୋନିଆରେ ଆକ୍ରାନ୍ତ...
ଏଥର ଜମିବ ପୂଜା ବଜାର – ପରଦାରେ ନିଆଁ ଲଗାଇବେ ଦୁଇ ଓଲିଉଡ ଯୋଡ଼ି
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଏଥର ପୂଜା ବଜାରକୁ ଗରମ କରିବ 'ଶ୍ରୀମାନ୍ ସୁରଦାସ’ ଓ ‘ପ୍ରେମ କୁମାର’।
ପୂଜାରେ ଆସୁଛି ଦୁଇଟି ଓଡ଼ିଆ ସିନେମା। ଗୋଟିଏ ହେଲା ‘ଶ୍ରୀମାନ୍ ସୁରଦାସ’ ଓ ଅନ୍ୟଟି ହେଲା ‘ପ୍ରେମ...
ବଙ୍ଗଳା ସିନେମାରେ ସବ୍ୟସାଚୀ, ପରଦାକୁ ଆସିବେ ଗ୍ୟାଙ୍ଗଷ୍ଟର ଭୂମିକାରେ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅନୁଭବ ଏବଂ ଅରିନ୍ଦମଙ୍କ ପରେ ବଙ୍ଗଳା ଫିଲ୍ମରେ ଏଣ୍ଟ୍ରି ମାରିଛନ୍ତି ଓଲିଉଡ ସୋବର ବୟ ସବ୍ୟସାଚୀ।
ଓଲିଉଡର ସୋବର ବୟ ସବ୍ୟସାଚୀ ଏବେ ଏକ ବଙ୍ଗଳା ସିନେମାରେ ନାୟକ ଭୂମିକାରେ ଅଭିନୟ...
ସାଇନାଙ୍କ ବାୟୋପିକ୍ରେ ନଜର ଆସିବେ ଶ୍ରଦ୍ଧା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ପ୍ରଖ୍ୟାତ ବ୍ୟାଡମିଣ୍ଟନ୍ ସିଙ୍ଗଲ୍ସ ପ୍ଲେଆର୍ ସାଇନା ନେହୱାଲଙ୍କ ବାୟୋପିକ୍ର ସୁଟିଂ ଆରମ୍ଭ ହୋଇଯାଇଛି। ଏଥିରେ ଶ୍ରଦ୍ଧା କପୁର ଅଛନ୍ତି ଲିଡରୋଲ୍ରେ। ଅଧିକ ଆସନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ...
ସାଇନା ନେହୱାଲ୍...
ବିବାହ ଅପେକ୍ଷାରେ ଅଛନ୍ତି ଏହି ବଲିଉଡ ତାରକା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏବେ କେତେଜଣ ଷ୍ଟାର ବାହା ହେବାକୁ ତରତର ହେଲେଣି। ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ...
ବଲିଉଡର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା ଓ ସୋନମ୍ କପୁର ବିବାହ ବନ୍ଧନରେ...
ନିର୍ଦ୍ଦେଶକଙ୍କ ମନକୁ କେମିତି ଆସିଲା ‘ସଡ଼କ୍’ ଫିଲ୍ମର ‘ମହାରାନୀ’ ଭୂମିକା?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ୍-୨’ ନିର୍ମାଣ କରୁଛନ୍ତି। ହେଲେ ‘ସଡ଼କ୍’ର ମହାରାନୀ ଚରିତ୍ର କେଉଁଠୁ ଆସିଥିଲା ଜାଣନ୍ତି କି? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...
ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟ...
ଚଳିତ ପୂଜାରେ ନଜର ଆସିବେନି ଏହି ନିର୍ଦ୍ଦେଶକ ଓ ସଙ୍ଗୀତକାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଏଥର ପୂଜା ବଜାରରେ ପରଦା ପଛରେ କେତେକ ନାମୀ ଓଲିଉଡ ନିର୍ଦ୍ଦେଶକଙ୍କ ଫିଲ୍ମ ରିଲିଜ୍ ନ ହେବାସହ ବିଶିଷ୍ଟ ସଙ୍ଗୀତକାରଙ୍କର ମଧ୍ୟ ଗୀତ ଶୁଣିବାକୁ ମିଳିବ ନାହିଁ। ଆସନ୍ତୁ ଜାଣିବା...
ଜଣେ ମହାରାଜାଙ୍କ ପ୍ରେମରେ ପଡ଼ିଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ପ୍ରଥମ ପ୍ରେମକୁ କେହି ଭୁଲିପାରେନା। ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍ ବି ଜଣେ ମହାରାଜାଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ଦୁହେଁ ରହିଗଲେ ଅବିବାହିତ।
ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର କେବେ ବି...
ଅଧୁରା ରହିଗଲା ଦେବ ଆନନ୍ଦ ଓ ଜୀନତ ଅମାନଙ୍କ ପ୍ରେମ କାହାଣୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦେବ ଆନନ୍ଦ ଓ ଜୀନତ ଅମାନଙ୍କ ପ୍ରେମ କାହାଣୀ ଅଧୁରା ରହିଗଲା। ଏପରିକି ଦେବ ଜୀନତଙ୍କୁ ପ୍ରପୋଜ୍ ବି କରିପାରିନଥିଲେ। ଜାଣନ୍ତୁ କାରଣ…
ବଲିଉଡର ଏଭରଗ୍ରିନ୍ ଷ୍ଟାର୍ ଦେବ ଆନନ୍ଦ କେତେଜଣ...





















