୨୨ ବର୍ଷ ଭିତରେ ପ୍ରଥମ ଥର ପାଇଁ ଗୁଜରାଟରେ ବିଜେପିର ନିଦ ହଜିଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହାଙ୍କ କଡ଼ା ପରୀକ୍ଷା ନିଜ ରାଜ୍ୟ ଗୁଜରାଟରେ ହିଁ ହେବାକୁ ଯାଉଛି। ଭାଜପା ଭାବିଥିଲା ଉତ୍ତରପ୍ରଦେଶରେ ଜିତିବା ପରେ ଗୁଜରାଟରେ ପୁଣି...

ଲଗାଣ ବର୍ଷାରେ ବନ୍ୟା! ବଢ଼ୁଛି ବୁଢ଼ାବଳଙ୍ଗ-ବଂଶଧାରା ନଦୀର ଜଳସ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷାରେ ବେହାଲ୍ ହୋଇଛି ମୟୂରଭଞ୍ଜର ସ୍ଥିତି। ବୁଢ଼ାବଳଙ୍ଗ ନଦୀରେ ବଢ଼ୁଛି ଜଳ ସ୍ତର। ଫଳରେ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ନଈକୂଳିଆ ଗ୍ରାମବାସୀଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ...

ବିଜେପୁର ଉପ-ନିର୍ବାଚନ: ନିର୍ବାଚନ କମିଶନଙ୍କ ନିକଟକୁ ଗଲା ହାଇକୋର୍ଟ ରାୟର କପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ସପ୍ତାହରେ ବିଜେପୁର ଉପ-ନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ। ନିର୍ବାଚନ କମିଶନଙ୍କ ନିକଟକୁ ରାଜ୍ୟ ନିର୍ବାଚନ ଅଧିକାରୀ ହାଇକୋର୍ଟଙ୍କ ରାୟର ଏକ କପି ପଠାଇଛନ୍ତି। ବିଜେପୁର ନିର୍ବାଚନ ସଂକ୍ରାନ୍ତୀୟ ମାମଲା...

ଗୁଜୁରାଟ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ: ନିର୍ବାଚନ କମିଶନଙ୍କୁ ସମାଲୋଚନା କଲେ ଚିଦାମ୍ବରମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ। ଏହାକୁ ନେଇ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍। ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ନିର୍ବାଚନ କମିଶନଙ୍କୁ ଟାର୍ଗଟେ କରିଛନ୍ତି ଚିଦାମ୍ବରମ୍।...

କେଦାରନାଥଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ: ଜପିଲେ ମହା ମୃତ୍ୟୁଞ୍ଜୟ ମନ୍ତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ଦିର ଗର୍ଭ ଗୃହରେ ପ୍ରାୟ ୨୦ ମିନିଟ୍ ଧରି ମହାଦେବଙ୍କୁ ପୂଜା କରିଥିଲେ ମୋଦି। ଏହି ଅବସରରେ...

ବର୍ଷାରେ ବେହାଲ ୮ ଜିଲ୍ଲା: କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍ଆର୍‌ସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆହୁରି ୨୪ ଘଣ୍ଟା ବର୍ଷା ୨୫ଟି ଜିଲ୍ଲାରେ ସ୍ଥିତି ଅସମ୍ଭାଳ ଫିକା ପଡ଼ିଲା ଆଲୋକର ପର୍ବ ଦୀପାବଳି ପାରାଦୀପ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ବୁଧବାର ଅପରାହ୍ନରୁ...

ଗ୍ୟାସ୍‌ ବନାମ ପାଣି : ଜଳ ଯୋଗାଣ ପ୍ରକଳ୍ପକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ, ବିଜେଡି ଦେଲା ଜବାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଇପ୍ ପଲିଟିକ୍ସକୁ ନେଇ ଆଜି ରାଜ୍ୟ ରାଜନୀତି ଉଠିଛି ପଡ଼ିଛି। ରାଜ୍ୟ ସରକାରଙ୍କ  ପାଇପ୍‌ ଯୋଗେ ଜଳ ଯୋଗାଣ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗଟେ କରିଥିବା ବେଳେ ବିଜେଡି...

ପାଇପ୍‌ ଯୋଗେ ଘରେ ପହଞ୍ଚିବ ପାଣି: ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୦୧ଟି ସହରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଏହି ଶିଳାନ୍ୟାସ କରିଛନ୍ତି। ୭୮୩ କୋଟି ଟଙ୍କାରେ ୫୫୫ଟି ଜଳ ଯୋଗାଣ...

ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=oWV3EVW-vAY] ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରର ନାଲ୍‌କୋ ନଗରରେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ...

ଟୋକିଓ ସବୁଠୁ ସୁରକ୍ଷିତ ସହର, କରାଚୀ ଅସୁରକ୍ଷିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁନିଆର ସବୁଠାରୁ ସୁରକ୍ଷିତ ସହରର ମାନ୍ୟତା ପାଇଛି ଜାପାନର ରାଜଧାନୀ ଟୋକିଓ। ସୁରକ୍ଷିତ ସହର ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛି ସିଙ୍ଗାପୁର ଏବଂ ଜାପାନର ଓସାକା ରହିଛି ତୃତୀୟ ନମ୍ବର ସ୍ଥାନରେ।...