ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି:”ବିଜେପୁରରେ ଜିତିବ ବିଜେପି”, ବିଜେଡି କହିଲା “କଥାର କିଛି ମୂଲ୍ୟ ନାହିଁ”

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଉପ-ନିର୍ବାଚନକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। କହିଛନ୍ତି, ବିଜେପି ବିଜେପୁର ଦଖଲ କରିବ। ବିଜେପିର ବିଜୟକୁ କେହି ରୋକିପାରିବେ ନାହିଁ। ଏଭଳି ବାଣ ଛାଡ଼ି ଧର୍ମେନ୍ଦ୍ର...

ରକ୍ତରଞ୍ଜିତ ହେଲା ମାଣିକେଶ୍ୱରୀ ପୀଠ: ମାନିଲେନି କଟକଣା, ପଡ଼ିଲା ଶହଶହ ପଶୁବଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରକ୍ତରଞ୍ଜିତ ହୋଇଛି ମା’ ମାଣିକେଶ୍ୱରୀଙ୍କ ପୀଠ। ପ୍ରଶାସନର କଟକଣାକୁ ମାନିଲେନି ଶ୍ରଦ୍ଧାଳୁ। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ପଡିଛି ପଶୁବଳି। ପୋଲିସ ଓ ପ୍ରଶାସନ...

ନିଆରା ‘ନବରାତ୍ରି’ ପୂଜା: ମହାନବମୀରେ ‘ଦାଣ୍ଡିଆ’ ତାଳରେ ଝୁମିବେ କିନ୍ନର

ଓଡିଶାଲାଇଭ୍ ବ୍ୟୁରୋ ଦୁର୍ଗା ପୂଜାକୁ ନେଇ ଭୁବନେଶ୍ୱରରେ ଉତ୍ସବର ମାହୋଲ। ଆଉ ଏହାକୁ ଅଧିକ ରଙ୍ଗିନ କରିଛି 'କିନ୍ନର'ମାନଙ୍କ ନିଆରା 'ନବରାତ୍ରି' ପୂଜା। ୭ ଦିନ ହେଲା ମା' ନବଦୁର୍ଗାଙ୍କୁ ଆରାଧନା କରିବା...

ମହାସପ୍ତମୀର ଧୁମ୍: ଝଲସୁଛି ପୂଜା ମଣ୍ଡପ, ମନମୋହୁଛି ଆକର୍ଷଣୀୟ ତୋରଣ

ଓଡିଶାଲାଇଭ୍ ବ୍ୟୁରୋ ସପ୍ତମୀ ପୂଜାରୁ ଆରମ୍ଭ ହୋଇଛି ଭିଡ଼। ବିଭିନ୍ନ ପୂଜା ମଣ୍ଡପ ନିକଟରେ ଜମିଛି ଗହଳି। କିଏ କଟକରେ ମା'ଙ୍କ ସୁନା, ଚାନ୍ଦି ମେଢ଼ ଦେଖି ବିଭୋର ହୋଇଯାଉଛି ତ ପୁଣି କିଏ...

ସର୍ଜିକାଲ୍ ଷ୍ଟ୍ରାଇକ୍: ସେୟାର ମାର୍କେଟ ହୁଲସ୍ତୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମିଆଁମାର ସୀମାନ୍ତରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ଯୋଗୁଁ ଏହା ଭାରତର ସେୟାର ମାର୍କେଟ ଉପରେ ଘୋର ପ୍ରଭାବ ପକାଇଛି। ବିଗତ କିଛି ଦିନ ଧରି ଏମିତି ବି...

ସିହ୍ନା, ଜେଟଲି ଓ ଦଶମୂଳାରିଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ମୋଦି ସରକାରଙ୍କ ଆର୍ଥିକ ନୀତି ଉପରେ ଖୁବ୍ ବର୍ଷିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ଲେଖିଥିବା ଏକ ଲେଖାରେ ସେ ବର୍ତ୍ତମାନର...

କମଲ ହାସନ ବିଜେପିରେ ମିଶିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତା କମଲ ହାସନ ରାଜନୀତିକୁ ଆସିବେ ବୋଲି ବିଗତ କିଛି ଦିନ ଧରି ଘୋର ଚର୍ଚ୍ଚା ଚାଲିଥିଲା। ହାସନ ନିଜେ କହିସାରିଛନ୍ତି ଯେ ସେ ନିଜର ଏକ ଦଳ ଗଠନ କରିପାରନ୍ତି।...

ଓଡ଼ିଶା ପାଳିଲା ବିଶ୍ୱ ପର୍ଯ୍ୟଟନ ଦିବସ: ପାରମ୍ପରିକ ବାଦ୍ୟ, ନୃତ୍ୟରେ କମ୍ପିଲା ରାଜଧାନୀ ରାସ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପର୍ଯ୍ୟଟନ ଦିବସକୁ ବୁଧବାର ଓଡ଼ିଶା ପର୍ଯ୍ୟଟନ ବିଭାଗ ବଡ ଜାକଜମକରେ ପାଳନ କରିଛି। ଓଡ଼ିଶା ପର୍ଯ୍ୟଟନକୁ ସମୃଦ୍ଧ କରିଥିବା ଆଦିବାସୀ ନୃତ୍ୟ, ପାଇକ ନୃତ୍ୟ ଓ ପାରମ୍ପରିକ ବାଦ୍ୟର ଝଲକ...

ମିଆଁମାର୍‌ ସୀମାରେ ସର୍ଜିକାଲ୍ ଷ୍ଟ୍ରାଇକ୍: ‘ନାଗା’ ଉଗ୍ରବାଦୀ କ୍ୟାମ୍ପକୁ ଛାରଖାର କଲେ ଭାରତୀୟ ସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସେନା ବୁଧବାର ଆଉ ଏକ କମାଲ୍ ଦେଖାଇଛନ୍ତି। ମିଆଁମାର୍ ସୀମାରେ ପ୍ରବେଶ କରି ସାହସିକତା ପ୍ରଦର୍ଶନ କରିଛନ୍ତି ଭାରତୀୟ ଯବାନ୍। ମିଆଁମାର୍‌ ସୀମାରେ ସଜିର୍କଲ୍ ଷ୍ଟ୍ରାଇକ୍ କରି 'ନାଗା' ଉଗ୍ରବାଦୀ...

ବାହୁବଲି2 ପରେ ଚୀନ୍‌ରେ ଧମାଲ୍‌ କରିବ ରଜନୀକାନ୍ତଙ୍କ ’2.0’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ’2.0’ କରିବ ଧମାଲ୍‌। ଏକସଙ୍ଗରେ ୧୫ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ ଏହି ସିନେମା। 'ବାହୁବଲି2' ପରେ ଅନ୍ୟ ଏକ ଭାରତୀୟ ଚଳଚ୍ଚିତ୍ର ସ୍କ୍ରିନ୍‌ ଉପରେ...