ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ବିରୋଧ: ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଭୋଟ ଗ୍ରହଣବେଳେ ବୁଥରେ ଗଣ୍ଡଗୋଳ ଓ ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କ ଗିରଫଦାରୀକୁ...

ନିମାପଡ଼ାରେ ରାଜନୈତିକ ହିଂସା: ବିଜେଡି ନେତା ରୁଦ୍ରପ୍ରତାପ ମହାରଥୀଙ୍କୁ ଆକ୍ରମଣ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ନିମାପଡ଼ାରେ ରାଜନୈତିକ ହିଂସା ଦେଖିବାକୁ ମିଳଛି। ରବିବାର ରାତିରେ ନିମାପଡ଼ାର ତେରୁଣ୍ଡିଆ ଗାଁରେ ବିଜେପିର କିଛି କର୍ମୀ ବିଜେଡି ନେତା ରୁଦ୍ରପ୍ରତାପ ମହାରଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।...

ପିରିୟଡସ୍ ଜନିତ ସ୍ୱାସ୍ଥ୍ୟ ସମସ୍ୟା

 ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Tu_pAcLbsZU ୠତୁସ୍ରାବ ସମୟରେ ମହିଳାମାନଙ୍କର ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ଦେଖାଯାଏ, ଯେପରିକି ୠତୁସ୍ରାବରେ ଅନିୟମିତତା, ପେଟ ବ୍ୟଥା, ପିସିଓଏସ୍‌। ଅନେକ ସମୟରେ ମହିଳାମାନେ ଏହି ସମସ୍ୟାକୁ ଅଣଦେଖା କରି ଅନେକ ଜଟିଳ...

ଆଇପିଏଲ୍ ୨୦୨୪: ହାଇଦ୍ରାବାଦକୁ ହରାଇ ଟ୍ରଫି ହାତେଇଲା କୋଲକାତା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ୍ ୨୦୨୪ର ଚାମ୍ପିୟନ ହୋଇଛି କୋଲକାତା ନାଇଟ୍ ରାଇଡର୍ସ୍। ରବିବାର ଚେନ୍ନାଇରେ ଟୁର୍ଣ୍ଣାମେଣ୍ଟର ମେଗା ଫାଇନାଲରେ ସନରାଇଜର୍ସ୍ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି କେକେଆର୍। ଏଥିସହ...

୨୦୨୪ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ: ବିଜ୍ଞାନ, କଳା ଓ ବାଣିଜ୍ୟରେ ବାଜି ମାରିଲେ ଛାତ୍ରୀ  

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ବର୍ଷର ଯୁକ୍ତ ୨ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ଏକାସଙ୍ଗେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। କଳାରେ...

ପିରିୟଡସକୁ ନେଇ ଥିବା ଅନ୍ଧବିଶ୍ଵାସ ବିଷୟରେ ଜାଣନ୍ତୁ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=QEW8_DoES84 ଋତୁସ୍ରାବକୁ ନେଇ ଅନେକ କୁପ୍ରଥା ଚାଲିଆସିଛି। ଯେପରିକି ଏହି ସମୟରେ ପୂଜା ଘରେ ପ୍ରବେଶ କରିବେ ନାହିଁ, ରୋଷେଇ ଘରକୁ ଯିବେ ନାହିଁ, ଗାଧୋଇବେ ନାହିଁ, ଏସବୁ କୁପ୍ରଥା ତାଙ୍କ ଉପରେ...

୨୦୨୪ ମାଟ୍ରିକ ପରୀକ୍ଷା ଫଳ: ଜାଣନ୍ତୁ କେଉଁ ଜିଲ୍ଲାରେ ପାସ୍ ହାର କେତେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଏ ବର୍ଷ ରାଜ୍ୟରେ ପାସ୍ ହାର ରହିଛି ମୋଟ ୯୬.୦୭ ପ୍ରତିଶତ। ରାଜ୍ୟର ୨୬୪୪ଟି ସ୍କୁଲରେ ଚଳିତ ବର୍ଷ...

୨୦୨୪ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ: ଓଡିଶାରେ ପାସ୍ ହାର ୯୬.୦୭ ପ୍ରତିଶତ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଏବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ...

ଗୁଜରାଟ: ରାଜକୋଟର ଏକ ଗେମିଂ ଜୋନରେ ଅଗ୍ନିକାଣ୍ଡ, ୨୭ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟର ରାଜକୋଟରେ ଥିବା ଏକ ମଲର ଗେମିଂ ଜୋନରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ ମଧ୍ୟ...

ନୟାଗଡ଼: ଭାପୁର ବ୍ଲକର ମତଦାନ କେନ୍ଦ୍ରରେ ବୟସ୍କ ମହିଳା ଭୋଟରଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବଳଦିଆନୂଆଗାଁ ମତଦାନ କେନ୍ଦ୍ରରେ ଜଣେ ବୟୋଜ୍ୟେଷ୍ଠ ମହିଳା ଭୋଟରଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ବଳଦିଆନୂଆଗାଁ ୧୬୮ ନମ୍ବର ବୁଥ...