ଓଡ଼ିଶାରେ ୨,୦୬୪ଟି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଫେବ୍ରୁଆରି ୭

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨,୦୬୪ଟି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନଙ୍କୁ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ବିଭିନ୍ନ ବିଷୟର ଶିକ୍ଷକ ପଦବୀରେ...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ଘଟିଛି। ଶନିବାର କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳେ ତାଙ୍କୁ ୧୦୨ ବର୍ଷ ହୋଇଥିଲା। ସେ...

ଆଞ୍ଚଳିକ ଉତ୍ପାଦ ତଥା ସାମଗ୍ରୀ ପାଇଁ ଜିଆଇ ଟ୍ୟାଗ୍ ପାଇବା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ

ଭାସ୍କର ପରିଚ୍ଛା ବିଭିନ୍ନ ଆଞ୍ଚଳିକ ଉତ୍ପାଦ ତଥା ସାମଗ୍ରୀ ପାଇଁ ଜି ଆଇ ଟ୍ୟାଗ୍‍ ପାଇବା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ପାଲଟିଛି। ଏହା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ଆନନ୍ଦ ଓ...

ଲୋକସଭା ନିର୍ବାଚନ: ବିଭିନ୍ନ ରାଜ୍ୟରେ ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନିଯୁକ୍ତ କଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୟପାଲ ସିଂହ ତୋମର ହେଲେ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ ଲତା ଉସେଣ୍ଡି ରାଜ୍ୟ ବିଜେପି ସହ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶ ବିଜେପି ପ୍ରଭାରୀ ଭାବେ ଦାୟିତ୍ଵ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି...

ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏନେଇ ସମଗ୍ର ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି। ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ...

ଓଡ଼ିଶାରେ ଲାଗି ରହିଛି ଶୀତଲହରୀ, ଆଉ ୩ରୁ ୪ ଦିନ ଯାଏଁ କମ ରହିବ ରାତି ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଶୀତଲହରୀ ଲାଗି ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଧିକ ଥଣ୍ଡା ସହ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆହୁରି ୩ରୁ ୪ ଦିନ ଯାଏଁ ଓଡ଼ିଶାରେ ପାଗ ଶୁଷ୍କ...

ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଟ୍ରକ ଓ ପିକନିକ ବସ୍ ମୁହାଁମୁହିଁ ଧକ୍କା, ୩ ଛାତ୍ରୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟସ୍ଥ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଶୁକ୍ରବାର ବିଳମ୍ବିତ ରାତିରେ ଏଠାରେ ଏକ ପିକନିକ ବସ୍ ଓ ଟ୍ରକର ମୁହାଁମୁହିଁ ଧକ୍କାରେ ୩...

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ପୋଲିସ ଏବଂ ଅନ୍ୟ ବିଭାଗର ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ...

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜଭବନରେ ହୋଇଥିବା ଏହି ଉତ୍ସବରେ ଓଡ଼ିଶା ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା...

ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ଵର ପ୍ରଥମ କଳାବାଘ ସଫାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ୱର ପ୍ରଥମ କଳାବାଘ (ମେଲାନିଷ୍ଟିକ ବାଘ) ସଫାରି। କଳାବାଘ ସଫାରି ହେବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାବାଘ ସଫାରି ପାଇଁ...

ସରିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା: ଶ୍ରୀକ୍ଷେତ୍ରରେ ପ୍ରାୟଶ୍ଚିତ କଲେ କଂସ ମହାରାଜା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି। ଧନୁଯାତ୍ରା ସରିବା ପରେ ପ୍ରାୟଶ୍ଚିତ କରିବାକୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି ମହାରାଜା କଂସ। ମହୋଦଧିରେ...