ବୋରିଗୁମ୍ମା ସିରିଜ ଦୁର୍ଘଟଣା ମୃତ୍ୟୁ: ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି...

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ଛକରେ ଘଟିଥିବା ସିରିଜ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା...

କୋରାପୁଟ: ବିଜାପୁର ଛକରେ ସିରିଜ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ଛକରେ ଘଟିଥିବା ସିରିଜ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣ...

ଘୋଷଣା ହେଲା ପଦ୍ମ ସମ୍ମାନ ୨୦୨୪: ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋଷଣା ହୋଇଛି ଚଳିତ ବର୍ଷର ପଦ୍ମ ସମ୍ମାନ। ଚଳିତ ଥର ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୦ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।...

ଗଞ୍ଜାମରେ ବସ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ୩ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ୫୬ ନମ୍ବର ଜାତୀୟ ରାଜପଥର ଖଡ଼ଭାଗ ନିକଟରେ ଗୋଟିଏ ବସ୍ ଏବଂ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁଦ...

ଭୁବନେଶ୍ଵର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହୋଇଛି ୭୫ ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ। ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ରାଜ୍ୟପାଳ...

ଆଜି ଭାରତ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସାରା ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ। ଗାଁଠୁ ସହର ସବୁଠି ଦିଶୁଛି ତ୍ରିରଙ୍ଗା ତ୍ରିରଙ୍ଗା। ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ପାଳନ ପାଇଁ ସାରା ଦେଶରେ ଦେଖିବାକୁ ମଳିଛି ଉତ୍ସାହ।...

ଫେବ୍ରୁଆରି ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ଫେବ୍ରୁଆରି ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ସାମିଲ ହେବାକୁ...

ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଭୋଟ୍ ଦେବେ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ପୋଲିଂ କର୍ମଚାରୀଙ୍କ ଲାଗି ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି। ନିର୍ବାଚନ ବେଳେ ପୋଲିଂ ଅଧିକାରୀ ଏବଂ କର୍ମଚାରୀ ଡ୍ୟୁଟି...

ଭାରତରେ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ହେବେ ମୁଖ୍ୟ ଅତିଥି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପହଞ୍ଚିଲେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ଗୁରୁବାର ଅପରାହ୍ଣରେ ତାଙ୍କ ବିମାନ ରାଜସ୍ଥାନର ଜୟପୁର ବିମାନବନ୍ଦରରେ ଅବତରଣ କରିଥିଲା। ଆସନ୍ତାକାଲି ସେ ନୂଆଦିଲ୍ଲୀରେ ୭୫ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ...

ମେ’ ୬ରୁ ୧୦ ଓଜେଇଇ ପରୀକ୍ଷା, ମାର୍ଚ୍ଚ ୧୫ ଯାଏଁ ଆବେଦନ କରିପାରିବେ ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ମେ’ ମାସ ୬ରୁ ୧୦ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଏହି ପରୀକ୍ଷା ହେବ। ଏଥିପାଇଁ...