ବରଗଡ଼: କାମ କରୁଥିବାବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ, ୩ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାସ୍ତା କଡ଼ରେ କାମ କରୁଥିବାବେଳେ ଟ୍ରକ ମାଡ଼ିଯିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ଲୁହୁରାଚଟି ନିକଟରେ।
ବୁଧବାର ବିଳମ୍ବିତ ରାତିରେ କେତେ...
ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭବନା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ଟୁଇନ୍ ସିଟି କଟକ ଓ ଭୁବନେଶ୍ଵରରେ ମଧ୍ୟ ହାଲୁକା ବର୍ଷା ହୋଇଛି। ଏହାସହ...
ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଦସ୍ୟତା ରଦ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଦୁଇଜଣ ବିଧାୟକଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଛି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ନିଜର ସଦସ୍ୟ ପଦ ହରାଇଛନ୍ତି। ବିଧାନସଭା ବାଚସ୍ପତି ପ୍ରମିଳା...
ଆଃ..କି ସୁଆଦ ଆମ ଛେନାପୋଡ଼!
ନିଶିକାନ୍ତ ରଥ
https://www.youtube.com/watch?v=YPPjfO_KcXw
ଆଜି ବିଶ୍ଵ ଛେନାପୋଡ଼ ଦିବସ। ବିଶ୍ଵକୁ ଓଡ଼ିଶାର ସଂସ୍କୃତି ଏବଂ ଖାଦ୍ୟ ପରମ୍ପରାର ବାର୍ତ୍ତା ଦେଉଛି ନୟାଗଡ଼ର ଏହି ପ୍ରସିଦ୍ଧ ମିଠା।
ଦଶପଲ୍ଲାର ସାତପଟଣାରେ ନୟାଗଡ଼ ଛେନାପୋଡ଼ର ଜନ୍ମ
ଆକସ୍ମିକ ଭାବେ ତିଆରି ହୋଇଥିଲା ଏହି ସୁଆଦିଆ ମିଠା
ଏବେ ବି ରାଜ୍ୟ ବାହାରକୁ ନୟାଗଡ଼ରୁ ରପ୍ତାନି ହେଉଛି ଛେନାପୋଡ଼
ଜିଆଇ ଟ୍ୟାଗ୍ ପାଇଁ ହୋଇଛି ଆବେଦନ
“ଆସ କିଏ ଖାଇବ ହୋ ଆମ ରାଜା...
ଏଥର ଜମିବ କେନ୍ଦ୍ରାପଡ଼ା ଲଢ଼େଇ: ଲୋକସଭା ଆସନ ପାଇଁ ମୁହାଁମୁହିଁ ହେବେ ବୈଜୟନ୍ତ-ଅଂଶୁମାନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେନ୍ଦ୍ରାପଡ଼ାର ରାଜନୀତି ଉପରେ କେନ୍ଦ୍ରୀଭୂତ ହେବ ସାରା ରାଜ୍ୟର ନଜର, ଏଥର ବାଜି କାହା ହାତକୁ ଯିବ?
ଦଳବଦଳକୁ ନେଇ ଅସ୍ଥିର ହୋଇପଡ଼ିଛି କେନ୍ଦ୍ରାପଡ଼ାର ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ...
ଭୁବନେଶ୍ୱରରେ ଗ୍ରୀନ୍ ଓଡ଼ିଶା କନକ୍ଲେଭ୍: ପରିବେଶ ସୁରକ୍ଷା ପାଇଁ ସବୁଜ ଭିତ୍ତିଭୂମିର ନିର୍ମାଣ ଉପରେ ମାନସମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ କୁମାର କୃଷ୍ଣ ଦାସଙ୍କ ସହ ଅଭିଷେକ ରାୟ): ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଅବକ୍ଷୟର ମୁକାବିଲା ଏବେ ସାରା ବିଶ୍ଵରେ ଏକ ଆହ୍ଵାନ ସୃଷ୍ଟି କରିଛି। ମନୁଷ୍ୟ ସମାଜର...
କନ୍ଧମାଳ: ବିଦ୍ୟୁତ ଆଘାତରେ ଦଣ୍ଡୁଆଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ଗାଁରେ ଦଣ୍ଡନାଚ ଚାଲିଥିଲା ବେଳେ ବିଦ୍ୟୁତ ଆଘାତରେ ଆସି ଜଣେ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବୌଦ୍ଧ...
୨୦୨୪ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେଡି: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ନିର୍ବାଚନ ୨୦୨୪ ଲାଗି ଇସ୍ତାହାର କମିଟି ଗଠନ କଲା ବିଜେଡି। ଏହି କମିଟିରେ ରହିଛନ୍ତି ମୋଟ ୩୮ ଜଣ ସଦସ୍ୟ। ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା...
ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ବୁଧବାର ଦିନ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ...
ବୌଦ୍ଧରେ ସରଗରମ ରାଜନୈତିକ ପାଣିପାଗ: କ୍ଷମତା ପାଇଁ ଚାଲିଛି କସରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଲାଣି ବୌଦ୍ଧ ଜିଲ୍ଲାରେ ରାଜନୈତିକ ପାଣିପାଗ, କ୍ଷମତା ହାତେଇବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ।
(ବୌଦ୍ଧରୁ ଦେବବ୍ରତ ଦାଶ): ସାଧାରଣ ନିର୍ବାଚନ ୨୦୨୪ ଲାଗି ଚଳଚଞ୍ଚଳ...





















