ବିଶ୍ଵ କ୍ରିକେଟ୍ ରାଙ୍କିଙ୍ଗ: ପ୍ରଥମଥର ପାଇଁ ସବୁ ଫର୍ମାଟରେ ୧ ନମ୍ବର ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟରେ ଭାରତୀୟ ପୁରୁଷ ଦଳ ହାସଲ କରିଛି ଐତିହାସିକ ଉପଲବ୍ଧି। କ୍ରିକେଟର ୩ଟି ଯାକ ଫର୍ମାଟ ଟି-ଟ୍ୱେଣ୍ଟି, ଦିନିକିଆ ଓ ଟେଷ୍ଟରେ ପ୍ରଥମଥର ପାଇଁ ବିଶ୍ଵରେ ଏକ ସମୟରେ ଶୀର୍ଷ ସ୍ଥାନ...
ଫୁଲବାଣୀ: ମିଗୁନପଦରରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମରବନ୍ଧ ପଞ୍ଚାୟତ ମିଗୁନପଦର ଗ୍ରାମରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ। ଏହା ପୂର୍ବରୁ ମାଓବାଦୀଙ୍କ ମୁକାବିଲା ଲାଗି...
ବଜେଟ ଅଧିବେଶନ ପାଇଁ ଫେବ୍ରୁଆରି ୨୦ରେ ବିଧାନସଭା ସର୍ବଦଳୀୟ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଫେବ୍ରୁଆରି ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବଜେଟ ଅଧିବେଶନକୁ ସୁଚାରରୂପେ...
ଗଞ୍ଜାମ: ବିବାହ ଉତ୍ସବରେ ଅଘଟଣ, ସ୍କର୍ପିଓ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ଉତ୍ସବକୁ ନେଇ ହସଖୁସି ଚାଲିଥିବାବେଳେ ମାଡ଼ି ଆସିଲା ମୃତ୍ୟୁ। ବାଟବରଣୀ ଚାଲିଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡ଼ି ଚଢ଼ିଯାଇଥିଲା ବରଯାତ୍ରୀଙ୍କ ଉପରେ। ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ...
ଦିଲ୍ଲୀ ଘଟଣା: ରାତିରେ ପ୍ରେମିକାକୁ ହତ୍ୟା, ସକାଳେ ଅନ୍ୟ ଝିଅକୁ ବିବାହ କଲା ପ୍ରେମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଦିଲ୍ଲୀରୁ ଆସିଲା ଛାତିଥରା ଖବର। ଶ୍ରଦ୍ଧା ହତ୍ୟା ଘଟଣାକୁ ଲୋକେ ଭୁଲି ନଥିବାବେଳେ ସେହିଭଳି ଜଘନ୍ୟ ଘଟଣାର ପୁନରାବୃତ୍ତି ହୋଇଛି।
ଦୀର୍ଘ ଦିନର ପ୍ରେମିକାକୁ ରାତିରେ ହତ୍ୟା କରି ତା’ର ଶବକୁ...
ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ: ଦ୍ଵିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ସହ ମୁକାବିଲା କରିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଦ୍ଵିତୀୟ ମ୍ୟାଚ ଖେଳିବ। ବିଶ୍ଵକପର ଗ୍ରୁପ୍ ‘ବି’ ମ୍ୟାଚରେ ବୁଧବାର ଦୁଇ ଦଳ ମୁହାଁମୁହିଁ ହେବେ। ଦକ୍ଷିଣ ଆଫ୍ରିକାର...
ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ାରେ ଓଡ଼ିଶାର ସ୍ନୋ ଗାର୍ଲ ରଞ୍ଜିତା ବେହେରାଙ୍କ କମାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମ୍ମୁ ଏବଂ କାଶ୍ମୀରର ଗୁଲମାର୍ଗଠାରେ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ତୃତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଝିଅ ରଞ୍ଜିତା ବେହେରା...
ବିଦେଶରେ ଚମକିଲେ ନବରଙ୍ଗପୁରର ବାପା-ପୁଅ: ଅନ୍ତର୍ଜାତୀୟ କରାଟେ ଓ କୋବୁଡୋରେ ଉଭୟଙ୍କୁ ସ୍ୱର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ବିଦେଶରେ ଚମକିଲେ ନବରଙ୍ଗପୁର ଜିଲ୍ଲାର ସେନସାଇ ଶରତ କୁମାର ରାଉତ ଏବଂ ତାଙ୍କ ପୁଅ ସନ୍ଦୀପ କୁମାର ରାଉତ। ଜାପାନର ଟୋକିଓଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ...
ତୁର୍କୀ ଓ ସିରିଆରେ ଜାରି ରହିଛି ଭାରତର ଉଦ୍ଧାର ଅଭିଯାନ ‘ଅପରେସନ ଦୋସ୍ତ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଳୟଙ୍କରୀ ଭୂମିକମ୍ପ ପାଇଁ ଧ୍ଵଂସସ୍ତୂପରେ ପରିଣତ ହୋଇଛି ତୁର୍କୀ ଓ ସିରିଆ। ଏ ପର୍ଯ୍ୟନ୍ତ ଦୁଇ ଦେଶରେ ପ୍ରାୟ ୪୦ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏବେ ଏହି ଦୁଇ ଦେଶରେ...
ନବ ଦାସ ହତ୍ୟା ଘଟଣା: ଅଭିଯୁକ୍ତ ଗୋପାଳଙ୍କୁ ଝାରସୁଗୁଡାରୁ ଚୌଦ୍ୱାର ଜେଲ ସ୍ଥାନାନ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଉପକାରାଗାରରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଗୋପାଳଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ...





















