କଳିଙ୍ଗ ଷ୍ଟାଡିୟମରେ ୨୮ରୁ ଏଫଆଇଏଚ ହକି ପ୍ରୋ-ଲିଗ୍: ହରମନପ୍ରୀତ ସିଂଙ୍କୁ ଅଧିନାୟକ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ ହକି ପ୍ରୋ-ଲିଗ୍ର ନୂଆ ସିଜନ। ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ପାଇଁ ଭାରତୀୟ ଦଳର ଆରମ୍ଭ ହୋଇଛି...
କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖଡଗେ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀ ବୁଧବାର ଦିନ ଖଡଗେଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।...
ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରିଟେନ ଇତିହାସରେ ନିଜର ନାମକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବ୍ରିଟେନର ପ୍ରଧାନମନ୍ତ୍ରୀ ଗାଦିରେ ବସିଛନ୍ତି ଋଷି। ପ୍ରଧାନମନ୍ତ୍ରୀ ହେବା ପରେ ନିଜର ପ୍ରତିକ୍ରିୟାରେ ଋଷି ସୁନକ...
ପୁଣି କାର୍ଯ୍ୟକ୍ଷମ ହେଲା ହ୍ଵାଟସ୍ ଆପ୍ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ହେବ ବନ୍ଦ ରହିଥିବା ହ୍ଵାଟସ୍ ଆପ୍ ସେବା ପୁଣି କାର୍ଯ୍ୟକ୍ଷମ ହୋଇଛି। ଲୋକପ୍ରିୟ ମେସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟସ୍ ଆପ୍ ସେବା ବନ୍ଦ ହୋଇଯାଇଥିବାରୁ ଚିନ୍ତାରେ...
ହ୍ଵାଟସ୍ ଆପ୍ ସେବା ପ୍ରଭାବିତ, ଚିନ୍ତାରେ ୟୁଜର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକପ୍ରିୟ ମେସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟସ୍ ଆପ୍ ସେବା ୧ ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦ ହୋଇଯାଇଥିବାରୁ ଚିନ୍ତାରେ ପଡ଼ିଯାଇଛନ୍ତି ୟୁଜର୍ସ। ହ୍ଵାଟସ୍ ଆପ୍ ସେବା ଠପ୍ ହେବା କାରଣରୁ ଏହି...
ବାଣ ଦୋକାନରେ ଅଗ୍ନିକାଣ୍ଡ: ୨ ମୃତ, ୩ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ ବିଜୟୱାଡା ସହରର ଜିମଖାନା ପଡ଼ିଆରେ ଥିବା ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।...
ବାଂଲାଦେଶରେ ତାଣ୍ଡବ ରଚିଲା ବାତ୍ୟା ‘ସିତ୍ରାଙ୍ଗ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ସୋମବାର ରାତି ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାଂଲାଦେଶର ବରିସଲ ନିକଟରେ ଉପକୂଳ ଅତିକ୍ରମ କରିଥିଲା। ଏହି...
ଆଜି କେଉଁ ସମୟରେ ହେବ ସୂର୍ଯ୍ୟପରାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଆଂଶିକ ସୂର୍ଯ୍ୟପରାଗ। ଏହି ସୂର୍ଯ୍ୟପରାଗ ମଙ୍ଗଳବାର ଅପରାହ୍ଣ ୨ଟା ୨୮ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୨ରେ ଶେଷ ହେବ। ଆଂଶିକ ସୂର୍ଯ୍ୟପରାଗ ଏସିଆ ଓ ୟୁରୋପ ମହାଦେଶରେ...
ଦୀପାବଳି ପାଳନ ପଛର କାହାଣୀ
ଓଡ଼ିଶାଇଭ୍ ବ୍ୟୁରୋ
ଆଲୋକ ଏବଂ ଆନନ୍ଦର ପର୍ବ ହେଉଛି ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ହେଉଛି ଦୀପାବଳି। ଦୀପ ଜଳାଇ ଅମାବାସ୍ୟା ଅନ୍ଧାକାରକୁ ଦୂର କରାଯିବାର ପରମ୍ପରା କାହିଁ କେତେ ବର୍ଷରୁ...
ଆଜି ଆଲୋକ ଓ ଆନନ୍ଦର ପର୍ବ ‘ଦୀପାବଳି’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇଉଠିଛି ଉତ୍ସବମୁଖର। କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ହେଲା ଭଲ ଭାବେ ଦୀପାବଳି ପାଳନ...





















