ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହେଉଛି ଉଠାଜଳସେଚନ ପ୍ରକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
୮,୪୮୫ଟି ପ୍ରକଳ୍ପ, ୪୫ ହଜାରରୁ ଅଧିକ ଚାଷୀ ଉପକୃତ
ବିଭିନ୍ନ ନଦୀ, ନାଳ ଭଳି ପ୍ରାକୃତିକ ଜଳ ଉତ୍ସର ବ୍ୟବହାର
ଧାନ ସହିତ ବିଭିନ୍ନ ପ୍ରକାର...
ବାରିପଦାରେ ଅହିଂସା ରଥ: ପୌରପରିଷଦ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଭ୍ରମଣ କରୁଛି 'ଅହିଂସା ରଥ'। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି...
ଆସନ୍ତା ୧୮ରୁ ରାଜ୍ୟରେ ବଢ଼ିବ ବର୍ଷା
ଓଡ଼ିଶାଲାଇଭ ବ୍ୟୁରୋ
ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ଦକ୍ଷିଣ ଛତିଶଗଡ଼...
ତିନି ଥର ଭାରତ ଆସିଥିଲେ ମହାରାଣୀ ଏଲିଜାବେଥ ଦ୍ଵିତୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୬୧ ମସିହାରେ ପ୍ରଥମ ଥର ଯେତେବେଳେ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟ ଭାରତ ଗସ୍ତରେ ଆସିଥିଲେ, ସେ ସମୟରେ ତାଙ୍କୁ ଦେଖିବା ପାଇଁ ଦିଲ୍ଲୀ ବିମାନବନ୍ଦରଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାସ୍ତା...
ତେଲେଙ୍ଗାନା: ଇଲେକ୍ଟ୍ରିକ ବାଇକ୍ ସୋ’ରୁମରେ ଅଗ୍ନିକାଣ୍ଡ, ୮ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ସୋମବାର ବିଳମ୍ବିତ ରାତିରେ ତେଲେଙ୍ଗାନାର ସିକନ୍ଦରାବାଦ ସହର ମାର୍କେଟ ପୋଲିସ ଷ୍ଟେସନ ନିକଟରେ ଥିବା ଏକ ଇଲେକ୍ଟ୍ରିକ ବାଇକ୍ ସୋ’ ରୁମରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର...
ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ ଜୟପୁରଠାରେ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ଜୟପୁର ଉମୁରି ବ୍ରିଜ ନିକଟରେ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୋମବାର ଦିନ ଏହି ପାସେଞ୍ଜର ଟ୍ରେନଟି ଯାତ୍ରୀଙ୍କୁ ଧରି କିରଣ୍ଡୋଲ ଯାଉଥିବା...
ମଦୁଆ ଚାଳକଙ୍କୁ ଜଗୁଛି ସ୍ୱତନ୍ତ୍ର ଡ୍ରାଇଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମଦୁଆ ଡ୍ରାଇଭରଙ୍କୁ ଜଗିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ୍ରଇଭ୍ ଆରମ୍ଭ କରାଯାଇଛି। ସାରା ରାଜ୍ୟରେ ଏହି ଡ୍ରାଇଭ୍ କାର୍ଯ୍ୟକାରୀ କରାଯାଇଛି। ୨୦୨୨ ସେପ୍ଟେମ୍ବର ୭ରୁ ୯ ତାରିଖ ମଧ୍ୟରେ...
କୋରାପୁଟ: ଗଛ ଉପରେ ଭାଲୁ, ତଳେ ଜଗିଛନ୍ତି ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋରାପୁଟ): ପାଆଞ୍ଚି ଗଛରେ ଭାଲୁ ବସିଛି, ଭାଲୁକୁ ତଳେ ଜଗି ରହିଛନ୍ତି ଗ୍ରାମର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ନକୁଳଗୁଡ଼ା...
ଦୁର୍ବଳ ହେଲା ଅବପାତ: ଅତିପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଭବାନୀପାଟଣାଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୧୯୦ କିମି ଦୂରରେ କେନ୍ଦ୍ରୀଭୂତ...
ମନରେ କାହିଁକି ଆତ୍ମହତ୍ୟାର ଭାବନା ଆସେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=8HjDgB-kbNI]
ଆତ୍ମହତ୍ୟାକୁ ରୋକିବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଏ। ପାରିବାରିକ ସମସ୍ୟା ହେଉ କିମ୍ବା ଚାକିରି ସମସ୍ୟା, ପ୍ରେମ...





















