କୁସୁପୁର ଗଣହତ୍ୟା ମାମଲା: ଆସିଲା ୫ ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଗତ ଏପ୍ରିଲ ୧୧ ତାରିଖ ରାତି ପ୍ରାୟ ସାଢେ ୨ଟାରୁ ୩ଟା ମଧ୍ୟରେ ଏହି ବୀଭତ୍ସ କାଣ୍ଡ ଘଟିଥିବା...
ମହଙ୍ଗା ହେଲା ଓମ୍ଫେଡ କ୍ଷୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଏଣିକି ଓମ୍ଫେଡ କ୍ଷୀର କିଣିବା ମହଙ୍ଗା ହେବ। ଅଧା ଲିଟର ଓମ୍ଫେଡ କ୍ଷୀର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି। ଏବେ ଅଧା ଲିଟର ଓମ୍ଫେଡ କ୍ଷୀର ପାଇଁ...
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୭ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଜବତ ହୋଇଥିବା ୧୦୧ କେଜି ଗଞ୍ଜେଇର...
ତାରା ବାହିନୀପତି କହିଲେ, “ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ”
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଦଳ ଭିତରେ ରହିଥିବା ବିରୋଧର ସ୍ଵର ଏବେ ତେଜିବାରେ ଲାଗିଛି। ପିସିସି ସଭାପତି ପରିବର୍ତ୍ତନକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଏବେ ଜୋର ଧରିଛି। କେବଳ ପିସିସି ସଭାପତି ନୁହନ୍ତି...
ଆଜିଠୁ ଅନ୍ଲାଇନରେ ଉପଲବ୍ଧ ମାଟ୍ରିକ ଆଡମିଟ୍ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୧୯ ତାରିଖଠାରୁ ମାଟ୍ରିକ୍ ଆଡମିଟ କାର୍ଡ ମିଳିବ। ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ପାଇଁ ଅନଲାଇନରେ ଆଡମିଟ କାର୍ଡ ମିଳିବ। ଏହା ସହିତ ମଧ୍ୟମା ଏବଂ ଏସଓଏସସି-୨୦୨୨ ପାଇଁ ମଧ୍ୟ...
ଜଳିବ ଓଡ଼ିଶା: ଆହୁରି ୪ ଦିନ ବଢ଼ିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଉପାନ୍ତରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲୋକଙ୍କୁ ଗରମରୁ ନିସ୍ତାର ମିଳୁନାହିଁ। ଏଣେ ଆଭ୍ୟନ୍ତରୀଣ...
ଅବହେଳିତ ଅବସ୍ଥାରେ ୧୩୫ ବର୍ଷର ସୂର୍ଯ୍ୟ ଘଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାଣୀ ଭିକ୍ଟୋରିଆଙ୍କ ଶାସନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିର୍ମିତ ହୋଇଥିବା ୧୩୫ ବର୍ଷର ସୂର୍ଯ୍ୟ ଘଡ଼ି ଏବେ ଅବହେଳିତ ହୋଇପଡ଼ିଛି। ୧୮୮୭ ମସିହାରେ ସର୍ବସାଧାରଣଙ୍କ ସମୟ...
ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ନୂତନ ସେନା ମୁଖ୍ୟ। କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ସବୁଜ ସଙ୍କେତ ଦେଇଛନ୍ତି। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋମବାର ସୂଚନା...
ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହେଉଥିବାରୁ ରାଜ୍ୟରେ ଗତ ମାର୍ଚ୍ଚ ୩୧ ତାରିଖରେ ବସ୍ ଭଡ଼ାରେ ବୃଦ୍ଧି କରାଯାଇଥିଲା। ସୋମବାର ପୁଣି ଥରେ ବସ୍ ଭଡ଼ାରେ ବୃଦ୍ଧି କରାଯାଇଛି। ଏ...
ଅଫେରା ରାଇଜେ କମଳ ଦେଶ ରାଜକୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ କିମ୍ବଦନ୍ତୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି। କିନ୍ତୁ ତାଙ୍କ ପ୍ରେରଣା ଓଡ଼ିଶାବାସୀ ଏବଂ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ସବୁଦିନ ଲାଗି...





















