National

ମିଆଁମାରରେ ଭାରତୀୟ ସେନାର ସର୍ଜିକଲ ଷ୍ଟ୍ରାଇକ୍‌-୩!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ବାୟୁସେନା ଫେବ୍ରୁଆରି ୨୬ରେ ପାକିସ୍ତାନର ବାଲାକୋଟ ଉପରେ ଯେତେବେଳେ ବମ୍‌ ବର୍ଷା କରୁଥିଲା ସେତେବେଳେ ଭାରତୀୟ ସ୍ଥଳସେନା ପକ୍ଷରୁ ମିଆଁମାରରେ ଉପରେ ହୋଇଥିଲା ସର୍ଜିକଲ ଷ୍ଟ୍ରାଇକ୍‌-୩। ଭାରତୀୟ ସ୍ଥଳସେନା ଭାରତ-ମିଆଁମାର...

ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ରିଲିଜ୍‌ ଡେଟ୍‌ ଫାଇନାଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ ପୁରସ୍କାର ବିଜେତା ଓମଙ୍ଗ କୁମାର ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ରିଲିଜ୍‌ ଡେଟ୍‌ ଘୋଷଣା କରାଯାଇଛି। ମୋଷ୍ଟ ଆୱେଟେଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏପ୍ରିଲ ୧୨ରେ...

ତତ୍କାଳ ଟିକେଟ କରୁଥିବା ଯାତ୍ରୀଙ୍କୁ ଝଟକା, ରେଲୱେ କଲା ବଡ଼ ପରିବର୍ତ୍ତନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ଆପଣ ସୁବୁବେଳେ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ପ୍ରାୟ ତତ୍କାଳରେ ଟିକେଟ କରୁଛନ୍ତି ତେବେ ଏଖବର ଆପଣ ପଢ଼ିବା ନିହାତି ଜରୁରୀ। ନିକଟରେ ରେଳ ବିଭାଗ ତରଫରୁ ଟିକେଟ ନିୟମରେ ପରିବର୍ତ୍ତନ...

ମାସୁଦର ସମ୍ପତ୍ତି ଜବତ କରିବ ଫ୍ରାନ୍ସ 

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଲୱାମା ଘଟଣା ପରେ ବିଶ୍ୱସ୍ତରରେ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି ଘଟଣା ପାଇଁ ଦାୟୀ ଜୈଶ ଏ ମହମ୍ମଦ ଆତଙ୍କବାଦ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ଉପରେ ପଦକ୍ଷେପ...

ବରଗଡ଼ରୁ ମୋଦି ଓ ନବୀନଙ୍କୁ ଟାର୍ଗେଟ କଲେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧି ବରଗଡ ଜିଲ୍ଲା ଗସ୍ତ କରିଛନ୍ତି। ଗସ୍ତ ପୂର୍ବରୁ ନେତା କର୍ମୀ ଯାହା ଅନୁମାନ କରୁଥିଲେ ତାହା ହିଁ ହୋଇଛି। ଅର୍ଥାତ ରାହୁଲ ମୋଦି ଓ ନବୀନଙ୍କୁ...

ଏଥର ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି ଅଭିନେତା ପରେଶ ରାୱଲ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତା ତଥା ବିଜେପି ସାଂସଦ ପରେଶ ରାୱଲ ଆଉଥରେ ନିର୍ବାଚନ ଲଢ଼ିବା ମୁଡ୍‌ରେ ନାହାନ୍ତି। ଏଥର ଲୋକସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏନେଇ...

ମୁମ୍ବାଇ ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଘଟଣା – ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ମୃତକଙ୍କ ପରିବାରକୁ ସହାୟତା...

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଫୁଟଓଭର ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ ନିକଟ ଫୁଟ୍‌ଓଭର ବ୍ରିଜ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି।...

ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ଗୁଳିମାଡ଼, ପାଖାପାଖି ୨୭ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ସହରର ଦୁଇଟି ମସଜିଦ୍‌ରେ ଆଜି କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ କେତେ ଲୋକ ମୃତାହାତ ହୋଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ମିଡିଆ ଅନୁସାରେ ପାଖାପାଖି ୨୭ରୁ...

ମୁହଁରେ ତୁଳି ଧରି ଘୁଷୁରୀ କରୁଛି ପେଣ୍ଟିଂ, ରୋଜଗାର କରୁଛି ଲକ୍ଷ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ ଆଫ୍ରିକାରେ ଗୋଟିଏ ଘୁଷୁରୀ ଦୁନିଆରେ ଚର୍ଚ୍ଚାରେ ରହିଛି। ଏହି ଘୁଷୁରୀ କୌଣସି ସାଧାରଣ ଘୁଷୁରୀ ନୁହେଁ ସେ ବହୁତ ଭଲ ପେଣ୍ଟର ନାମରେ ଲୋକଙ୍କ ମଧ୍ୟରେ ନିଜର ପରିଚୟ କରିପାରିଛି।...

ସାଇକେଲରେ ଅଫିସ ଗଲେ କିଲୋମିଟର ପିଛା ମିଳୁଛି ୧୬ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱରେ ଏଭଳି ଦେଶ ଅଛି ସାଇକେଲ ବ୍ୟବହାର ପାଇଁ ଲୋକଙ୍କୁ ଟଙ୍କା ଦେଉଛନ୍ତି ସରକାର। ନେଦରଲାଣ୍ଡ ସରକାରଙ୍କ ଏହି ପଦକ୍ଷେପକୁ ଚାରିଆଡୁ ପ୍ରଶଂସା କରାଯାଉଛି। ଏଭଳି ଲୋଭନୀୟ ଅଫର ପାଇଁ ଏହି...