National

ବାୟୁସେନାର ଟାର୍ଗେଟରେ ଥିଲା ୫ ଆତଙ୍କବାଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତ୍ମଘାତୀ ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତ। ମଙ୍ଗଳବାର ଭାରତୀୟ ବାୟୁସେନା ପକ୍ଷରୁ ପୁଣି ଥରେ ସର୍ଜିକଲ ଷ୍ଟ୍ରାଇକ୍‌ କରାଯାଇଛି। ଭାରତୀୟ ବାୟୁସେନା ପାକ୍‌ ଅଧିକୃତ କଶ୍ମୀର ଉପରେ ଏକ...

ମା’ ଶବକୁ ୧୦୦୦ ଖଣ୍ଡ କାଟି କୁକୁରଙ୍କୁ ଖାଇବାକୁ ଦେଲା ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ସ୍ପେନରେ ଏକ ଅମାନୁସିକ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ମା’ଙ୍କୁ ହତ୍ୟା କରି ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପୋଲିସ ନିକଟରେ ନିଜ ଦୋଷ...

ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଆପଣମାନଙ୍କ ଆଜିର ଜୋଶ୍‌ ମୁଁ ଦେଖିପାରୁଛି। ଦେଶବାସୀଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ସୁରକ୍ଷିତ ହାତରେ ଅଛି। ମୋତେ ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନି। ଭାରତମାତାକୁ କାହାରି ଆଗରେ...

ଆଜିର ବଡ଼ ଖବର (ଫେବ୍ରୁଆରି ୨୬, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ 'ଆଜିର ବଡ଼ ଖବର'। ପାକ ଅଧିକୃତ କଶ୍ମୀର ଉପରେ ବାୟୁସେନାର ଆକ୍ରମଣ, ୩୦୦ ଆତଙ୍କବାଦୀ ମୃତ! ଆଜି ବଡ଼ି ଭୋରରରୁ...

ବାୟୁସେନାକୁ ସାଧୁବାଦ- ନବୀନଙ୍କ ସାଲ୍ୟୁଟ୍‌, ରାହୁଲଙ୍କ ସଲାମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଏକ ବଡ଼ ଧରଣର ହମଲା ହୋଇଛି। ଭାରତୀୟ ବାୟୁସେନାର ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ...

ପାକିସ୍ତାନକୁ କଡ଼ା ଚେତାବନୀ – “ସୁଧୁରି ଯାଅ ନହେଲେ ସୁଧାରି ଦେବୁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇ ଏଲଓସିକୁ ପାର କରି ଜୈଶର ଶିବିରକୁ ଧ୍ୱସଂ କରିଛି। ସେନାର ଏହି କାର୍ଯ୍ୟକୁ ନେଇ କ୍ରିକେଟର ବିରେନ୍ଦ୍ର ସେହୱାଗ ଓ...

ଆକ୍ରମଣ ନେଇ ଯୋଜନା କରୁଥିଲା ଜୈଶର କ୍ୟାମ୍ପ- ବୈଦେଶିକ ସଚିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ବିମାନ ଆକ୍ରମଣ ନେଇ ବୈଦେଶିକ ସଚିବଙ୍କ ପ୍ରେସ୍‌ମିଟ୍‌। ପୁଲୱାମାରେ ହୋଇଥିବା ଆତଙ୍କବାଦ ଆକ୍ରମଣର ଭାରତ ବଦଲା ନେଇଛି। ଭାରତୀୟ ବାୟୁସେନା ଏଲଓସି ପାର କରି ଆତଙ୍କୀ କ୍ୟାମ୍ପ୍‌କୁ ପୂରା ନଷ୍ଟ କରିଦେଇଛି।...

ଅପରେସନ ଶତପ୍ରତିଶତ ସଫଳ-ଅଜିତ ଡୋଭାଲ, ବାୟୁସେନା ମୁଖ୍ୟାଳୟରେ ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦ ଆକ୍ରମଣ ବିରୋଧରେ ସେନାର ପ୍ରତିଶୋଧ ପରେ ପୂରା ଦେଶ ସେନାକୁ ସାଧୁବାଦ ଜଣାଉଛି। ଏହାସହିତ ଅପରେସନକୁ ନେଇ ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ...

ଭାରତର ପ୍ରତିଶୋଧ ପରେ ଡରିଲା ପାକିସ୍ତାନ, ISI ବଦଳାଇଲା ମସୁଦ୍‌ ଅଜହରର ଠିକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଡରିଲା ପାକିସ୍ତାନ। ଆତଙ୍କବାଦୀ ବିରୋଧରେ ପୂରା ଦେଶ ଏକାଠି ହୋଇଥିବା ବେଳେ ପାକିସ୍ତାନ ଏନେଇ ବିଭିନ୍ନ ଟିପ୍ପଣୀ ଦେଉଛି। ବର୍ତ୍ତମାନ ସୂଚନା ମିଳୁଛି କି ଭାରତ...

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜୁରୁରୀ ବୈଠକ, ସୀମାନ୍ତରେ ହାଇ ଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିଓକେରେ ଭାରତୀୟ ବାୟୁ ସେନା ଆକ୍ରମଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜୁରୀରୀ ବୈଠକ ଚାଲିଛି। ସୂଚନାନୁସାରେ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ ବୈଠକ ଚାଲିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ...