National

କଟକରୁ ଆଗ୍ରା ଯାଉଥିଲା ୧୦ କୋଟି ଟଙ୍କା, ଛତିଗଶଗଡ଼ରେ ଜବତ ହେଲା କାର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ରେ କାର୍‌ରୁ ଜବତ ହେଲା ୧୦ କୋଟି ୯୦ ଲକ୍ଷ ଟଙ୍କା। କଟକରୁ ଛତିଶଗଡ଼ ଦେଇ ଆଗ୍ରା ଯାଉଥିବା ବେଳେ ଏହି ଟଙ୍କା ବୋଝେଇ କାର୍‌କୁ ଛତିଶଗଡ଼ ପୋଲିସ ଜବତ କରିଛି।...

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଶାଖାପାଟଣାର ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆଗେଇ ଆସିଛନ୍ତି।...

ଇମ୍ରାନ ଖାନ୍‌ଙ୍କୁ କଡ଼ା ଜବାବ ଦେଲା ଭାରତ : ଜୈସ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ମୁଖ୍ୟ କେଉଁଠି ଅଛି?

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ କଡ଼ା ଜବାବ ଦେଇଛି ଭାରତ। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନକୁ ଦାୟୀ କରିବା ପଛରେ କିଛି ପ୍ରମାଣ ନାହିଁ ବୋଲି ଇମ୍ରାନ କହିବା ପରେ ଭାରତୀୟ...

ଲଣ୍ଡା ହୋଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି – ଆତ୍ମା ଶାନ୍ତି ପାଇଁ କଲେ ହୋମ ଯଜ୍ଞ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତଙ୍କବାଦୀ ହମଲାରେ ୪୨ ଯବାନ ସହିଦ ହେବା ଘଟଣାରେ ଆକ୍ରୋଶରେ ରହିଛି ପୁରା ଦେଶ। ସମଗ୍ର ଦେଶରେ ଲୋକେ ଏହାକୁ ବିରୋଧ ପ୍ରଦର୍ଶନ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ...

ଦେହରେ ଟାଟୁ କରି ପୁଲୱାମା ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତଙ୍କବାଦୀ ହମଲାରେ ୪୦ ଜଣ ସିଆରପିଏଫ୍ ଯବାନଙ୍କୁ ହରାଇ ଦେଶ ଶୋକରେ ବୁଡ଼ିଛି। ଏହାର ପ୍ରତିଶୋଧ ନେବା ପାଇଁ ସାରା ଦେଶରେ ଜନ ଆକ୍ରୋଶ ଦେଖାଦେଇଛି। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି...

କୁଆଁରୀ ଝିଅଙ୍କ ରକ୍ତରେ ଗାଧୋଉଥିଲେ ଏଲିଜାବେଥ ବାଥରୀ, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକେ ସିରିଏଲ କିଲର କଥା ଶୁଣିଥିବେ, ଯିଏକି ପୂରା ଯୋଜନାବଦ୍ଧ ଭାବେ ହତ୍ୟା କରିଥିବେ। କିନ୍ତୁ ଏମିତି ଜଣେ ସିରିଏଲ କିଲର ମହିଳା ଅଛନ୍ତି ତାଙ୍କ କାହାଣୀ ଶୁଣିଲେ ଲୋମ ଟାଙ୍କୁରି...

ତାମିଲନାଡୁରେ ଏଆଇଡିଏମ୍‌କେ ସହ ମେଣ୍ଟ ଘୋଷଣା କଲା ବିଜେପି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାମିଲନାଡୁରେ ବିଜେପି ଏଆଇଡିଏମ୍‌କେ ସହ ମେଣ୍ଟ ଘୋଷଣା କରିଛି। ତାମିଲନାଡୁରେ ବିଜେପି ୫ଟି ଆସନରେ ନିର୍ବାଚନ ଲଢ଼ିବ। ମେଣ୍ଟକୁ ନେଇ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ...

ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। କେନ୍ଦ୍ର କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ୯ ପ୍ରତିଶତରୁ ୧୨ ପ୍ରତିଶତକୁ ମହଙ୍ଗା ଭତ୍ତା ବୃଦ୍ଧି...

କୁଳଭୂଷଣ ଯାଦବ ମାମଲା – ପାକିସ୍ତାନକୁ ଝଟକା ଦେଲେ ଆଇସିଜେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଶୁଣାଣିକୁ ସ୍ଥଗିତ ରଖିବାପାଇଁ ପାକିସ୍ତାନର ଅନୁରୋଧକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଖାରଜ କରିଦେଇଛନ୍ତି। ପାକିସ୍ତାନ ପକ୍ଷରୁ ଥିବା ଅସ୍ଥାୟୀ ବିଚାରପତି ହୃଦଘାତ...

ଇମ୍ରାନଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ – କହିଲେ ମସୁଦ ଅଜହରକୁ ଭାରତକୁ ଦିଅ, ପରେ ଭାଷଣ ଦେବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆକ୍ରମଣକୁ ନେଇ ୫ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଥିବା ପ୍ରତିକ୍ରିୟାର କଡ଼ା ଜବାବ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ। ଭାରତକୁ ଭାଷଣ ନୁହେଁ,...