ରାଉରକେଲା ସୀମାନ୍ତରେ ରେଳଧାରଣା ଉଡ଼ାଇ ଦେଲେ ମାଓବାଦୀ, ଟ୍ରେନ ଚଳାଚଳ ପ୍ରଭାବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ମନୋହରପୁର ଅଞ୍ଚଳରେ ମାଓବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରାଉରକେଲା ଓ ମନୋହରପୁର ଷ୍ଟେସନ ମଝିରେ ଥିବା ବିରୁୱାଠାରେ ଗୁରୁବାର ରାତିରେ ମାଓବାଦୀମାନେ ରେଳଧାରଣା ଉଡ଼ାଇ ଦେଇଥିଲେ।...
କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୩ ଯବାନ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କଶ୍ମୀର ରଜୌରୀର ଥାନାମଣ୍ଡି ଅଞ୍ଚଳରେ ଗୁରୁବାର ଦିନ ଆତଙ୍କବାଦୀ ଆକ୍ରାମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ୩ ଜଣ ଯବାନ ଗୁରୁତର ଆହତ ହୋଇ ଚିକିତ୍ସା...
ବଦଳିବ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା, ଲୋକସଭାରେ ବିଲ୍ ପାରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବନ୍ଧିତ ବିଲ୍ ଗୁରୁବାର ଲୋକସଭାରେ ପାରିତ ହୋଇଛି। ଏହା ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ...
ସଂସଦ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ, ଏବେ ସିଆଇଏସଏଫକୁ ମିଳିବ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦର ସୁରକ୍ଷା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଏବେ ସଂସଦ ପରିସରର ସାମଗ୍ରିକ ସୁରକ୍ଷା ଦାୟିତ୍ଵ ‘ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ’ (ସିଆଇଏସଏଫ୍) ଉପରେ ରହିବ। ସିଆଇଏସଏଫକୁ ଏହି ଦାୟିତ୍ଵ...
ଚିନ୍ତା ବଢ଼ାଉଛି କୋଭିଡ୍: ଗତ ୨୪ ଘଣ୍ଟା ସାରା ଭାରତରେ ୩୫୮ ନୂଆ ଆକ୍ରାନ୍ତ, ୬ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପୁଣି ଚିନ୍ତା ବଢ଼ାଉଛି କୋଭିଡ୍-୧୯। ସାରା ଦେଶରେ ଏବେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୮ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ...
ଆଇପିସି ଓ ସିଆରପିସି ବିଲରେ ସଂଶୋଧନ: ଭିଡ଼ ହିଂସା ପାଇଁ ମୃତ୍ୟୁଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
“ବ୍ରିଟିଶ ଶାସନ ଅମଳରୁ ପ୍ରଚଳିତ ଭାରତୀୟ ଅପରାଧୀକ ଆଇନରେ ପରିବର୍ତ୍ତନ ହୋଇଛି। ନୂଆ ଆଇନରେ ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ସୃଷ୍ଟିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଏହା...
ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩: ବ୍ୟାଡମିଣ୍ଟନ ତାରକା ସାତ୍ତ୍ଵିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମିଳିବ ଖେଳରତ୍ନ...
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବର୍ଷ ୨୦୨୩ ପାଇଁ ଘୋଷଣା କରାଯାଇଛି ଜାତୀୟ କ୍ରୀଡ଼ା ପୁରସ୍କାର। ଏଥିରେ ବ୍ୟାଡମିଣ୍ଟନ ତାରକା ସାତ୍ତ୍ଵିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ...
ପୁଣି କୋଭିଡ ଡର: ଆତଙ୍କିତ ନହୋଇ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଥରେ କୋଭିଡକୁ ନେଇ ଚିନ୍ତା ବଢ଼ିଛି। ଦେଶରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି। କୋଭିଡର ନୂଆ ଭାରିଏଣ୍ଟ ଜେଏନ-୧ ଭାରତରେ ଚିହ୍ନଟ...
୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେନି ଡୋନାଲ୍ଡ ଟ୍ରମ୍ପ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା। ସେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବା ଲାଗି ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତାଙ୍କ...
ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପ: ସୋନପୁରରୁ ବଲାଙ୍ଗିର ମଧ୍ୟରେ ହେଲା ସ୍ପିଡ୍ ଟ୍ରାଏଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର କାମ ଆଉ ପାଦେ ଆଗେଇଛି। ଏଥିରେ ସୋନପୁର ଜିଲ୍ଲାରେ ଗଡ଼ିଛି ଟ୍ରେନ। ଏହି ରେଳଲାଇନରେ ମଙ୍ଗଳବାର ସୋନପୁରରୁ ବଲାଙ୍ଗିରକୁ ସ୍ପିଡ୍ ଟ୍ରାଏଲ୍ କରାଯାଇଛି। ଏଥିରେ ଶୀଘ୍ର...





















