National

ବଢ଼ିବ ଦେଶର ସାମରିକ ଶକ୍ତି, ୯୭ଟି ‘ତେଜସ୍’ ବିମାନ ଓ ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର କିଣିବାକୁ ମିଳିଲା ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ସାମରିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପ୍ରତିରକ୍ଷା ବାହିନୀରେ ସାମିଲ ହେବ ଅଧିକ ତେଜସ ବିମାନ ଓ ଲାଇଟ କମ୍ବାଟ୍ ହେଲିକପ୍ଟର ‘ପ୍ରଚଣ୍ଡ’। ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର...

ଓଡ଼ିଶା ଉପରୁ ଟଳିଲା ବିପଦ, ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବ ବାତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉପରୁ ଟଳିଛି ବାତ୍ୟା ବିପଦ। ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ଏବେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବ। ଡିସେମ୍ବର ୪ ତାରିଖରେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି।...

ଦେଶର ପ୍ରଥମ ଏଡିସି ହେଲେ ଓଡ଼ିଶା ଝିଅ ମନୀଷା ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଝିଅ ବାୟୁସେନା ଅଧିକାରୀ ମନୀଷା ପାଢ଼ୀ ହେଲେ ଦେଶର ପ୍ରଥମ ଏଡ୍ ଡି କ୍ୟାମ୍ପ (ଏଡିସି)। ବୁଧବାର ଦିନ ରାଜଭବନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମିଜୋରାମର ରାଜ୍ୟପାଳ ଡକ୍ଟର ହରି...

ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ, ୧୧୯ଟି ଆସନ ପାଇଁ ଚାଲିଛି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ। ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାନ ଚାଲିବ। କିନ୍ତୁ ମାଓବାଦୀ ଅଧ୍ୟୁଷିତ ୧୩ଟି ଆସନରେ ଅପରାହ୍ଣ...

ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି, ଆଉ ୫ ବର୍ଷ ମାଗଣା ଚାଉଳ ପାଇବେ ହିତାଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି। ଆହୁରି ୫ ବର୍ଷ ଯାଏଁ ହିତାଧିକାରୀଙ୍କୁ ମିଳିବ ମାଗଣା ଯାଉଛି। ଏନେଇ ବୁଧବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଆସନ୍ତା...

୧୭ ଦିନ ପରେ ନୂଆ ଜୀବନ ପାଇଲେ ଉତ୍ତରକାଶୀ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକ

ଓଡ଼ିଶାଲାଇଭ୍ ବ୍ୟୁରୋ ସତର ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇଲେ ୪୧ ଜଣ ଶ୍ରମିକ। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ିବା ଯୋଗୁଁ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ...

ଉତ୍ତରାଖଣ୍ଡ: ସୁଡ଼ଙ୍ଗରୁ ୪୧ ଶ୍ରମିକଙ୍କ ବାହାରିବା ପାଇଁ ସରିଲା ଖନନ କାମ, ଶେଷ ପର୍ଯ୍ୟାୟରେ ଉଦ୍ଧାର ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି। ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣାର ୧୬ ଦିନପରେ ମଙ୍ଗଳବାର...

ନଭେମ୍ବର ୩୦ରେ ଅବପାତର ରୂପ ନେବ ଲଘୁଚାପ, ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା!

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରର ଆଣ୍ଡାମାନ ନିକୋବର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ଘନୀଭୂତ ହେଉଛି। ଏହା ନଭେମ୍ବର ୩୦ ତାରିଖ ବେଳକୁ ଅବପାତରେ ପରିଣତ ହେବ। ପରେ ଉତ୍ତରପଶ୍ଚିମ ଆଡ଼କୁ ଯାଇ...

ଡିସେମ୍ବର ପହିଲାରୁ ମୋବାଇଲ୍ ସିମ୍ ବିକ୍ରି ପାଇଁ ନୂଆ ନିୟମ, କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ଅନୁମତି

ଭାସ୍କର ପରିଚ୍ଛା ଭାରତରେ ସିମ୍ କାର୍ଡ ବିକ୍ରି ନିୟମ କଡ଼ାକଡ଼ି ଡିସେମ୍ବର ୧ରୁ କେବଳ ପଞ୍ଜୀକୃତ ବିକ୍ରେତା ହିଁ ବିକିପାରିବେ ସିମ୍ ନିୟମ ଉଲଂଘନ ହେଲେ ଟେଲିକମ କମ୍ପାନିକୁ ୧୦ ଲକ୍ଷ ଟଙ୍କାର ଜୋରିମାନା ଭାରତରେ ଡିସେମ୍ବର ପହିଲାରୁ...

ନୂଆଦିଲ୍ଲୀ: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ‘ଓଡ଼ିଶା ପାଭିଲିୟନ’କୁ ସ୍ଵର୍ଣ୍ଣ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩’ରେ ‘ଓଡ଼ିଶା ପାଭିଲିୟିନକୁ ମିଳିଛି ସ୍ଵର୍ଣ୍ଣ ପଦକ। ଏହି ବିଶାଳ ମେଳାରେ ଅଂଶଗ୍ରହଣ କରିଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ...