National

ଅକ୍ଟୋବର ୨୯ରୁ ଭୁବନେଶ୍ୱରରୁ ଗୌହାଟୀକୁ ଦୈନିକ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆସାମର ଗୌହାଟୀକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଅକ୍ଟୋବର ୨୯ ତାରିଖରୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ରୁଟରେ ଦୈନିକ ବିମାନ ଚଳାଚଳ...
Section 377 Scrapped

ଏଲଜିବିଟିଙ୍କୁ ବଡ଼ ଝଟକା: ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା

ଓଡ଼ିଶାଲାଇଭ୍ ବ୍ୟୁରୋ ସମଲିଙ୍ଗୀ ବିବାହକୁ ନେଇ ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ। ସମଲିଙ୍ଗୀ ବିବାହକୁ ସ୍ଵୀକୃତି ଦେବାକୁ ମନା କରିବା ସହ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ବିବାହ ଏକ ମୌଳିକ ଅଧିକାର ନୁହେଁ...

ଘନଉଛି ଇସ୍ରାଏଲ-ହମାସ ଯୁଦ୍ଧ: ଏବେ ଲେବାନନରେ ହେଜବୋଲ୍ଲା ଆତଙ୍କବାଦୀଙ୍କ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଉଗ୍ରରୂପ ନେବାରେ ଲାଗିଛି। ଗାଜାରେ ହମାସ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱସ୍ତ କରିବା ସହ ଏବେ ଲେବାନନରେ ଥିବା ହେଜବୋଲ୍ଲା ଆତଙ୍କବାଦୀଙ୍କୁ ଟାର୍ଗେଟ...

ଭାରତୀୟ ଗୁଇନ୍ଦା ବିଭାଗରେ ୬୭୭ଟି ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ନଭେମ୍ବର ୧୩

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନସ୍ଥ ଭାରତୀୟ ଗୁଇନ୍ଦା ବିଭାଗ (ଆଇବି) ପକ୍ଷରୁ ମଲ୍ଟି ଟାସ୍କିଂ ଷ୍ଟାଫ’ ଓ ‘ସୁରକ୍ଷା ସହାୟକ (ଡ୍ରାଇଭର)’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏନେଇ...

ବିଶ୍ଵ ଷ୍ଟ୍ରୋକ ଦିବସ ଅବସରରେ ବହୁମୁଖୀ ସଚେତନତା କାର୍ଯ୍ୟକ୍ରମ – ‘ଷ୍ଟ୍ରୋକ ମୁକ୍ତ ଜୀବନ’

ଅଭିଷେକ ରାୟ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ। ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’...

‘ଗଗନଯାନ’ ମିଶନ ପାଇଁ ଇସ୍ରୋର ଜୋରଦାର ପ୍ରସ୍ତୁତି, ଅକ୍ଟୋବର ୨୧ରେ ପ୍ରଥମ ପରୀକ୍ଷାମୂଳକ ଉତକ୍ଷେପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ନିଜର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ୨୧ ତାରିଖରେ ଏହି ମିଶନର ପ୍ରଥମ ପରୀକ୍ଷାମୂଳକ...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା କରୁଛନ୍ତି ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ସୋମବାର ଚାଲିଛି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ଏଥିରେ ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତି ବ୍ୟାଟିଂ କରୁଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକାନା ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯାଉଛି। ତେବେ ଅଷ୍ଟ୍ରେଲିଆ...

ଆଇସିସି ବିଶ୍ଵକପ: ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ହରାଇଛି ଭାରତ। ଏହାସହ...

ଆଇସିସି ବିଶ୍ଵକପ: ଭାରତର ଚମତ୍କାର ବୋଲିଂ, ପାକିସ୍ତାନ ୧୯୧ ରନରେ ଅଲଆଉଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଚାଲିଛି ଭାରତ-ପାକିସ୍ତାନ ମୁକବିଲା। ଏଥିରେ ପ୍ରଥମ ଇନିଂସରେ ଭାରତୀୟ ବୋଲର ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପାକିସ୍ତାନକୁ ୧୯୧ ରନରେ ଅଲଆଉଟ୍ କରିଛି ଟିମ୍ ଇଣ୍ଡିଆ।...

ଦକ୍ଷିଣ ଲେବାନନରେ ଇସ୍ରାଏଲର ଆକ୍ରମଣ: କ୍ଷେପଣାସ୍ତ୍ର ମାଡ଼ରେ ‘ରଏଟର୍ସ’ ସାମ୍ବାଦିକ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ହମାସ ସହ ଏବେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁହ୍ଲା ଇସ୍ରାଏଲ ଉପରେ ଆକ୍ରମଣ...