ଆଇସିସି ବିଶ୍ଵକପରେ ଆରମ୍ଭ ହେଲା ଭାରତ-ପାକିସ୍ତାନ ମହାମୁକାବିଲା, ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଆରମ୍ଭ ହେଲା ଭାରତ-ପାକିସ୍ତାନ ମହାମୁକାବିଲା। ମ୍ୟାଚ ପାଇଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ କ୍ରିକେଟପ୍ରେମୀଙ୍କ ଜନସମୁଦ୍ରରେ ପରିପୂର୍ଣ୍ଣ ହୋଇଛି। ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ଭାରତ-ପାକିସ୍ତାନ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ଗୁଜୁରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଉପଭୋଗ କରିବା...
ଭାରତୀୟ ରେଳବାଇର ପୂର୍ବାଞ୍ଚଳ ଜୋନରେ ୩୧୧୫ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅକ୍ଟୋବର ୨୬ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇ ପକ୍ଷରୁ ପୂର୍ବାଞ୍ଚଳ ରେଳପଥ (ଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ପୂର୍ବାଞ୍ଚଳ ଜୋନର ବିଭିନ୍ନ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୧୧୫ଟି...
ଆଇସିସି କ୍ରିକେଟ ବିଶ୍ଵକପ: ପାକିସ୍ତାନ ବିପକ୍ଷରେ ଅଷ୍ଟମ ବିଜୟ ଲକ୍ଷ୍ୟରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମୁକାବିଲା। ଏଥିପାଇଁ ଗୁଜୁରାଟର ଅହମଦାବାଦର ନରେନ୍ଦ୍ର ଷ୍ଟାଡିୟମରେ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହି ମ୍ୟାଚରେ ଭାରତ...
ହକିର ଦ୍ରୋଣାଚାର୍ଯ୍ୟ ପ୍ରଦୀପ କୁମାର ଷଡ଼ଙ୍ଗୀ
ସତୀଶ ଶର୍ମା
ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳିଙ୍କୁ ଗଢ଼ିଛନ୍ତି କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ।
ଆଜିର ଯୁଗରେ ଯେତେବେଳେ ଅଧିକାଂଶ ଲୋକ ଅଳ୍ପ ପରିଶ୍ରମ କରି ଅନ୍ୟମାନଙ୍କ ଉପଲବ୍ଧିକୁ ନିଜର କହି...
ଝାରସୁଗୁଡ଼ାରୁ ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ, ନଭେମ୍ବରରେ କୋଲକାତା ଓ ବେଙ୍ଗାଳୁରୁକୁ ଦୈନିକ ବିମାନସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସ ଉଡ଼ାଣ ଆରମ୍ଭ କରିବ। ଏଠାରୁ ନଭେମ୍ବର ମାସରେ କୋଲକାତା ଓ ବେଙ୍ଗାଳୁରୁକୁ ଇଣ୍ଡିଗୋର ଦୈନିକ ବିମାନ ଚଳାଚଳ ହେବ। ଏନେଇ ଝାରସୁଗୁଡ଼ା...
ଅପରେସନ ଅଜୟ: ଇସ୍ରାଏଲରୁ ପ୍ରଥମ ବିମାନରେ ସ୍ଵଦେଶ ଫେରିଲେ ୯ ଓଡ଼ିଆଙ୍କ ସମେତ ୨୧୨ ଭାରତୀୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ସ୍ଵଦେଶ ଫେରିଛନ୍ତି ୨୧୨ ଭାରତୀୟ ନାଗରିକ। ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଅପରେସନ ଅଜୟ ଅଧୀନରେ ପ୍ରଥମ ବିମାନ ଦିଲ୍ଲୀରେ...
ହମାସର ଅନ୍ତ ଘଟାଇବା ପାଇଁ ଇସ୍ରାଏଲକୁ ଆମେରିକାର ସମର୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ହମାସ ଆକ୍ରମଣ ପରେ ଏବେ ପ୍ରତିଶୋଧ ନେବାରେ ଲାଗିଛି ଇସ୍ରାଏଲ। ଏବେ ଇସ୍ରାଏଲର ସମର୍ଥନରେ ଆମେରିକା ଆଗକୁ ଆସିଛି।
ଅନେକ...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା କରୁଛନ୍ତି ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଗୁରୁବାର ଚାଲିଛି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା। ଏଥିରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ କରୁଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକାନା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି।
ଅଷ୍ଟ୍ରେଲିଆ...
ଇସ୍ରାଏଲରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ, ଆରମ୍ଭ ହେଲା ଅପରେସନ ‘ଅଜୟ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଯୋଗୁଁ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ଭାରତ ସରକାର। ଏହାର ନାମ ‘ଅପରେସନ ଅଜୟ’ ରଖାଯାଇଛି। ଏଥିରେ ଇସ୍ରାଏଲରୁ...





















