National

ବିହାରର ବକ୍ସର ଜିଲ୍ଲାରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା, ୪ ଯାତ୍ରୀ ମୃତ ଏବଂ ୭୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ବକ୍ସର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଷ୍ଟେସନ ନିକଟରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା ହୋଇଛି। ମଙ୍ଗଳବାର ରାତିରେ ଉକ୍ତ ଷ୍ଟେସନ ନିକଟରେ ‘ନର୍ଥ ଇଷ୍ଟ୍‌ ଏକ୍ସପ୍ରେସ’ର ୨୧ଟି ବଗି ଲାଇନଚ୍ୟୁତ ହୋଇଛି।...

ୟୁଜିସି-ନେଟ୍ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଅକ୍ଟୋବର ୨୮ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ଓ ଜୁନିୟର ରିସର୍ଚ୍ଚ ଫେଲୋ ପଦ ପାଇଁ ଏହି ପରୀକ୍ଷା...

ଆଇସିସି ବିଶ୍ଵକପ: ଆଫଗାନିସ୍ତାନର ଭଲ ବ୍ୟାଟିଂ, ଭାରତ ଆଗରେ ୨୭୩ ରନର ଟାର୍ଗେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ବୁଧବାର ଖେଳାଯାଉଛି ଭାରତ-ଆଫଗାନିସ୍ତାନ ମ୍ୟାଚ। ଏଥିରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରି ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଛି। ବୁଧବାର ମ୍ୟାଚ ଆରମ୍ଭରେ ଆଫଗାନିସ୍ତାନ ଟସ୍...

ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ, ନଭେମ୍ବର ୨୩ ନୁହେଁ ୨୫ରେ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୨୩ ନୁହେଁ ୨୫ ତାରିଖରେ ହେବ ମତଦାନ। ଏ ନେଇ ବୁଧବାର ଦିନ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ...

ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, ୪୦ ଶିଶୁଙ୍କୁ ବିଭତ୍ସ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ପଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ଏହି ଯୁଦ୍ଧରେ ଦିନ ବିତିବା ସହ ହମାସର ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ...

ପଠାନକୋଟ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ପଠାନକୋଟ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫକୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅଜଣା ବ୍ୟକ୍ତିଙ୍କ ଗୁଳିରେ ଲତିଫର ମୃତ୍ୟୁ ହୋଇଛି। ଗତ ୨୦୧୬ ମସିହାରେ ପଞ୍ଜାବର ପଠାନକୋଟ ଏୟାରଫୋର୍ସ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ...

ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସିଛନ୍ତି ପ୍ରାୟ ୫୦ ଓଡ଼ିଆ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇସ୍ରାଏଲର ବିଭିନ୍ନ ସହରରେ ଫସି ରହିଛନ୍ତି ଓଡ଼ିଶାର ୫୦ ଜଣ ଛାତ୍ରଛାତ୍ରୀ। ସେମାନେ ଇସ୍ରାଏଲର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଢ଼ୁଛନ୍ତି। ସେମାନେ ସମସ୍ତେ...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଆଫଗାନିସ୍ତାନ ବିପକ୍ଷରେ ଭାରତ ଖେଳିବ ଦ୍ଵିତୀୟ ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ବୁଧବାର ଭାରତ ଖେଳିବାକୁ ଯାଉଛି ନିଜର ଦ୍ଵିତୀୟ ମୁକାବିଲା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ...

ଲାଦାଖର ମାଉଣ୍ଟ କୁନରେ ହିମସ୍ଖଳନ: ଭାରତୀୟ ସେନାର ଜଣେ ଯବାନ ସହିଦ, ୩ ଜଣ ନିଖୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଲାଦାଖର ମାଉଣ୍ଟ କୁନରେ ବୁଧବାର ହିମସ୍ଖଳନ ଯୋଗୁଁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଏହାସହ ୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି। ସେମାନେ ବରଫରେ ଫସି ରହିଥିବା ଆଶଙ୍କା...

ହମାସ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଉଛି ଇସ୍ରାଏଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣର କଡ଼ା ଜବାବ ଦେଉଛି ଇସ୍ରାଏଲ। ଗାଜାରେ ହମାସର ଗୋଟିଏ ପରେ ଗୋଟିଏ ଠିକଣା ଉପରେ ଇସ୍ରାଏଲର ଘନ ଘନ ବୋମା ବର୍ଷା ଜାରି ରହିଛି।...